ସ୍ୱସ୍ତିଙ୍କୁ ସମ୍ବର୍ଦ୍ଧନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଷ୍ଟାର୍ ସାଇକ୍ଲିଷ୍ଟ ସ୍ୱସ୍ତି ସିଂଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ସ୍ୱସ୍ତିଙ୍କୁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ଚେକ୍ ପ୍ରଦାନ କରିଛନ୍ତି। ଏହି ଅବସରରେ ସ୍ୱସ୍ତିଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱସ୍ତିଙ୍କ ସଫଳତାର ଯୁବବର୍ଗ ଓ ଦେଶର ବହୁ ସାଇକ୍ଲିଷ୍ଟଙ୍କୁ ପ୍ରେରିତ କରିବ। ବିଶେଷ କରି ମହିଳାମାନଙ୍କୁ ସ୍ୱସ୍ତିଙ୍କ ସଫଳତା ଅଧିକ ପ୍ରେରଣା ଯୋଗାଇବ। ଆମେ ସମସ୍ତେ ସ୍ୱସ୍ତିଙ୍କ ସଫଳତା ପାଇଁ ଗର୍ବିତ। ଆଗାମୀ […]

swasti-singh-and-CM-Naveen-

swasti-singh-and-CM-Naveen-

Ranjit Kumar Jena
  • Published: Wednesday, 07 April 2021
  • Updated: 08 April 2021, 03:19 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଷ୍ଟାର୍ ସାଇକ୍ଲିଷ୍ଟ ସ୍ୱସ୍ତି ସିଂଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ସ୍ୱସ୍ତିଙ୍କୁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ଚେକ୍ ପ୍ରଦାନ କରିଛନ୍ତି। ଏହି ଅବସରରେ ସ୍ୱସ୍ତିଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱସ୍ତିଙ୍କ ସଫଳତାର ଯୁବବର୍ଗ ଓ ଦେଶର ବହୁ ସାଇକ୍ଲିଷ୍ଟଙ୍କୁ ପ୍ରେରିତ କରିବ। ବିଶେଷ କରି ମହିଳାମାନଙ୍କୁ ସ୍ୱସ୍ତିଙ୍କ ସଫଳତା ଅଧିକ ପ୍ରେରଣା ଯୋଗାଇବ। ଆମେ ସମସ୍ତେ ସ୍ୱସ୍ତିଙ୍କ ସଫଳତା ପାଇଁ ଗର୍ବିତ। ଆଗାମୀ ଦିନରେ ସେ ଦୁନିଆର ସାଇକ୍ଲିଂ ସୁପରଷ୍ଟାର୍ ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏଭଳି ପ୍ରୋତ୍ସାହନ ପାଇ ସ୍ୱସ୍ତି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବର୍ତ୍ତମାନ ନୂଆଦିଲ୍ଲୀର ଜାତୀୟ ସାଇକ୍ଲିଂ ଏକାଡେମୀରେ ଟ୍ରେନିଂ ନେଉଥିବା ସ୍ୱସ୍ତି ରାଜ୍ୟ ତଥା ଦେଶର ଉଦୀୟମାନ ସାଇକ୍ଲିଷ୍ଟ। ଗତବର୍ଷ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ସେ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତି ରାଜ୍ୟକୁ ଗୌରବାନ୍ୱିତ କରିଥିଲେ। ନିକଟରେ ନଭି ମୁମ୍ବାଇରେ ଆୟୋଜିତ ୨୫ତମ ଜାତୀୟ ରୋଡ୍ ସାଇକ୍ଲିଂ ଚାମ୍ପିୟନଶିପରେ ସ୍ୱସ୍ତି ଡବଲ୍ ଉପଲବ୍ଧି ଅର୍ଜନ କରିଥିଲେ।

ସ୍ୱସ୍ତି ଚାମ୍ପିୟନଶିପର ୩ହଜାର ମିଟର୍ ଇଣ୍ଡିଭିଜୁଆଲ ପର୍ସୁଟ୍ ବର୍ଗରେ ୪:୦୫.୫୪୭ ସେକେଣ୍ଡ ସମୟରେ ନୂଆ ଜାତୀୟ ରେକର୍ଡ ସ୍ଥାପନ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାସହ ସେ ୬୦ କିମି ରୋଡ୍ ମାସ ଷ୍ଟାର୍ଟ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ହାଇଦ୍ରାବାଦର ଓସମାନିଆ ୟୁନିଭର୍ସିଟିରେ ଆୟୋଜିତ ୭୨ତମ ଜାତୀୟ ଟ୍ରାକ୍ ସାଇକ୍ଲିଂ ଚାମ୍ପିୟନଶିପରେ ସ୍ୱସ୍ତି ୧୦ କିମି ସ୍କ୍ରାଚ୍ ରେସ୍ ଓ ୨୦ କିମି ପଏଣ୍ଟ ରେସରେ ରୌପ୍ୟ ପଦକ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story