ଟ୍ରାକ୍‌ସୁଟ୍‌ ବିକ୍ରି କରୁଛନ୍ତି ପୂର୍ବତନ ହକି କୋଚ୍‌

ନୂଆଦିଲ୍ଲୀ: ଭାରତର ପୂର୍ବତନ ହକି କୋଚ୍‌ ମହମ୍ମଦ ଇମ୍ରାନ୍‌। ନିଜ ହାତରେ ଗଡିଛନ୍ତି ଏକାଧିକ ହକି ଖେଳାଳି। ଦେଶକୁ ଦେଇଛନ୍ତି ୫ ଜଣ ଅନ୍ତର୍ଜାତୀୟ ଓ ୫୦ରୁ ଅଧିକ ଜାତୀୟ ସ୍ତରୀୟ ଖେଳାଳି। ସେମାନେ ଏବେ ବିଶ୍ୱ ହକିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ହେଲେ ସେମାନେ ଯାହା ପାଇଁ ଏହି ସଫଳତା ଓ ପରିଚୟ ପାଇଛନ୍ତି ସେ ଆଜି ଅବହେଳିତ। ରାଜ୍ୟ ଓ କେନ୍ଦ୍ର ସରକାର ସଫଳ କ୍ରୀଡାବିତ ଓ କୋଚ୍‌ଙ୍କୁ ଉପହାର ଓ […]

mahammad-imran

mahammad-imran

Rakesh Mallick
  • Published: Monday, 05 September 2016
  • Updated: 05 September 2016, 06:56 PM IST

Sports

Latest News

mahammad-imranନୂଆଦିଲ୍ଲୀ: ଭାରତର ପୂର୍ବତନ ହକି କୋଚ୍‌ ମହମ୍ମଦ ଇମ୍ରାନ୍‌। ନିଜ ହାତରେ ଗଡିଛନ୍ତି ଏକାଧିକ ହକି ଖେଳାଳି। ଦେଶକୁ ଦେଇଛନ୍ତି ୫ ଜଣ ଅନ୍ତର୍ଜାତୀୟ ଓ ୫୦ରୁ ଅଧିକ ଜାତୀୟ ସ୍ତରୀୟ ଖେଳାଳି। ସେମାନେ ଏବେ ବିଶ୍ୱ ହକିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ହେଲେ ସେମାନେ ଯାହା ପାଇଁ ଏହି ସଫଳତା ଓ ପରିଚୟ ପାଇଛନ୍ତି ସେ ଆଜି ଅବହେଳିତ। ରାଜ୍ୟ ଓ କେନ୍ଦ୍ର ସରକାର ସଫଳ କ୍ରୀଡାବିତ ଓ କୋଚ୍‌ଙ୍କୁ ଉପହାର ଓ ଅର୍ଥରାଶିରେ ଅଜାଡି ଦେଉଛନ୍ତି। ହେଲେ ଏହି ପୂର୍ବତନ କୋଚ୍‌ ପରିବାର ପ୍ରତିପୋଷଣ ପାଇଁ ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଟ୍ରାକ୍‌ସୁଟ ବିକ୍ରି କରୁଛନ୍ତି।

ଦୀର୍ଘଦିନ ଧରି ଭାରତର ଫର୍ଟିଲାଇଜେସନ କର୍ପୋରେସନ ପକ୍ଷରୁ ଖେଳୁଥିବା ଇମ୍ରାନ୍‌ ଏବେ ଅର୍ଥାଭାବରୁ ରାସ୍ତାକଡରେ ଟ୍ରାକ୍‌ସୁଟ୍‌ ଓ ଟି-ସାର୍ଟ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଏହି କର୍ପୋରେସନକୁ ସରକାର ବନ୍ଦ କରିବା ପରେ ତାଙ୍କ ଆର୍ଥିକ ପରିସ୍ଥିତି ଅତି ସଙ୍ଗୀନ ହୋଇପଡିଥିଲା। ଅନ୍ୟ କିଛି ଉପାୟ ନ ପାଇ ପରିବାର ପ୍ରତିପୋଷଣ କରିବାକୁ ସେ ଏହି ବୃତ୍ତିକୁ ଆଦରି ନେଇଥିଲେ ବୋଲି କହିଛନ୍ତି।

ଏହି ପୂର୍ବତନ କୋଚ୍‌ ଜଣକ ରୀତା ପାଣ୍ଡେ, ରଜନୀ ଚୌଧୁରୀ, ସଞ୍ଜୀବ ଓଝା, ପ୍ରତିମା ଚୌଧୁରୀ ଜନାର୍ଦ୍ଦନ ଗପ୍ତା ଓ ସନ୍‌ଭର ଅଲ୍ଲିଙ୍କ ପରି ଅନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ହେଲେ ମାସିକ ମାତ୍ର ୧୦୦୦ ଟଙ୍କା ପେନ୍‌ସନ୍‌ ଦେଇ ସରକାର ତାଙ୍କ କର୍ତ୍ତବ୍ୟ ସାରି ଦେବା ସହ ରାସ୍ତାକଡ଼ରେ ଟ୍ରାକ୍‌ସୁଟ୍‌ ବିକ୍ରି କରିବାକୁ ଛାଡି ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story