କୋହଲି ପେଟା ଇଣ୍ଡିଆର 'ପର୍ସନ୍ ଅଫ୍ ଦି ଇୟର୍‌'

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ପିପଲ୍ ଫର୍ ଦି ଏଥିକାଲ୍ ଟ୍ରିଟମେଣ୍ଟ୍ ଅଫ୍ ଆନିମଲ୍ସ (ପେଟା) ପକ୍ଷରୁ ପର୍ସନ୍ ଅଫ୍ ଦି ଇୟର୍ ଭାବେ ବିବେଚିତ କରାଯାଇଛି। ପେଟା ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ପଶୁଙ୍କ ସହ ଭଲ ବ୍ୟବହାର କରିବା ପାଇଁ କୋହଲି ଲଗାତାର ପ୍ରୟାସ କରିଛନ୍ତି। କୋହଲି ଅମ୍ବର ଦୁର୍ଗରେ ଆରୋହଣ ପାଇଁ ବ୍ୟବହୃତ ହେଉଥିବା ହାତୀ ମାଲତୀକୁ ଛାଡ଼ିବା ପାଇଁ ପେଟା ଇଣ୍ଡିଆ ପକ୍ଷରୁ ଅଫିସିଆଲ୍ସକୁ ଚିଠି ଲେଖିଥିଲେ। […]

kohli

kohli

Ranjit Kumar Jena
  • Published: Wednesday, 20 November 2019
  • Updated: 20 November 2019, 07:25 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ପିପଲ୍ ଫର୍ ଦି ଏଥିକାଲ୍ ଟ୍ରିଟମେଣ୍ଟ୍ ଅଫ୍ ଆନିମଲ୍ସ (ପେଟା) ପକ୍ଷରୁ ପର୍ସନ୍ ଅଫ୍ ଦି ଇୟର୍ ଭାବେ ବିବେଚିତ କରାଯାଇଛି। ପେଟା ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ପଶୁଙ୍କ ସହ ଭଲ ବ୍ୟବହାର କରିବା ପାଇଁ କୋହଲି ଲଗାତାର ପ୍ରୟାସ କରିଛନ୍ତି। କୋହଲି ଅମ୍ବର ଦୁର୍ଗରେ ଆରୋହଣ ପାଇଁ ବ୍ୟବହୃତ ହେଉଥିବା ହାତୀ ମାଲତୀକୁ ଛାଡ଼ିବା ପାଇଁ ପେଟା ଇଣ୍ଡିଆ ପକ୍ଷରୁ ଅଫିସିଆଲ୍ସକୁ ଚିଠି ଲେଖିଥିଲେ। ଏହି ହାତୀକୁ ୮ଜଣ ବ୍ୟକ୍ତି ଗୁରୁତର ଭାବେ ମାରପିଟ୍ କରିଥିଲେ।

କୋହଲି ମଧ୍ୟ ବେଙ୍ଗାଲୁରୁସ୍ଥ ଏକ ପଶୁ ଆଶ୍ରୟସ୍ଥଳୀରେ ଆଘାତପ୍ରାପ୍ତ କୁକୁରଙ୍କୁ ଭେଟିବାକୁ ଯାଇଥିଲେ। ସେ ନିଜ ପ୍ରଶଂସକଙ୍କୁ ନିବେଦନ କରିଥିଲେ ଯେ ପଶୁମାନଙ୍କୁ କିଣିବା ବଦଳରେ ସେମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରନ୍ତୁ।

ଏ ନେଇ ପେଟା ଇଣ୍ଡିଆର ନିର୍ଦ୍ଦେଶକ ସଚିନ ବାଙ୍ଗେରା କହିଛନ୍ତି, କୋହଲି ପଶୁମାନଙ୍କ ଅଧିକାର ପାଇଁ ଅନେକ କାମ କରିଛନ୍ତି। ସମସ୍ତେ ତାଙ୍କଠାରୁ ପ୍ରେରଣା ନିଅନ୍ତୁ ବୋଲି ମୁଁ ନିବେଦନ କରୁଛି। ଏହା ପୂର୍ବରୁ କଂଗ୍ରେସ ନେତା ଶଶୀ ଥରୁର୍‌, କୋହଲିଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା, ହେମା ମାଳିନୀ, ଆର୍ ମାଧବନ୍ ମଧ୍ୟ ଏହି ସମ୍ମାନ ହାସଲ କରିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story