ମୟଙ୍କଙ୍କୁ ଦ୍ୱିଶତକ ମାରିବାକୁ କହିଥିଲେ କୋହଲି, ଦେଖନ୍ତୁ ଭିଡିଓ

ଇନ୍ଦୋର: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ହୁଏତ ଖାତା ଖୋଲିପାରି ନାହାନ୍ତି। କିନ୍ତୁ ସେ ସାଥୀ ଖେଳାଳିଙ୍କୁ ସର୍ବଦା ପ୍ରୋତ୍ସାହନ ଯୋଗାଇଥାନ୍ତି। ଚଳିତ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିବସରେ ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଭାରତ ପକ୍ଷରୁ ଓପନ୍ କରୁଥିବା ମୟଙ୍କ ଅଗ୍ରୱାଲ ଏହି ମ୍ୟାଚରେ ନିଜ କ୍ୟାରିୟରର ଦ୍ୱିତୀୟ ଦ୍ୱିଶତକ ମାରିଛନ୍ତି। ତେବେ ତାଙ୍କର ଏହି ଦ୍ୱିଶତକ ମାରିବା ପଛରେ କ୍ୟାପଟେନ୍ କୋହଲିଙ୍କର ବଡ଼ ଭୂମିକା […]

agarwal

agarwal

Ranjit Kumar Jena
  • Published: Friday, 15 November 2019
  • Updated: 15 November 2019, 05:25 PM IST

Sports

Latest News

ଇନ୍ଦୋର: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ହୁଏତ ଖାତା ଖୋଲିପାରି ନାହାନ୍ତି। କିନ୍ତୁ ସେ ସାଥୀ ଖେଳାଳିଙ୍କୁ ସର୍ବଦା ପ୍ରୋତ୍ସାହନ ଯୋଗାଇଥାନ୍ତି। ଚଳିତ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିବସରେ ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା।

ଭାରତ ପକ୍ଷରୁ ଓପନ୍ କରୁଥିବା ମୟଙ୍କ ଅଗ୍ରୱାଲ ଏହି ମ୍ୟାଚରେ ନିଜ କ୍ୟାରିୟରର ଦ୍ୱିତୀୟ ଦ୍ୱିଶତକ ମାରିଛନ୍ତି। ତେବେ ତାଙ୍କର ଏହି ଦ୍ୱିଶତକ ମାରିବା ପଛରେ କ୍ୟାପଟେନ୍ କୋହଲିଙ୍କର ବଡ଼ ଭୂମିକା ରହିଛି। ମୟଙ୍କ ଯେତେବେଳେ ଶତକ ମାରିଲେ, ସେ ଡ୍ରେସିଂ ରୁମ୍ ଆଡ଼କୁ ବ୍ୟାଟ୍ ଟେକିଥିଲେ।

ସେହି ସମୟରେ ଡ୍ରେସିଂ ରୁମରେ ଉପସ୍ଥିତ କୋହଲି ଅଙ୍ଗୁଳି ଦୁଇ ବା ଦ୍ୱିଶତକ ମାରିବାକୁ ଇଙ୍ଗିତ କରିଥିଲେ। କୋହଲିଙ୍କ ଏହି ଇଙ୍ଗିତର ଜବାବ ମଧ୍ୟ ଦେଇଥିଲେ ମୟଙ୍କ ଏବଂ ଦ୍ୱିଶତକ ମାରିଥିଲେ। ଏହି ମ୍ୟାଚରେ ମୟଙ୍କ ଆଜିଙ୍କ୍ୟ ରାହାଣେଙ୍କ ସହ ମିଶି ୧୯୦ ରନର ପାର୍ଟନରଶିପ୍ କରିଥିଲେ। ସେ ୨୪୩ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story