ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍ରେ ନିରାଶ କଲେ ଓଡ଼ିଆ ଖେଳାଳି ଦୂତୀ ଚାନ୍ଦ। ମହିଳା ୧୦୦ ମିଟର ହିଟ୍ସରେ ସେ ହାରି ଯାଇଛନ୍ତି। ଦୂତୀ ୧୧.୬୯ ସେକେଣ୍ଡରେ ୧୦୦ ମିଟର ଦୌଡ଼ି ସପ୍ତମ ସ୍ଥାନରେ ରହିଛନ୍ତି। ପୂର୍ବରୁ ତାଙ୍କର ବେଷ୍ଟ ଟାଇମିଂ ୧୧.୨୪ ସେକେଣ୍ଡ ଥିଲା। ହାରିବା ପରେ ଦୂତୀଙ୍କ ରିଓ ଅଭିଯାନ ଶେଷ ହୋଇଛି।
ଅଲିମ୍ପିକ୍ କ୍ୱାଲିଫାଇଂ ବେଳେ ନିଜର ବେଷ୍ଟ ଟାଇମିଂଠାରୁ ଖରାପ ପ୍ରଦର୍ଶନ କରିଛନ୍ତି ଦୂତୀ।
ଅଲିମ୍ପିକ୍ରେ ନିରାଶ ହେବା ପରେ ଦୂତୀ କହିଛନ୍ତି,“ପ୍ରଥମ ଥର ପାଇଁ ଅଲିମ୍ପିକ୍ରେ ଭାଗ ନେଇଥିବାରୁ ଟାଇମିଂ ଭଲ ରହି ନ ଥିଲା। ଏଠାରେ ସକାଳେ ବର୍ଷା ପାଗ ରହିଥିବାରୁ ଶରୀର ମାନ୍ଦା ହୋଇଯାଇଥିଲା। ୩୬ ଘଣ୍ଟାର ଟ୍ରାଭେଲ୍ ମଧ୍ୟ ପ୍ରଦର୍ଶନରେ ପ୍ରଭାବ ପକାଇଛି। ପରବର୍ତ୍ତୀ ଅଲିମ୍ପିକ୍ ପାଇଁ ଆହୁରି ଭଲ ଉଦ୍ୟମ କରିବି। ବଡ଼ ଆଥ୍ଲେଟ୍ଙ୍କ ସହ ଦୌଡ଼ି କିଛି ନୂଆ ଅଭିଜ୍ଞତା ପାଇଛି। ଓଡ଼ିଶାବାସୀଙ୍କ ଶୁଭେଚ୍ଛା ପାଇଁ ମୁଁ’ ଧନ୍ୟବାଦ ଜଣାଉଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଦେଶର ଜିଡିପି ଅଭିବୃଦ୍ଧି ହାର ଦୁଇ ବର୍ଷରେ ସର୍ବନିମ୍ନ
ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ଖସିଛି। ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଅର୍ଥନୀତି କ୍ଷେତ୍ରରେ ଘଟିଛି ଅବନତୀ।
Crime
ପ୍ରେମିକାକୁ ହତ୍ୟା କରି ମୃତଦେହ ସହ ଦୁଇଦିନ ବିତାଇଲା ଅଭିଯୁକ୍ତ
ସୋଶାଲ ମିଡିଆରେ ମିଶିବା ପରେ ବଢ଼ିଥିଲା ପ୍ରେମ ସମ୍ପର୍କ। ରାଜ୍ୟ ବାହାରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୁଲିସ।
Politics
ଶେଷ ଘଣ୍ଟାରେ ପଡ଼ିଛି ୭୬ ଲକ୍ଷ ଭୋଟ! ମହାରାଷ୍ଟ୍ର ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା କଂଗ୍ରେସ
ମହାରାଷ୍ଟ୍ରରେ ଭୋଟ ଗ୍ରହଣ ଏବଂ ଗଣନା ପ୍ରକ୍ରିୟାରେ ଗୁରୁତର ଅନିୟମିତତା ହୋଇଥିବା ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲା କଂଗ୍ରେସ। ମାତ୍ର ୫ ମାସ ମଧ୍ୟରେ ମହାରାଷ୍ଟ୍ର ଭୋଟର ତାଲିକାରେ ପ୍ରାୟ ୪୭ ଲକ୍ଷ ନୂଆ ଭୋଟରଙ୍କୁ ଯୋଡ଼ା ଯାଇଥିବା ଅଭିଯୋଗ।
Science & Environment
ଘରେ ଲାଗିଛି ୧୫ ହଜାର ଗଛ, ଦିଲ୍ଲୀରେ ଥାଇ ବି ପ୍ରଦୂଷଣମୁକ୍ତ
ରକ୍ତ କର୍କଟରେ ଆକ୍ରାନ୍ତ ହେବା ପରେ ଦିଲ୍ଲୀ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର।
Accident
ଓଲଟି ପଡ଼ିଲା ବସ୍; ୧୦ ଯାତ୍ରୀ ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ
ଏକ ସରକାରୀ ବସ୍ ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା।