ସଚିନ-ଗାଙ୍ଗୁଲି ଯୋଡ଼ିଙ୍କୁ ପଛରେ ପକାଇଲେ ବିରାଟ ଓ ରାହଣେ

କୋଲାକାତା: ପିଙ୍କ ବଲ ଟେଷ୍ଟରରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ତାଙ୍କ ଡେପୁଟି ଅଜିଙ୍କ୍ୟ ରାହଣେ ମିଳିତ ଭାବେ ରେକର୍ଡ ସୃଷ୍ଟି କରିଛନ୍ତି। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଉଭୟ ୪ର୍ଥ ୱିକେଟ୍‌ ପାଇଁ ୯୯ ରନ୍‌ ଯୋଡ଼ି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏବେ ଏହି ଦୁଇ ଖେଳାଳି ବିଶ୍ୱର ଦ୍ୱିତୀୟ ଯୋଡ଼ି ଭାବେ ୪ର୍ଥ ୱିକେଟ ପାଇଁ ସର୍ବାଧିକ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଛନ୍ତି। ୪ର୍ଥ ୱିକେଟ ପାଇଁ […]

cn

cn

Hemant Lenka
  • Published: Saturday, 23 November 2019
  • Updated: 23 November 2019, 06:10 PM IST

Sports

Latest News

କୋଲାକାତା: ପିଙ୍କ ବଲ ଟେଷ୍ଟରରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ତାଙ୍କ ଡେପୁଟି ଅଜିଙ୍କ୍ୟ ରାହଣେ ମିଳିତ ଭାବେ ରେକର୍ଡ ସୃଷ୍ଟି କରିଛନ୍ତି। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଉଭୟ ୪ର୍ଥ ୱିକେଟ୍‌ ପାଇଁ ୯୯ ରନ୍‌ ଯୋଡ଼ି କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ଏବେ ଏହି ଦୁଇ ଖେଳାଳି ବିଶ୍ୱର ଦ୍ୱିତୀୟ ଯୋଡ଼ି ଭାବେ ୪ର୍ଥ ୱିକେଟ ପାଇଁ ସର୍ବାଧିକ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଛନ୍ତି। ୪ର୍ଥ ୱିକେଟ ପାଇଁ ବିରାଟ ଓ ରାହଣେ ଯୋଡ଼ି ୪୨ଟି ଇନିଂସରେ ୨୭୬୩ ରନ୍‌ ସଂଗ୍ରହ କରିଛନ୍ତି। ଏହି ଯୋଡ଼ିଙ୍କ ବ୍ୟାଟିଂ ହାର ୬୯.୦୭ ରହିଛି।

ଏମାନଙ୍କ ଠାରୁ କେବଳ ପାକିସ୍ତାନର ମିଶବା ହୁଲ ହକ ଓ ୟୁନିସ ଖାନ୍‌ ଅଧିକ ରନ୍‌ କରିଛନ୍ତି। ମିଶବା ଓ ୟୁନିସ ୫୧ଟି ଇନିଂସରେ ୩୧୩୮ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଛନ୍ତି।

ଅନ୍ୟପକ୍ଷରେ ଆଜିର ଭାଗିଦାରୀ ପରେ ବିରାଟ ଓ ରାହଣେ ଯୋଡ଼ି ସଚିନ ତେନ୍ଦୁଲକର ଏବଂ ସୌରଭ ଗାଙ୍ଗୁଲିଙ୍କ ରେକର୍ଡକୁ ଟପି ଯାଇଛନ୍ତି। ସଚିନ ଓ ଗାଙ୍ଗୁଲି ଯୋଡ଼ି ୪୪ଟି ଇନିଂସରେ ଭାରତ ପାଇଁ ୨୬୯୫ ରନ୍‌ ସଂଗ୍ରହ କରିଥିଲେ। ହେଲେ ଆଜି ବିରାଟ ଓ ରାହଣେ ଏହାକୁ ଅତିକ୍ରମ କରି ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story