କୋଲକାତାକୁ ସ୍ଥାନାନ୍ତର ହେଲା ଭାରତ-ପାକ୍‌ ମ୍ୟାଚ୍‌

କୋଲକାତା: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ୧୯ ତାରିଖରେ ଧର୍ମଶାଳାରେ ହେବାକୁ ଥିବା ଭାରତ-ପାକ୍‌ ମ୍ୟାଚ୍‌ କୋଲକାତାର ଇଡେନ୍ ଗାର୍ଡେନ୍‌କୁ ସ୍ଥାନାନ୍ତର ହୋଇଛି। ଏ ନେଇ ଆଇସିସି ଆଜି ଘୋଷଣା କରିଛି। ସୁରକ୍ଷା ଦୃଷ୍ଟିକୋଣରୁ କୋଲକାତାରେ ମ୍ୟାଚ୍‌ କରାଯିବା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ପ୍ରସାରଣକାରୀ ସଂସ୍ଥା ଧର୍ମଶାଳାରୁ ଏଠାକୁ ଆସିବାକୁ ବେଶୀ ଖର୍ଚ୍ଚ ହେବ ନାହିଁ। ପୂର୍ବରୁ ମ୍ୟାଚ୍‌ ନେଇ ମୁମ୍ବାଇରେ ପିସିବି-ବିସିସିଆଇ ବୈଠକକୁ ଶିବସେନା ପକ୍ଷରୁ ବିରୋଧ କରିଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଆଇସିସି ଟି-ଟ୍ୱେଣ୍ଟି […]

eden garden

eden garden

Rakesh Mallick
  • Published: Wednesday, 09 March 2016
  • Updated: 09 March 2016, 11:58 AM IST

Sports

Latest News

କୋଲକାତା: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ୧୯ ତାରିଖରେ ଧର୍ମଶାଳାରେ ହେବାକୁ ଥିବା ଭାରତ-ପାକ୍‌ ମ୍ୟାଚ୍‌ କୋଲକାତାର ଇଡେନ୍ ଗାର୍ଡେନ୍‌କୁ ସ୍ଥାନାନ୍ତର ହୋଇଛି। ଏ ନେଇ ଆଇସିସି ଆଜି ଘୋଷଣା କରିଛି।

ସୁରକ୍ଷା ଦୃଷ୍ଟିକୋଣରୁ କୋଲକାତାରେ ମ୍ୟାଚ୍‌ କରାଯିବା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ପ୍ରସାରଣକାରୀ ସଂସ୍ଥା ଧର୍ମଶାଳାରୁ ଏଠାକୁ ଆସିବାକୁ ବେଶୀ ଖର୍ଚ୍ଚ ହେବ ନାହିଁ।

ପୂର୍ବରୁ ମ୍ୟାଚ୍‌ ନେଇ ମୁମ୍ବାଇରେ ପିସିବି-ବିସିସିଆଇ ବୈଠକକୁ ଶିବସେନା ପକ୍ଷରୁ ବିରୋଧ କରିଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଏହି ଗୁରୁତ୍ୱପୁର୍ଣ୍ଣ ମ୍ୟାଚ କୋଲକାତାରେ କରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ।

ଆଇସିସି ପକ୍ଷରୁ ମିଳିଥିବା ସୂଚନା ମୁତାବକ କୋଲକାତରେ ବେଙ୍ଗଲ ବିପକ୍ଷରେ ପାକିସ୍ତାନ ମାର୍ଚ୍ଚ ୧୨ରେ ଏକ ୱାର୍ମ ଅପ୍‌ ମ୍ୟାଚ୍‌ ଖେଳିବାକୁ ଥିବା ବେଳେ ଶ୍ରୀଲଙ୍କା ବିପକ୍ଷରେ ମାର୍ଚ୍ଚ ୧୪ରେ ଆଉ ଗୋଟିଏ ୱାର୍ମଅଫ୍‌ ମ୍ୟାଚ୍‌ ଖେଳିବ। ମାର୍ଚ୍ଚ ୧୬ରେ  ଗ୍ରୁପ ‘ଏ’ର ଏକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ମଧ୍ୟ ଏଠାରେ ଖେଳାଯିବ।

ମ୍ୟାଚ୍‌ ସୂଚୀ ମୁତାବକ ବୁଧବାର ସନ୍ଧ୍ୟାରେ ପାକିସ୍ତାନ ଦଳ କୋଲକାତାରେ ପହଞ୍ଚିବ। ସେଠାରୁ ମାର୍ଚ୍ଚ ୧୭ ତାରିଖରେ ଧର୍ମଶାଳାକୁ ବିମାନରେ ଯିବାକୁ ଥିଲା। ଏବେ ପାକିସ୍ତାନ ଦଳ ଧର୍ମଶାଳା ନ ଯାଇ କୋଲକାତାରେ ମାର୍ଚ୍ଚ ୨୦ ଯାଏଁ ରହିବ।  ପରେ ମାର୍ଚ୍ଚ ୨୨ରେ ଦଳ ମୋହାଲିରେ ନ୍ୟୁଜିଲାଣ୍ଡକୁ ଭେଟିବ। ସେଥିପାଇଁ ଦଳ ସେଠାରୁ ମୋହାଲିକୁ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।

ଗତରାତିରେ ଧର୍ମଶାଳାରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ପାଇଁ ପାକିସ୍ତନରୁ ଆସିଥିବା ଏକ ଦୁଇଜଣିଆ ଟିମ୍‌ ପାକିସ୍ତାନ୍‌କୁ ଫେରି ଯାଇଥିଲେ। ଏହି ଟିମ୍‌ ଧର୍ମଶାଳାରେ ମ୍ୟାଚ୍‌ ବେଳେ ଖେଳାଳିଙ୍କ ସୁରକ୍ଷା ତଦାରଖ କରିବାକୁ ପାଇଁ ଭାରତକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story