ଜୋକୋଭିକଙ୍କୁ ହରାଇ ପ୍ରଥମ ଫ୍ରେଞ୍ଚ୍ ଓପନ୍ ଟାଇଟଲ୍ ଜିତିଲେ ୱାରିଙ୍କା

ପ୍ୟାରିସ: ଫ୍ରେଞ୍ଚ୍ ଓପନର ଏକକ ପୁରୁଷ ବର୍ଗର ଫାଇନାଲ ଆଜି ଅନୁଷ୍ଠିତ ହୋଇଥିଲା। ଆଉ ଫାଇନାଲ୍ ମ୍ୟାଚରେ ଘଟିଥିଲା ବିପର୍ଯ୍ୟୟ। ବିଶ୍ୱର ନମ୍ବର ୧ ଖେଳାଳି ନୋଭାକ ଜୋକଭିକଙ୍କୁ ହରାଇ ପ୍ରଥମ ଥର ପାଇଁ ଫ୍ରେଞ୍ଚ୍ ଟାଇଟଲ୍ ହାତେଇଛନ୍ତି ଷ୍ଟାନିସ୍ଲାସ ୱାରିଙ୍କା। ଆଉ ଫ୍ରେଞ୍ଚ୍ ଓପନ ଜିତିବା ପାଇଁ ଜୋକୋଭିକଙ୍କ ସ୍ୱପ୍ନ ପୁଣି ଥରେ ହାତରୁ ଖସି ଯାଇଛି। ପୂର୍ବରୁ ସେ ଦୁଇ ଥର ଫ୍ରେଞ୍ଚ୍ ଓପନ ଫାଇନାଲରେ ପହଞ୍ଚି ଥିଲେ ହେଁ ଟାଇଟଲ ହାତେଇ ପାରି […]

warinka

warinka

Rakesh Mallick
  • Published: Sunday, 07 June 2015
  • Updated: 07 June 2015, 05:29 PM IST

Sports

Latest News

ପ୍ୟାରିସ: ଫ୍ରେଞ୍ଚ୍ ଓପନର ଏକକ ପୁରୁଷ ବର୍ଗର ଫାଇନାଲ ଆଜି ଅନୁଷ୍ଠିତ ହୋଇଥିଲା। ଆଉ ଫାଇନାଲ୍ ମ୍ୟାଚରେ ଘଟିଥିଲା ବିପର୍ଯ୍ୟୟ। ବିଶ୍ୱର ନମ୍ବର ୧ ଖେଳାଳି ନୋଭାକ ଜୋକଭିକଙ୍କୁ ହରାଇ ପ୍ରଥମ ଥର ପାଇଁ ଫ୍ରେଞ୍ଚ୍ ଟାଇଟଲ୍ ହାତେଇଛନ୍ତି ଷ୍ଟାନିସ୍ଲାସ ୱାରିଙ୍କା। ଆଉ ଫ୍ରେଞ୍ଚ୍ ଓପନ ଜିତିବା ପାଇଁ ଜୋକୋଭିକଙ୍କ ସ୍ୱପ୍ନ ପୁଣି ଥରେ ହାତରୁ ଖସି ଯାଇଛି। ପୂର୍ବରୁ ସେ ଦୁଇ ଥର ଫ୍ରେଞ୍ଚ୍ ଓପନ ଫାଇନାଲରେ ପହଞ୍ଚି ଥିଲେ ହେଁ ଟାଇଟଲ ହାତେଇ ପାରି ନଥିଲେ।

ଆଜି ଅନୁଷ୍ଠିତ ମ୍ୟାଚରେ ସ୍ୱିଜରଲ୍ୟାଣ୍ଡର ୱାରିଙ୍କା ୪-୬,୬-୪,୬-୩,୬-୪ରେ ଜୋକୋଭିକଙ୍କୁ ପରାସ୍ତ କରିଥିଲେ। ଫ୍ରେଞ୍ଚ୍ ଓପନ ହେଉଛି ତାଙ୍କର ଦ୍ୱିତୀୟ ବୃହତ୍ତ ଟାଇଟଲ। ଏହା ପୂର୍ବରୁ ସେ ୨୦୧୪ରେ ଅଷ୍ଟ୍ରେଲିଆନ୍ ଓପନ ଜିତିଥିଲେ।

ଆଜିର ଏହି ବିଜୟ ସହିତ ୱାରିଙ୍କାଙ୍କ ନାଁରେ ଆଉ ଏକ ରେକର୍ଡ ମଧ୍ୟ ଯୋଡ଼ି ହୋଇଯାଇଛି। ଫ୍ରେଞ୍ଚ ଓପନର ଗତ ୨୫ ବର୍ଷରେ ସେ ହେଉଛନ୍ତି ଟାଇଟଲ ଜିତିବାରେ ସବୁଠୁ ବୟସ୍କ ଖେଳାଳି। ୱାରିଙ୍କାଙ୍କୁ ଏବେ ୩୦ ବର୍ଷ ହୋଇଛି। ଏହା ପୂର୍ବରୁ ଏହି ରେକର୍ଡ ଆଣ୍ଡରସ୍ ଗୋମେଜଙ୍କ ନାଁରେ। ୧୯୯୦ରେ ସେ ଫ୍ରେଞ୍ଚ୍ ଓପନ ଜିତିଥିଲେ।

ଅନ୍ୟପକ୍ଷରେ ଆଜି ଯଦି ଜୋକୋଭିକ୍ ଫାଇନାଲରେ ବିଜୟୀ ହୋଇଥାଆନ୍ତେ ତା’ହେଲେ ସେ ବନିଯାଇଥାଆନ୍ତେ ୪ ପ୍ରମୁଖ ଗ୍ରାଣ୍ଡ ସ୍ଲାମ୍ ଜିତିବାରେ ଅଷ୍ଟମ ପୁରୁଷ ଖେଳାଳି। ତେବେ ତାହା ହୋଇପାରିଲାନା। ଏହା ପୂର୍ବରୁ ୨୦୧୨ ଓ ୨୦୧୪ ଫ୍ରେଞ୍ଚ୍ ଓପନର ଫାଇନାଲରେ ପହଞ୍ଚିଥିଲେ ଜୋକୋଭିକ୍। ତେବେ ସେହି ଦୁଇଟି ଫାଇନାଲରେ ସେ ରାଫେଲ ନାଦାଲଙ୍କ ଠାରୁ ପରାସ୍ତ ହୋଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story