ଜୁଲାଇରେ ଜିମ୍ବାୱେ ଯିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ବାଂଲାଦେଶ ଗସ୍ତ ପରେ ଟିମ୍ ଇଣ୍ଡିଆ ଯିବ ଜିମ୍ବାୱେ ଗସ୍ତରେ। ଆସନ୍ତା ଜୁଲାଇ ୭ ତାରିଖରେ ଭାରତୀୟ ଟିମ୍ ଜିମ୍ବାୱେ ଗସ୍ତ କରିବ। ବୁଧବାର ଜିମ୍ବାୱେ କ୍ରିକେଟ୍ ବୋର୍ଡ ପକ୍ଷରୁ ଦିଆଯାଇଛି ଏହି ସୂଚନା। ଏହି ଗସ୍ତ ଅବସରରେ ଟିମ୍ ଇଣ୍ଡିଆ ସେଠାରେ ୩ଟି ଏକ ଦିବସୀୟ ଓ ୨ଟି ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ। ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ଭାରତୀୟ ଟିମ୍ ସେଠାରେ ରହିବ। ଜିମ୍ବାୱେ କ୍ରିକେଟ୍ ବୋର୍ଡର ପରିଚାଳନା ନିର୍ଦ୍ଦେଶକ ତଥା ପୂର୍ବତନ […]

Dhoni

Dhoni

Rakesh Mallick
  • Published: Wednesday, 10 June 2015
  • Updated: 10 June 2015, 12:30 PM IST

Sports

Latest News

ନୂଆଦିଲ୍ଲୀ: ବାଂଲାଦେଶ ଗସ୍ତ ପରେ ଟିମ୍ ଇଣ୍ଡିଆ ଯିବ ଜିମ୍ବାୱେ ଗସ୍ତରେ। ଆସନ୍ତା ଜୁଲାଇ ୭ ତାରିଖରେ ଭାରତୀୟ ଟିମ୍ ଜିମ୍ବାୱେ ଗସ୍ତ କରିବ। ବୁଧବାର ଜିମ୍ବାୱେ କ୍ରିକେଟ୍ ବୋର୍ଡ ପକ୍ଷରୁ ଦିଆଯାଇଛି ଏହି ସୂଚନା। ଏହି ଗସ୍ତ ଅବସରରେ ଟିମ୍ ଇଣ୍ଡିଆ ସେଠାରେ ୩ଟି ଏକ ଦିବସୀୟ ଓ ୨ଟି ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ। ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ଭାରତୀୟ ଟିମ୍ ସେଠାରେ ରହିବ।

ଜିମ୍ବାୱେ କ୍ରିକେଟ୍ ବୋର୍ଡର ପରିଚାଳନା ନିର୍ଦ୍ଦେଶକ ତଥା ପୂର୍ବତନ ଅଧିନାୟକ ଏଲିଷ୍ଟର କ୍ୟାମ୍ପବେଲ କହିଛନ୍ତି ଯେ ଭାରତ ସହିତ ଦ୍ୱିପାକ୍ଷିକ ସିରିଜ୍ ନେଇ ସବୁ କାର୍ଯ୍ୟକ୍ରମ ପାଖାପାଖି ସ୍ଥିର ହୋଇସାରିଛି। ଚଳିତ ସପ୍ତାହ ଶେଷ ସୁଦ୍ଧା ମ୍ୟାଚ୍ ଗୁଡ଼ିକର ତାରିଖ ଘୋଷଣା କରାଯିବ। ସବୁ ମ୍ୟାଚ୍ ହରାରେ ଠାରେ ଖେଳା ଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos