ବଦଳିବ କ୍ରିକେଟରେ ଓଭର୍ ଥ୍ରୋ ନିୟମ

ଦୁବାଇ: ୨୦୧୯ ବିଶ୍ୱକପ୍‌ କ୍ରିକେଟ ଫାଇନାଲରେ ଗୋଟିଏ ଓଭର୍ ଥ୍ରୋ ପୂରା ଖେଳକୁ ବିଗାଡ଼ି ଦେଇଥିଲା। ଏଣୁ ଏବେ କ୍ରିକେଟରେ ବିଭିନ୍ନ ନିୟମ ପ୍ରଣୟନ କରୁଥିବା ଏମ୍‌ସିସି ଓଭର ଥ୍ରୋ ନିୟମର ସମୀକ୍ଷା କରିବ ବୋଲି ଜଣାପଡ଼ିଛି। ‘ଦି ଟାଇମ୍ସ’ରେ ପ୍ରକାଶିତ ଖବର ଅନୁଯାୟୀ, ୨୦୧୯ ବିଶ୍ୱକପ୍‌ ଫାଇନାଲ୍‌ରେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗପ୍ଟିଲ ଫୋପାଡ଼ିଥିବା ବଲ୍‌ ଇଂଲଣ୍ଡର ବ୍ୟାଟସ୍‌ମ୍ୟାନ୍‌ ବେନ୍‌ ଷ୍ଟୋକ୍ସଙ୍କ ବ୍ୟାଟ୍‌ରେ ମାଡ଼ ହୋଇ ୪ ରନ୍‌ ହୋଇଥିଲା। ଏଥିପାଇଁ ଅମ୍ପାୟାର ଇଂଲଣ୍ଡର ସ୍କୋର ବୋର୍ଡରେ […]

rta

rta

Hemant Lenka
  • Published: Saturday, 20 July 2019
  • Updated: 20 July 2019, 05:49 PM IST

Sports

Latest News

ଦୁବାଇ: ୨୦୧୯ ବିଶ୍ୱକପ୍‌ କ୍ରିକେଟ ଫାଇନାଲରେ ଗୋଟିଏ ଓଭର୍ ଥ୍ରୋ ପୂରା ଖେଳକୁ ବିଗାଡ଼ି ଦେଇଥିଲା। ଏଣୁ ଏବେ କ୍ରିକେଟରେ ବିଭିନ୍ନ ନିୟମ ପ୍ରଣୟନ କରୁଥିବା ଏମ୍‌ସିସି ଓଭର ଥ୍ରୋ ନିୟମର ସମୀକ୍ଷା କରିବ ବୋଲି ଜଣାପଡ଼ିଛି।

‘ଦି ଟାଇମ୍ସ’ରେ ପ୍ରକାଶିତ ଖବର ଅନୁଯାୟୀ, ୨୦୧୯ ବିଶ୍ୱକପ୍‌ ଫାଇନାଲ୍‌ରେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗପ୍ଟିଲ ଫୋପାଡ଼ିଥିବା ବଲ୍‌ ଇଂଲଣ୍ଡର ବ୍ୟାଟସ୍‌ମ୍ୟାନ୍‌ ବେନ୍‌ ଷ୍ଟୋକ୍ସଙ୍କ ବ୍ୟାଟ୍‌ରେ ମାଡ଼ ହୋଇ ୪ ରନ୍‌ ହୋଇଥିଲା। ଏଥିପାଇଁ ଅମ୍ପାୟାର ଇଂଲଣ୍ଡର ସ୍କୋର ବୋର୍ଡରେ ୬ ରନ୍‌ ଯୋଡ଼ିଥିଲେ। କିନ୍ତୁ ନିୟମ ଅନୁଯାୟୀ, ଏହା ୫ ରନ୍‌ ହେବାର ଥିଲା।

ଏଥିସହ ଷ୍ଟୋକ୍ସଙ୍କ ବଦଳରେ ଆଦିଲ ରଶିଦ ଷ୍ଟ୍ରାଇକ୍‌ରେ ରହି ଥାଆନ୍ତେ। ହେଲେ ଅମ୍ପାୟାର କୁମାର ଧର୍ମସେନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଇଂଲଣ୍ଡକୁ ୬ ରନ୍‌ ଓ ବେନ୍‌ ଷ୍ଟୋକ୍ସଙ୍କୁ ଷ୍ଟ୍ରାଇକ୍‌ କରିବାକୁ ସୁଯୋଗ ଦେଇଥିଲେ।

ଏହାକୁ ନେଇ ବିବାଦ ହେବା ପରେ ଏମସିସି ଏହାକୁ ଗୁରୁତ୍ୱର ସହ ନେଇଛି। ତେଣୁ ଏଭଳି ଏକ ନିୟମରେ ପରିବର୍ତ୍ତନ କରାଯିବାର ସମୟ ଆସିଛି ବୋଲି ଏମସିସି ହୃଦବୋଧ କରିଛି। ଖୁବ୍‌ଶୀଘ୍ର ଏମସିସି ଏହି ନିୟମରେ ପରିବର୍ତ୍ତନ ଆଣିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story