ପୀୟୂଷଙ୍କ ପରେ ଆରପି ସିଂହଙ୍କ ବାପା କରୋନାରେ ଆଖି ବୁଜିଲେ

ନୂଆଦିଲ୍ଲୀ: କ୍ରିକେଟ ଜଗତରୁ ପୁଣି ଆସିଛି ଦୁଃଖ ଖବର। ପୂର୍ବତନ କ୍ରିକେଟର ଆରପି ସିଂହଙ୍କ ବାପା କରୋନା ଯୁଦ୍ଧରେ ହାରି ଯାଇଛନ୍ତି। ଆଜି କରୋନାରେ ବାପାଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କରେ ନିଜେ ଆରପି ସିଂହ ଟ୍ୱିଟ କରି ନିଜ ଫ୍ୟାନମାନଙ୍କୁ ଅବଗତ କରାଇଛନ୍ତି। କରୋନାରେ ଆକ୍ରାନ୍ତ ହେବା ପରେ ଆରପିଙ୍କ ବାପା ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲରେ ଆଡମିଟ୍‌ ହୋଇଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଟ୍ୱିଟ କରି କହିଛନ୍ତି, ଅତ୍ୟନ୍ତ ଦୁଃଖର ସହ […]

RP-singh

RP-singh

Hemant Lenka
  • Published: Wednesday, 12 May 2021
  • Updated: 12 May 2021, 05:31 PM IST

Sports

Latest News

ନୂଆଦିଲ୍ଲୀ: କ୍ରିକେଟ ଜଗତରୁ ପୁଣି ଆସିଛି ଦୁଃଖ ଖବର। ପୂର୍ବତନ କ୍ରିକେଟର ଆରପି ସିଂହଙ୍କ ବାପା କରୋନା ଯୁଦ୍ଧରେ ହାରି ଯାଇଛନ୍ତି। ଆଜି କରୋନାରେ ବାପାଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କରେ ନିଜେ ଆରପି ସିଂହ ଟ୍ୱିଟ କରି ନିଜ ଫ୍ୟାନମାନଙ୍କୁ ଅବଗତ କରାଇଛନ୍ତି। କରୋନାରେ ଆକ୍ରାନ୍ତ ହେବା ପରେ ଆରପିଙ୍କ ବାପା ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲରେ ଆଡମିଟ୍‌ ହୋଇଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସେ ଟ୍ୱିଟ କରି କହିଛନ୍ତି, ଅତ୍ୟନ୍ତ ଦୁଃଖର ସହ ଜଣାଇବାକୁ ଚାହୁଁଛୁ ଯେ ମୋ ବାପା ଶିବ ପ୍ରସାଦ ସିଂହ ସବୁଦିନ ପାଇଁ ଆମକୁ ଛାଡ଼ି ଚାଲି ଯାଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଆମେ ଆପଣମାନଙ୍କୁ ଅନୁରୋଧ କରିବାକୁ ଚାହୁଁଛୁ ଯେ ଆପଣମାନେ ମୋ ବାପାଙ୍କୁ ନିଜର ଭାବନା ଓ ପ୍ରାର୍ଥନାରେ ରଖନ୍ତୁ। ଆରଆଇପି ପାପା ବୋଲି ଆରପି ସିଂହ ଟ୍ୱିଟ କରିଛନ୍ତି।

ସୋମବାର ଲେଗ ସ୍ପିନର ପୀୟୂଷ ଚାୱଲାଙ୍କ ବାପା ମଧ୍ୟ କରୋନାରେ ପ୍ରାଣ ହରାଇଥିଲେ। ଏକଥା ଚାୱଲା ଟ୍ୱିଟ କରି ସୂଚନା ଦେଇଥିଲେ। ଆଜି ଆରପି ସିଂହ ଏହି ଦୁଃଖଦ ଖବର ଜଣାଇବା ପରେ ପ୍ରଜ୍ଞାନ ଓଝା, ରେମଶ ପାୱର, ଇରଫାନ ପଠାନ, ପାର୍ଥୀବ ପଟେଲ, ସୁରେଶ ରାଇନା ଓ ଦକ୍ଷିଣ ଆଫ୍ରିକାର ଷ୍ଟାର କ୍ରିକେଠର ହର୍ଷଲ ଗିବ୍ସ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ସେମାନେ ଆରପି ଓ ତାଙ୍କ ପରିବାର ଲୋକଙ୍କୁ ଈଶ୍ୱର ସହିବାର ଧୈର୍ଯ୍ୟ ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

ସୂଚନାଯୋଗ୍ୟ, ଭାରତ ପାଇଁ ଆରପି ଓରଫ ରୁଦ୍ର ପ୍ରତାପ ସିଂହ ୧୪ଟି ଟେଷ୍ଟ, ୫୮ଟି ଦିନିକିଆ ଓ ୧୦ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ୨୦୦୭ରେ ଭାରତ ଜିତିଥିବା ପ୍ରଥମ ଟି-୨୦ ବିଶ୍ୱକପ ଦଳରେ ଆରପି ସିଂହ ରହିଥିଲେ। ଭାରତ ବିଜୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୩୫ ବର୍ଷୀୟ ଦ୍ରୁତ ବୋଲର ଆରପି ୨୦୧୮ ମସିହା ସେପ୍ଟେମ୍ବର ମାସରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story