ପରଲୋକରେ ଧୋନିଙ୍କ କ୍ରିକେଟ୍‌ ଗୁରୁ

ରାଞ୍ଚି: ଝାଡ଼ଖଣ୍ଡ କ୍ରିକେଟ୍ ଆସୋସିଏସନ୍ (ଜେଏସସିଏ)ର ପୂର୍ବତନ ଉପାଧ୍ୟକ୍ଷ ଦେବଲ ସହାୟଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ଗତ ତିନିମାସ ଧରି ଦେବଲ ଅସୁସ୍ଥ ଥିଲେ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ରାଞ୍ଚି କ୍ରିକେଟର ଭୀଷ୍ମ ପିତା କୁହାଯାଉଥିବା ଦେବଲ ସହାୟ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କର ମେଣ୍ଟର ଥିଲେ। ଜବରଦସ୍ତ କ୍ରିକେଟ୍ ଓ […]

ms

ms

Ranjit Kumar Jena
  • Published: Tuesday, 24 November 2020
  • Updated: 24 November 2020, 04:04 PM IST

Sports

Latest News

ରାଞ୍ଚି: ଝାଡ଼ଖଣ୍ଡ କ୍ରିକେଟ୍ ଆସୋସିଏସନ୍ (ଜେଏସସିଏ)ର ପୂର୍ବତନ ଉପାଧ୍ୟକ୍ଷ ଦେବଲ ସହାୟଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ଗତ ତିନିମାସ ଧରି ଦେବଲ ଅସୁସ୍ଥ ଥିଲେ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ରାଞ୍ଚି କ୍ରିକେଟର ଭୀଷ୍ମ ପିତା କୁହାଯାଉଥିବା ଦେବଲ ସହାୟ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କର ମେଣ୍ଟର ଥିଲେ।

ଜବରଦସ୍ତ କ୍ରିକେଟ୍ ଓ ଫୁଟବଲ ଖେଳାଳି ରହିଆସିଥିବା ଦେବଲ୍ ସେଣ୍ଟ୍ରାଲ୍ କୋଲଫିଲ୍ଡସ ଲିମିଟେଡ୍ (ସିସିଏଲ)ର ପର୍ସୋନେଲ୍ ଡାଇରେକ୍ଟର ପଦବୀରୁ ଅବସର ନେବା ପରେ ସେ ୨୦୦୬ରୁ ନିଜକୁ କ୍ରୀଡ଼ା ପ୍ରଶାସନରୁ ଅଲଗା କରିଦେଇଥିଲେ। ତାଙ୍କ ପରଲୋକରେ ଜେଏସସିଏ ସମେତ ବିଭିନ୍ନ ସଂଗଠନ ଶୋକ ପ୍ରକାଶ କରିଛି।

ତାଙ୍କ ମାର୍ଗଦର୍ଶନରେ ଅନେକ କ୍ରିକେଟର ରାଜ୍ୟ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି। ଯେପରି ମହେନ୍ଦ୍ର ସିଂ ଧୋନି, ପ୍ରଦୀପ ଖାନ୍ନା, ଆଦିଲ୍ ହୁସେନ୍, ଅନୱର ମୁସ୍ତାଫା, ଧନଞ୍ଜୟ ସିଂହ, ସୁବ୍ରତ ଦା' ଆଦି ସାମିଲ୍ ଅଛନ୍ତି। ଦେବଲ୍ ହିଁ ସେହି ବ୍ୟକ୍ତି, ଯିଏ ଧୋନିଙ୍କୁ ରେଲୱେ ପକ୍ଷରୁ ସିସିଏଲରେ ଖେଳାଇବାକୁ ସୁଯୋଗ ଦେଇଥିଲେ।

ଧୋନିଙ୍କ ବାୟୋପିକ୍ 'ଏମଏସ୍ ଧୋନି: ଦି ଅନଟୋଲ୍ଡ ଷ୍ଟୋରୀ'ରେ ମଧ୍ୟ ଦେବଲ୍ ସହାୟଙ୍କ କଥା ଦର୍ଶାଯାଇଥିଲା। ଧୋନିଙ୍କୁ କ୍ରିକେଟ୍ ଜଗତର ଶିଖରରେ ପହଞ୍ଚାଇବାରେ ଦେବଲଙ୍କ ପ୍ରମୁଖ ଯୋଗଦାନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story