ଚଳିତ ଆଇପିଏଲ୍‌ରେ ମ୍ୟାଚ୍‌ ଫିକ୍ସିଂ: ପୋଲିସ ଜାଲରେ ଅନେକ କ୍ରିକେଟର୍‌

କାନପୁର: କ୍ରିକେଟ୍‌ରେ ପୁଣି କଳଙ୍କ। କିଛି ଦିନ ଅନ୍ତରାଳ ପରେ ପୁଣି ଏହି ବଦନାମ ପରମ୍ପରା ଆଇପିଏଲରେ ଦେଖିବାକୁ ମିଳିଛି। ଚଳିତ ଆଇପିଏଲରେ ମ୍ୟାଚ୍‌ ଫିକ୍ସିଂ ହୋଇଥିବା ଅଭିଯୋଗ ଆସିବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି। ମ୍ୟାଚ୍‌ ଫିକ୍ସିଂ ପୁଣି ଥରେ ଭାରତୀୟ କ୍ରିକେଟକୁ ଲଜ୍ଜିତ କରିଛି। ମହାରାଷ୍ଟ୍ରର ଅଣ୍ଡର-19 ଖେଳାଳି ନୟନ ଶାହାଙ୍କ ନାଁରେ ମ୍ୟାଚ୍‌ ଫିକ୍ସିଂ ଭଳି ଅଭିଯୋଗ ଆସିବା ପରେ ପୋଲିସ ତାଙ୍କୁ ଗିରଫ କରି ଏକ ବଡ ଧରଣର […]

iplipl_1494580434_749x421

iplipl_1494580434_749x421

Rakesh Mallick
  • Published: Friday, 12 May 2017
  • Updated: 12 May 2017, 05:19 PM IST

Sports

Latest News

କାନପୁର: କ୍ରିକେଟ୍‌ରେ ପୁଣି କଳଙ୍କ। କିଛି ଦିନ ଅନ୍ତରାଳ ପରେ ପୁଣି ଏହି ବଦନାମ ପରମ୍ପରା ଆଇପିଏଲରେ ଦେଖିବାକୁ ମିଳିଛି। ଚଳିତ ଆଇପିଏଲରେ ମ୍ୟାଚ୍‌ ଫିକ୍ସିଂ ହୋଇଥିବା ଅଭିଯୋଗ ଆସିବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।

ମ୍ୟାଚ୍‌ ଫିକ୍ସିଂ ପୁଣି ଥରେ ଭାରତୀୟ କ୍ରିକେଟକୁ ଲଜ୍ଜିତ କରିଛି। ମହାରାଷ୍ଟ୍ରର ଅଣ୍ଡର-19 ଖେଳାଳି ନୟନ ଶାହାଙ୍କ ନାଁରେ ମ୍ୟାଚ୍‌ ଫିକ୍ସିଂ ଭଳି ଅଭିଯୋଗ ଆସିବା ପରେ ପୋଲିସ ତାଙ୍କୁ ଗିରଫ କରି ଏକ ବଡ ଧରଣର ଖୋଲାସା କରିଛି। ନୟନ ଶାହା ପୋଲିସକୁ କହିଛି ଯେ ସବୁ ମ୍ୟାଚ୍‌ ପାଇଁ ସେ ସଟ୍ଟାବାଜଙ୍କ ଠାରୁ କଣ୍ଟ୍ରାକ୍ଟ ନେଇଥିଲା। ଏହାସହ କାନପୁର ପିଚ୍‌ର ତଥ୍ୟ ଦେବାପାଇଁ ସେ ସଟ୍ଟାବଜଙ୍କ ଠାରୁ ୧.୫ଲକ୍ଷ ଟଙ୍କା ନେଇଥିଲେ। ସେ ଏହା ମଧ୍ୟ କହିଛନ୍ତି କାନପୁର ଗ୍ରୀନପାର୍କ ଷ୍ଟାଡିୟମର ଷ୍ଟାଫ୍‌ ରମେଶ କୁମାର ତାଙ୍କୁ ଏହି କାମରେ ସାହାଯ୍ୟ କରୁଥିଲେ।। ନୟନଙ୍କ ନିର୍ଦ୍ଦେଶ ଅନୁସାରେ ପିଚ୍‌କୁ ତିଆରି କରାଯାଉଥିବା ଜଣାପଡିଛି।

ଏହି ନିକଟରେ କାନପୁର ମ୍ୟାଚ୍‌ ପରେ ପୋଲିସ ଦୁଇଜଣ ବୁକିଙ୍କୁ ଗିରଫ କରିବା ପରେ ମ୍ୟାଚ୍‌ ଫିକ୍ସିଂ ବିଷୟରେ ଜାଣିବାକୁ ପାଇଥିଲା। ଗିରଫ ହୋଇଥିବା ନୟନ ଶାହାଙ୍କ ମୋବାଇଲରୁ ୧୨ଜଣ ବୁକିଙ୍କ ନାଁ ଏବଂ ନମ୍ବର ମିଳିଛି। ଏହାସହ ନୟନଙ୍କ ମୋବାଇଲରୁ ଦୁଇଜଣ ଆଇପିଏଲ ଖେଳାଳିଙ୍କ ନାଁ ମିଳିଥିବା ପୋଲିସ କହିଛି।

News Picture Courtesy - aajtak

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story