ଡୋପ୍‌ ଟେଷ୍ଟରେ ସାରାପୋଭା ବିଫଳ

ଲସ୍‌ ଏଞ୍ଜେଲ୍ସ : ଅଷ୍ଟ୍ରେଲିଆନ୍ ଓପନର ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି ପାଞ୍ଚ ଥର ଗ୍ରାଣ୍ଡସ୍ଲାମ୍‌ ଜିତିଥିବା ଟେନିସ୍‌ ତାରକା ମାରିଆ ସାରାପୋଭା। ଏ ନେଇ ସେ ନିଜେ ଆଜି ଏହି ସୂଚନା ଦେଇଛନ୍ତି। ଏହି ଭୁଲ ପାଇଁ ସେ କେଉଁ ଦଣ୍ଡରେ ଦଣ୍ଡିତ ହେବେ ସେ ଜାଣି ନାହାନ୍ତି ବୋଲି କହିଛନ୍ତି। ବିଶ୍ୱର  ପୂର୍ବତନ ଏକ ନମ୍ବର ଖେଳାଳି ରଷିଆନ୍ ଟେନିସ୍‌ ତାରକା ମାରିଆ କହିଛନ୍ତି ଯେ, ୨୦୧୬ ବର୍ଷ ପାଇଁ ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସୀ […]

maria saropova

maria saropova

Rakesh Mallick
  • Published: Tuesday, 08 March 2016
  • Updated: 08 March 2016, 12:05 PM IST

Sports

Latest News

ଲସ୍‌ ଏଞ୍ଜେଲ୍ସ : ଅଷ୍ଟ୍ରେଲିଆନ୍ ଓପନର ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି ପାଞ୍ଚ ଥର ଗ୍ରାଣ୍ଡସ୍ଲାମ୍‌ ଜିତିଥିବା ଟେନିସ୍‌ ତାରକା ମାରିଆ ସାରାପୋଭା। ଏ ନେଇ ସେ ନିଜେ ଆଜି ଏହି ସୂଚନା ଦେଇଛନ୍ତି। ଏହି ଭୁଲ ପାଇଁ ସେ କେଉଁ ଦଣ୍ଡରେ ଦଣ୍ଡିତ ହେବେ ସେ ଜାଣି ନାହାନ୍ତି ବୋଲି କହିଛନ୍ତି।

ବିଶ୍ୱର  ପୂର୍ବତନ ଏକ ନମ୍ବର ଖେଳାଳି ରଷିଆନ୍ ଟେନିସ୍‌ ତାରକା ମାରିଆ କହିଛନ୍ତି ଯେ, ୨୦୧୬ ବର୍ଷ ପାଇଁ ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସୀ ମେଡିସିନ୍‌ ତାଲିକାରେ କିଛି ପରିବର୍ତ୍ତନ କରିଛି। ୨୦୦୬ରୁ ନେଉଥିବା ଏକ ମେଡିସିନ୍‌କୁ ଚଳିତବର୍ଷ ନିଷେଧ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ତାଙ୍କୁ ଜଣା ନାହିଁ। ତାଙ୍କୁ ଟେଷ୍ଟରେ ମେଲୋଡ୍ରୋମ୍‌ ନାମକ ଦ୍ରବ୍ୟ ମିଳିଥିବା ରିପୋର୍ଟରୁ ଜଣାପଡିଛି। ଏହାକୁ ନେଇ ତାଙ୍କୁ ଅନ୍ତର୍ଜାତୀୟ ଟେନିସ୍‌ ଫେଡେରେସନ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି।

ଏଥିଯୋଗୁଁ ସାରାପୋଭାଙ୍କ ସହ ଚୁକ୍ତି କରି‍ଥିବା ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀ ଚୁକ୍ତି ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ନାଇକେ ପରି କମ୍ପାନୀ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story