ଗୋଡରେ ଆଘାତ କାରଣରୁ ୟୁଏସ୍ ଓପନ୍ରୁ ବାଦ୍ ପଡିଲେ ସଙ୍କେତ ମାଇନେନୀ

ନ୍ୟୁ ୟର୍କ: ଗୋଡରେ ଆହତ କାରଣରୁ ୟୁଏସ୍ ଓପନ୍ରୁ ଆଜି ବାଦ୍ ପଡିଛନ୍ତି ଭାରତୀୟ ଟେନିସ୍ ତାରକା ସଙ୍କେତ ମାଇନେନୀ। ପ୍ରଥମ ରାଉଣ୍ଡରେ ଚେକ୍ ଗଣରାଜ୍ୟର ଜିରି ଭେସେଲେଙ୍କ ଉପରେ ଭାରି ପଡିଥିଲେ ମଧ୍ୟ ଶେଷ ପର୍ଯ୍ୟାୟରେ ହାରି ଯାଇଥିଲା ମାଇନେନୀ।
ଆହୁରି ପଢ଼ନ୍ତୁ
ସେ ଜିରି ଭେସେଲେଙ୍କଠାରୁ ୬-୭(୫), ୬-୪,୬-୨,୨-୬,୫-୭ରେ ପରାଜିତ ହୋଇ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି।