ଯୋଗେଶ୍ୱରଙ୍କୁ ଅଲିମ୍ପିକ୍ ଟିକେଟ୍

ଅସ୍‌ତାନା (କାଜାଖସ୍ତାନ): ଚଳିତ ବର୍ଷ ରିଓ ଅଲିମ୍ପିକ୍‌ରେ ଭାଗ ନେବାକୁ ସ୍ଥାନ ପକ୍କା କରିଛନ୍ତି ଭାରତର ଷ୍ଟାର୍ କୁସ୍ତିଯୋଦ୍ଧା ଯୋଗେଶ୍ୱର ଦତ୍ତ। ଅସ୍‌ତାନାରେ ଚାଲିଥିବା ଏସିଆନ୍ ଅଲିମ୍ପିକ୍ କ୍ୱାଲିଫିକେସନ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ୬୫ କେଜି ଫ୍ରିଷ୍ଟାଇଲ୍ ଇଭେଣ୍ଟର ଫାଇନାଲରେ ପହଞ୍ଚିବା ସହିତ ସେ ଅଲିମ୍ପିକ୍ ପାଇଁ ଟିକେଟ୍ ପାଇଯାଇଥିଲେ। ସେ ଫାଇନାଲ୍‌ରେ ଜିତି ସ୍ୱର୍ଣ୍ଣ ପଦକ ମଧ୍ୟ ହାତେଇଛନ୍ତି। ନରସିଂହ ଯାଦବଙ୍କ ପରେ ଦ୍ୱିତୀୟ ଭାରତୀୟ କୁସ୍ତିଯୋଦ୍ଧା ଭାବେ ଯୋଗେଶ୍ୱର ଅଲିମ୍ପିକ୍ ଖେଳିବା ସୁନିଶ୍ଚିତ କରିଛନ୍ତି। ସୂଚନାଯୋଗ୍ୟ, […]

yogesh

yogesh

Rakesh Mallick
  • Published: Saturday, 19 March 2016
  • Updated: 19 March 2016, 05:17 PM IST

Sports

Latest News

yogeshଅସ୍‌ତାନା (କାଜାଖସ୍ତାନ): ଚଳିତ ବର୍ଷ ରିଓ ଅଲିମ୍ପିକ୍‌ରେ ଭାଗ ନେବାକୁ ସ୍ଥାନ ପକ୍କା କରିଛନ୍ତି ଭାରତର ଷ୍ଟାର୍ କୁସ୍ତିଯୋଦ୍ଧା ଯୋଗେଶ୍ୱର ଦତ୍ତ। ଅସ୍‌ତାନାରେ ଚାଲିଥିବା ଏସିଆନ୍ ଅଲିମ୍ପିକ୍ କ୍ୱାଲିଫିକେସନ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ୬୫ କେଜି ଫ୍ରିଷ୍ଟାଇଲ୍ ଇଭେଣ୍ଟର ଫାଇନାଲରେ ପହଞ୍ଚିବା ସହିତ ସେ ଅଲିମ୍ପିକ୍ ପାଇଁ ଟିକେଟ୍ ପାଇଯାଇଥିଲେ। ସେ ଫାଇନାଲ୍‌ରେ ଜିତି ସ୍ୱର୍ଣ୍ଣ ପଦକ ମଧ୍ୟ ହାତେଇଛନ୍ତି।

ନରସିଂହ ଯାଦବଙ୍କ ପରେ ଦ୍ୱିତୀୟ ଭାରତୀୟ କୁସ୍ତିଯୋଦ୍ଧା ଭାବେ ଯୋଗେଶ୍ୱର ଅଲିମ୍ପିକ୍ ଖେଳିବା ସୁନିଶ୍ଚିତ କରିଛନ୍ତି।

ସୂଚନାଯୋଗ୍ୟ, ଲଣ୍ଡନ ଅଲିମ୍ପିକ୍‌ରେ ବ୍ରୋଞ୍ଜ ପଦକ ଜିତି ଥିଲେ ଯୋଗେଶ୍ୱର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos