ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଭାରତ-ପାକ୍‌ ମ୍ୟାଚ୍‌ ପାଇଁ ଅନଲାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ

ମୁମ୍ବାଇ:କୋଲକାତାର ଇଡେନ୍‌ ଗାର୍ଡେନରେ ଆସନ୍ତା ଶନିବାର ଦିନ ଭାରତ ଓ ତା’ର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ମଧ୍ୟରେ ଆଇସିସି ଟି-୨୦ ବିଶ୍ୱକପ୍‌ର ହେବିୱେଟ୍‌ ମ୍ୟାଚ୍‌ ହେବ। ସେଥିପାଇଁ ଆଜିଠାରୁ ଲେଟେରୀ ମାଧ୍ୟମରେ ଅନଲାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ଆଜି ଦିନ ୧୨ଟାରୁ ଆସନ୍ତା ୪୮ ଘଣ୍ଟା ପାଇଁ ୱେବ୍‌ ସାଇଟରେ ଉପଲବ୍ଧ ହୋଇଛି ଅନଲାଇନ୍ ଟିକେଟ୍ ବିକ୍ରି ସୁବିଧା। ୱେବ୍‌ ସାଇଟ୍‌ରେ ଅନଲାଇନ୍‌ରେ ଭାରତ-ପାକ୍‌ କ୍ରିକେଟ୍‌ ଫ୍ୟାନ୍‌ ପଞ୍ଜୀକୃତ କରିବା ପରେ ଏକ ପଦ୍ଧତିରେ ଲଟେରୀ […]

ind-pak

ind-pak

Rakesh Mallick
  • Published: Saturday, 12 March 2016
  • Updated: 12 March 2016, 12:44 PM IST

Sports

Latest News

ମୁମ୍ବାଇ:କୋଲକାତାର ଇଡେନ୍‌ ଗାର୍ଡେନରେ ଆସନ୍ତା ଶନିବାର ଦିନ ଭାରତ ଓ ତା’ର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ମଧ୍ୟରେ ଆଇସିସି ଟି-୨୦ ବିଶ୍ୱକପ୍‌ର ହେବିୱେଟ୍‌ ମ୍ୟାଚ୍‌ ହେବ। ସେଥିପାଇଁ ଆଜିଠାରୁ ଲେଟେରୀ ମାଧ୍ୟମରେ ଅନଲାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ଆଜି ଦିନ ୧୨ଟାରୁ ଆସନ୍ତା ୪୮ ଘଣ୍ଟା ପାଇଁ ୱେବ୍‌ ସାଇଟରେ ଉପଲବ୍ଧ ହୋଇଛି ଅନଲାଇନ୍ ଟିକେଟ୍ ବିକ୍ରି ସୁବିଧା। ୱେବ୍‌ ସାଇଟ୍‌ରେ ଅନଲାଇନ୍‌ରେ ଭାରତ-ପାକ୍‌ କ୍ରିକେଟ୍‌ ଫ୍ୟାନ୍‌ ପଞ୍ଜୀକୃତ କରିବା ପରେ ଏକ ପଦ୍ଧତିରେ ଲଟେରୀ କରାଯିବ। ଲଟେରୀ ଜିତିଥିବା ବ୍ୟକ୍ତିଙ୍କୁ ମ୍ୟାଚ୍‌ ଦେଖିବାର ସୁବିଧା ମିଳିପାରିବ ବୋଲି ଶନିବାର ସୂଚନା ଦେଇଛି ବିସିସିଆଇ।

କ୍ରିକେଟ ପ୍ରେମୀମାନେ ଏହି ଲିଙ୍କରେ https://in.bookmyshow.com/sports/cricket/icc-worldt20-2016] ଅନ୍‌ଲାଇନ୍ ଟିକେଟ୍‌ ପାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story