୨୦୦୭ ଟି-୨୦ ବିଶ୍ୱକପରେ ଯୁବିଙ୍କ ବ୍ୟାଟ୍ ଯାଞ୍ଚ କରିଥିଲେ ରେଫରୀ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରେ ୬ ବଲରେ ୬ଛକାର ରେକର୍ଡ କଥା ଯଦି ଉଠିବ, ତାହେଲେ ସର୍ବପ୍ରଥମେ ଯୁବରାଜ ସିଂହଙ୍କ ନାଁ ଆଗ ଆସିବ। ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଟି-୨୦ ବିଶ୍ୱକପର ପ୍ରଥମ ସଂସ୍କରଣରେ ଯୁବରାଜ ଇଂଲଣ୍ଡ ବିପକ୍ଷ କ୍ୱାର୍ଟରଫାଇନାଲ୍ ମୁକାବିଲାରେ ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ୬ବଲ ୬ ଛକା ମାରି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। ତେବେ ଯୁବରାଜ ଯେଉଁ ବ୍ୟାଟରେ ୬ଛକା ମାରିଥିଲେ, ସେହି ବ୍ୟାଟକୁ ନେଇ ପ୍ରଶ୍ନ ଉଠିଥିଲା। ଏପରିକି ମ୍ୟାଚ୍ ରେଫରୀ […]

yuvi

yuvi

Ranjit Kumar Jena
  • Published: Sunday, 19 April 2020
  • Updated: 19 April 2020, 05:06 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରେ ୬ ବଲରେ ୬ଛକାର ରେକର୍ଡ କଥା ଯଦି ଉଠିବ, ତାହେଲେ ସର୍ବପ୍ରଥମେ ଯୁବରାଜ ସିଂହଙ୍କ ନାଁ ଆଗ ଆସିବ। ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଟି-୨୦ ବିଶ୍ୱକପର ପ୍ରଥମ ସଂସ୍କରଣରେ ଯୁବରାଜ ଇଂଲଣ୍ଡ ବିପକ୍ଷ କ୍ୱାର୍ଟରଫାଇନାଲ୍ ମୁକାବିଲାରେ ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ୬ବଲ ୬ ଛକା ମାରି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ।

ତେବେ ଯୁବରାଜ ଯେଉଁ ବ୍ୟାଟରେ ୬ଛକା ମାରିଥିଲେ, ସେହି ବ୍ୟାଟକୁ ନେଇ ପ୍ରଶ୍ନ ଉଠିଥିଲା। ଏପରିକି ମ୍ୟାଚ୍ ରେଫରୀ ସେହି ବ୍ୟାଟକୁ ଯାଞ୍ଚ କରିଥିଲେ। ୧୩ ବର୍ଷ ତଳର କଥାକୁ ମନେ ପକାଇ ଯୁବରାଜ କହିଛନ୍ତି, "ସେତେବେଳେ ଅଷ୍ଟ୍ରେଲିଆ କୋଚ୍ ମୋ ପାଖକୁ ଆସିଥିଲେ ଏବଂ ମୋତେ ପଚାରିଥିଲେ ଯେ ମୋ ବ୍ୟାଟ୍ ପଛରେ ଫାଇବର୍ ଲାଗିଛି କି? ଏବଂ କ'ଣ ଏହା ବୈଧ?

ଏପରିକି ଅଷ୍ଟ୍ରେଲିଆର ୱିକେଟକିପର ଆଡାମ ଗିଲଖ୍ରୀଷ୍ଟ ମଧ୍ୟ ମୋତେ ପଚାରିଥିଲେ ଯେ ଏହି ବ୍ୟାଟକୁ କିଏ ପ୍ରସ୍ତୁତ କରିଛି? ଏଥିପାଇଁ ମ୍ୟାଚ୍ ରେଫରୀ ମୋ ବ୍ୟାଟର ଯାଞ୍ଚ କରିଥିଲେ। କିନ୍ତୁ ସତ କହିବାକୁ ଗଲେ, ସେହି ବ୍ୟାଟ୍ ମୋ ପାଇଁ ବହୁତ ଖାସ୍ ଥିଲା। ମୁଁ ଏହା ପୂର୍ବରୁ ସେହି ବ୍ୟାଟରେ କେବେବି ଖେଳିନଥିଲି। ସେହି ବ୍ୟାଟ୍ ଏବଂ ୨୦୧୧ ବିଶ୍ୱକପ୍ ବ୍ୟାଟ୍ ମୋ ପାଇଁ ବହୁତ ସ୍ୱତନ୍ତ୍ର ଥିଲା।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story