ଭିଭିଏସ୍ ଲକ୍ଷ୍ମଣଙ୍କ ପ୍ରଶଂସାରେ ଶତମୁଖ ବ୍ରେଟ୍ ଲି'

ନୂଆଦିଲ୍ଲୀ: ଭାରତର ଟେଷ୍ଟ ସ୍ପେଶାଲିଷ୍ଟ ଭିଭିଏସ୍ ଲକ୍ଷ୍ମଣଙ୍କ ବ୍ୟାଟିଂ ଟେକନିକ୍ ସାରା ଦୁନିଆରେ ଚର୍ଚ୍ଚିତ। ବଲକୁ ସଠିକ୍ ଭାବେ ଟାଇମିଂ କରିବାରେ ଲକ୍ଷ୍ମଣ ମାହିର୍। ତେବେ ତାଙ୍କର ଏହି ଟେକନିକ୍ ଏବଂ ଟାଇମିଂକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ସ୍ପୀଡଷ୍ଟାର୍ ବ୍ରେଟ୍ ଲି। ଲି’ କହିଛନ୍ତି, ଲକ୍ଷ୍ମଣଙ୍କ ପାଇଁ ବ୍ୟାଟିଂର ଯେଉଁ ଟେକନିକ୍ ଥିଲା, ତାହା ବହୁତ ଦମଦାର ଥିଲା। ଏପରିକି ସେ ବ୍ୟାଟିଂ କଲା ବେଳେ ବହୁତ କମ୍ ଭୁଲ କରିଥାନ୍ତି, ତେଣୁ […]

laxman-and-lee

laxman-and-lee

Ranjit Kumar Jena
  • Published: Sunday, 03 May 2020
  • Updated: 03 May 2020, 01:52 PM IST

ନୂଆଦିଲ୍ଲୀ: ଭାରତର ଟେଷ୍ଟ ସ୍ପେଶାଲିଷ୍ଟ ଭିଭିଏସ୍ ଲକ୍ଷ୍ମଣଙ୍କ ବ୍ୟାଟିଂ ଟେକନିକ୍ ସାରା ଦୁନିଆରେ ଚର୍ଚ୍ଚିତ। ବଲକୁ ସଠିକ୍ ଭାବେ ଟାଇମିଂ କରିବାରେ ଲକ୍ଷ୍ମଣ ମାହିର୍। ତେବେ ତାଙ୍କର ଏହି ଟେକନିକ୍ ଏବଂ ଟାଇମିଂକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ସ୍ପୀଡଷ୍ଟାର୍ ବ୍ରେଟ୍ ଲି। ଲି' କହିଛନ୍ତି, ଲକ୍ଷ୍ମଣଙ୍କ ପାଇଁ ବ୍ୟାଟିଂର ଯେଉଁ ଟେକନିକ୍ ଥିଲା, ତାହା ବହୁତ ଦମଦାର ଥିଲା। ଏପରିକି ସେ ବ୍ୟାଟିଂ କଲା ବେଳେ ବହୁତ କମ୍ ଭୁଲ କରିଥାନ୍ତି, ତେଣୁ ତାଙ୍କୁ ଆଉଟ୍ କରିବା ବହୁତ କଠିନ ହୋଇଥାଏ।

ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଲି' କହିଛନ୍ତି, ଲକ୍ଷ୍ମଣଙ୍କ ଟେକନିକକୁ ବିଟ୍‌ କରି ତାଙ୍କୁ ଆଉଟ୍ ମୋ ପକ୍ଷରେ କଷ୍ଟକର ଥିଲା। ସତ କହିବାକୁ ଗଲେ, ତାଙ୍କର ଟେନକିକ୍ ବହୁତ ସୁନ୍ଦର। ସେ ବୋଲରଙ୍କୁ ଆଦୌ ଭୟ କରୁନଥିଲେ। ଏହାଛଡ଼ା ତାଙ୍କ ପାଖରେ ବଲକୁ ଖେଳିବାର ପର୍ଯ୍ୟାପ୍ତ ସମୟ ମଧ୍ୟ ରହୁଥିଲା ଏବଂ ତାଙ୍କର ଫୁଟୱାର୍କ ଚମତ୍କାର ଥିଲା। ସେ ସେଟ୍ ହେଲା ପରେ ଯେଉଁଭଳି ବ୍ୟାଟିଂ କରନ୍ତି, ତାଙ୍କୁ ଆଉଟ୍ କରିବା କୌଣସି ବୋଲରଙ୍କ ସହ କଷ୍ଟକର ଥଲିା। ମୋ ମତରେ ତାଙ୍କ ପାଖରେ ପ୍ରତିଟି ଚ୍ୟାଲେଞ୍ଜକୁ ସାମ୍ନା କରିବାର ଦକ୍ଷତା ଥିଲା ଏବଂ ଏହି କାରଣରୁ ସେ ଦୁନିଆର ମହାନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ନିଜକୁ ପରିଚିତ କରାଇଛନ୍ତି।

ସୂଚନାଯୋଗ୍ୟ, ୨୦୦୧ରେ ଇଡେନ୍ ଗାର୍ଡେନ୍ସରେ ଅଷ୍ଟ୍ରେଲିଆ ବିପକ୍ଷ ଖେଳାଯାଇଥିବା ଟେଷ୍ଟରେ ଲକ୍ଷ୍ମଣ ୨୮୧ ରନର ମାରାଥନ୍ ଇନିଂସ୍ ଖେଳି ଭାରତକୁ ଐତିହାସିକ ବିଜୟ ଦେଇଥିଲେ। ଲକ୍ଷ୍ମଣ ଭାରତ ପକ୍ଷରୁ ୧୩୪ ଟେଷ୍ଟ ଖେଳି ୮୭୮୧ ରନ୍ କରିଛନ୍ତି। ସେହିପରି ସେ ୮୬ ଦିନିକିଆରେ ୨୩୩୮ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story