ଜାତୀୟ ସବଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ପାଇଁ ଖେଳାଳି ଚୟନ ପ୍ରକ୍ରିୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍ତର ପ୍ରଦେଶର ଗୋରଖପୁରଠାରେ ଡିସେମ୍ବର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ୨୪ତମ ୧୬ ବର୍ଷରୁ କମ୍ ଜାତୀୟ ସବଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏଥିପାଇଁ ସ୍ଥାନୀୟ ଏଲସିସି ଟେନିସ୍ ବଲ୍ କ୍ରିକେଟ୍ ଗ୍ରାଉଣ୍ଡରେ ରବିବାର ୧୬ ବର୍ଷରୁ କମ୍ ଖେଳାଳି ଚୟନ ପ୍ରକ୍ରିୟା ଆୟୋଜିତ ହୋଇଛି। ଏହି ଚୟନ ପ୍ରକ୍ରିୟାରେ ମୁଖ୍ୟ ଚୟନକର୍ତ୍ତା ଭାବେ ଓଡ଼ିଶା ଟେନିସ୍ ବଲ୍ ସଂଘର ସହସମ୍ପାଦକ ସୋମନାଥ ପରିଡା, ସମ୍ପାଦକ ସିଥିଲ ପଣ୍ଡା, […]

u-16

u-16

Ranjit Kumar Jena
  • Published: Sunday, 17 November 2019
  • Updated: 17 November 2019, 07:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍ତର ପ୍ରଦେଶର ଗୋରଖପୁରଠାରେ ଡିସେମ୍ବର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ୨୪ତମ ୧୬ ବର୍ଷରୁ କମ୍ ଜାତୀୟ ସବଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏଥିପାଇଁ ସ୍ଥାନୀୟ ଏଲସିସି ଟେନିସ୍ ବଲ୍ କ୍ରିକେଟ୍ ଗ୍ରାଉଣ୍ଡରେ ରବିବାର ୧୬ ବର୍ଷରୁ କମ୍ ଖେଳାଳି ଚୟନ ପ୍ରକ୍ରିୟା ଆୟୋଜିତ ହୋଇଛି।

ଏହି ଚୟନ ପ୍ରକ୍ରିୟାରେ ମୁଖ୍ୟ ଚୟନକର୍ତ୍ତା ଭାବେ ଓଡ଼ିଶା ଟେନିସ୍ ବଲ୍ ସଂଘର ସହସମ୍ପାଦକ ସୋମନାଥ ପରିଡା, ସମ୍ପାଦକ ସିଥିଲ ପଣ୍ଡା, ଭୁବନେଶ୍ୱର ଟେନିସ୍ ବଲ୍ କ୍ରିକେଟ ସଂଘର ସମ୍ପାଦକ ପଙ୍କଜ ଦାସ ଏବଂ ସିନିୟର ଦଳର ଖେଳାଳି ପ୍ରକାଶ କୁମାର ସାହୁ ଉପସ୍ଥିତ ଥିଲେ।

ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ସଂଘର ସଭାପତି ସୂରଜ ମିଶ୍ର ଅଂଶଗ୍ରହଣକାରୀ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସୂଚନାଯୋଗ୍ୟ, ଭଦ୍ରକ, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ ଖେଳାଳି ଚୟନ ପ୍ରକ୍ରିୟା ଶେଷ ହୋଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story