ଏପ୍ରିଲ ୩ ଯାଏ ଇଟାଲୀରେ ସବୁ ଖେଳ ଓ ଜିମ ବନ୍ଦ

ରୋମ: ଇଟାଲୀରେ କରୋନା ଭାଇରସ ସଂଗୀନ ପରିସ୍ଥିତି ସୃଷ୍ଟି କରିଛି। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ୁଥିବାରୁ ଇଟାଲୀ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଇଟାଲୀର ପ୍ରଧାନମନ୍ତ୍ରୀ ଗିୟୁସେପ୍ପେ କୋଣ୍ଟେ ସୋମବାର ରାତିରୁ ଏପ୍ରିଲ ୩ ଯାଏ ଦେଶରେ କୌଣସି ପ୍ରକାରର କ୍ରୀଡ଼ା ଇଭେଣ୍ଟ ହେବନାହିଁ ବୋଲି ଘୋଷଣା କରିଛନ୍ତି। ଏଥିସହ ଦେଶରେ ଥିବା ଜିମ୍‌ଗୁଡ଼ିକୁ ମଧ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, “ବର୍ତ୍ତମାନ ସ୍ଥିତିରେ ମ୍ୟାଚ୍‌ ଗୁଡ଼ିକୁ […]

s

s

Hemant Lenka
  • Published: Tuesday, 10 March 2020
  • Updated: 10 March 2020, 04:39 PM IST

Sports

Latest News

ରୋମ: ଇଟାଲୀରେ କରୋନା ଭାଇରସ ସଂଗୀନ ପରିସ୍ଥିତି ସୃଷ୍ଟି କରିଛି। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ୁଥିବାରୁ ଇଟାଲୀ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଇଟାଲୀର ପ୍ରଧାନମନ୍ତ୍ରୀ ଗିୟୁସେପ୍ପେ କୋଣ୍ଟେ ସୋମବାର ରାତିରୁ ଏପ୍ରିଲ ୩ ଯାଏ ଦେଶରେ କୌଣସି ପ୍ରକାରର କ୍ରୀଡ଼ା ଇଭେଣ୍ଟ ହେବନାହିଁ ବୋଲି ଘୋଷଣା କରିଛନ୍ତି। ଏଥିସହ ଦେଶରେ ଥିବା ଜିମ୍‌ଗୁଡ଼ିକୁ ମଧ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଛନ୍ତି, “ବର୍ତ୍ତମାନ ସ୍ଥିତିରେ ମ୍ୟାଚ୍‌ ଗୁଡ଼ିକୁ ଆଗକୁ ନେବାର କୌଣସି କାରଣ ନାହିଁ। ଖେଳ ପ୍ରେମୀମାନେ ସ୍ଥିତିକୁ ଭଲ ଭାବେ ବୁଝିଛନ୍ତି। ଆମେ ଦେଶରେ ଜିମ କାର୍ଯ୍ୟକ୍ରମ କରିବାକୁ ମଧ୍ୟ ଅନୁମତି ଦେଉନାହୁଁ।”

ନୂଆ ନିୟମ ଅନୁଯାୟୀ, ମଙ୍ଗଳବାର ଠାରୁ ଏପ୍ରିଲ ୩ ଯାଏ ଦେଶରେ କୌଣସି ଖେଳ ଖେଳାଯିବ ନାହିଁ। ସେହିପରି ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ମଧ୍ୟ କୌଣସି ଅଭ୍ୟାସ କରାଯିବ ନାହିଁ।

ଚାଇନାରେ ସୃଷ୍ଟି ହୋଇଥିବା କରୋନା ଭାଇରସ ଏବେ ଇଟାଲୀରେ ତା’ର କାୟା ବିସ୍ତାର କରୁଛି। ବର୍ତ୍ତମାନ ସୁଦ୍ଧା ଇଟାଲୀରେ ୩୬୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭,୩୭୫ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ସାରା ବିଶ୍ୱରେ ଆତଙ୍କ ଦେଖା ଦେଇଛି। ଏହାପୂର୍ବରୁ ଇଟାଲୀ ସରକାର ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story