ଆଇପିଏଲ ୮: ଫାଇନାଲରେ ମୁମ୍ବାଇ, ଆଜି ରାଜସ୍ଥାନ-ବାଙ୍ଗାଲୋର ମୁକାବିଲା

ମୁମ୍ବାଇ: ଆଇପିଏଲର ପ୍ରଥମ କ୍ୱାଲିଫ।ୟରରେ ଚେନ୍ନାଇ ସୁପରକିଙ୍ଗସକୁ ୨୫ ରନରେ ହରାଇ ଫ।ଇନାଲରେ ପ୍ରବେଶ କରିଛି ମୁମ୍ୱାଇ ଇଣ୍ଡିଆନ୍ସ। ଗତକାଲି ମୁମ୍ୱାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଥିଲା। ଦଳ ୬ ୱିକେଟ ବିନିମୟରେ ୧୮୭ ରନ୍ ସଂଗ୍ରହ କରିଥିଲା। ଲେଣ୍ଡଲ ସିମନସ ୬୫, ପାର୍ଥୀବ ପଟେଲ ୩୫ ଏବଂ କିରଣ ପୋଲାର୍ଡ ୪୧ ରନ ଯୋଗୁଁ ମୁମ୍ୱାଇ ଏହି ସ୍କୋର କରିବାରେ ସକ୍ଷମ ହୋଇଥିଲା। ଜବାବରେ ୧୮୮ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା […]

mumbai

mumbai

Rakesh Mallick
  • Published: Wednesday, 20 May 2015
  • Updated: 20 May 2015, 02:10 AM IST

Sports

Latest News

ମୁମ୍ବାଇ: ଆଇପିଏଲର ପ୍ରଥମ କ୍ୱାଲିଫ।ୟରରେ ଚେନ୍ନାଇ ସୁପରକିଙ୍ଗସକୁ ୨୫ ରନରେ ହରାଇ ଫ।ଇନାଲରେ ପ୍ରବେଶ କରିଛି ମୁମ୍ୱାଇ ଇଣ୍ଡିଆନ୍ସ। ଗତକାଲି ମୁମ୍ୱାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଥିଲା। ଦଳ ୬ ୱିକେଟ ବିନିମୟରେ ୧୮୭ ରନ୍ ସଂଗ୍ରହ କରିଥିଲା। ଲେଣ୍ଡଲ ସିମନସ ୬୫, ପାର୍ଥୀବ ପଟେଲ ୩୫ ଏବଂ କିରଣ ପୋଲାର୍ଡ ୪୧ ରନ ଯୋଗୁଁ ମୁମ୍ୱାଇ ଏହି ସ୍କୋର କରିବାରେ ସକ୍ଷମ ହୋଇଥିଲା। ଜବାବରେ ୧୮୮ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଚେନ୍ନାଇ। ହେଲେ ଖରାପ ବ୍ୟାଟିଂ ଯୋଗୁଁ ୧୯ ଓଭରରେ ୧୬୨ ରନ କରି ଅଧିନାୟକ ଧାନୀଙ୍କ ଟିମ୍ ଅଲଆଉଟ୍ ହୋଇଯାଇଥିଲା। ମ୍ୟାଚରେ ଭଲ ପ୍ରଦର୍ଶନ ପାଇଁ ମୁମ୍ୱାଇର କିରଣ ପୋଲାର୍ଡଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା।

ଆଜି ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚଟି ରାଜସ୍ଥାନ-ବାଙ୍ଗାଲୋର ମଧ୍ୟରେ ଖେଳା ଯିବ। ଏଥିରୁ ଯେଉଁ ଦଳ ଜିତିବ ତା’ସହିତ ଫାଇନାଲ ମ୍ୟାଚ ଖେଳିବ ମୁମ୍ବାଇ। ପୁନେରେ ରାତି ୮ଟାରେ ଖେଳା ଯିବ ଏହି ମ୍ୟାଚ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story