ଏମର୍ଜିଂ ଏସିଆ କପ୍‌: ସେମିରେ ପାକିସ୍ତାନଠାରୁ ହାରିଲା ଭାରତ

ଢ଼ାକା: ଚଳିତ ଏମର୍ଜିଂ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଭାରତ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ମାତ୍ର ୩ ରନରେ ପରାସ୍ତ ହୋଇଛି। ଏହି ବିଜୟ ସହ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଛି। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ୱିକେଟ୍ ହରାଇ ୨୬୭ ରନ୍ କରିଥିଲା। ଜବାବରେ ଭାରତ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୨୬୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତକୁ ମ୍ୟାଚ୍ ଜିତିବା ପାଇଁ ଶେଷ ତିନି ଓଭରରେ […]

india-vs-pak

india-vs-pak

Ranjit Kumar Jena
  • Published: Wednesday, 20 November 2019
  • Updated: 20 November 2019, 07:08 PM IST

Sports

Latest News

ଢ଼ାକା: ଚଳିତ ଏମର୍ଜିଂ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଭାରତ ତା'ର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ମାତ୍ର ୩ ରନରେ ପରାସ୍ତ ହୋଇଛି। ଏହି ବିଜୟ ସହ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଛି। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ୱିକେଟ୍ ହରାଇ ୨୬୭ ରନ୍ କରିଥିଲା। ଜବାବରେ ଭାରତ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୨୬୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତକୁ ମ୍ୟାଚ୍ ଜିତିବା ପାଇଁ ଶେଷ ତିନି ଓଭରରେ ୨୦ ରନ୍ ଆବଶ୍ୟକ ହେଉଥିବା ବେଳେ ହାତରେ ୪ ୱିକେଟ୍ ବାକି ଥିଲା। କିନ୍ତୁ ଟିମ୍ ଏହି ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚିପାରି ନଥିଲା।

ଭାରତ ପକ୍ଷରୁ ସାନବୀର ସିଂହ ସର୍ବାଧିକ ୭୬ (୯୦ ବଲ୍‌, ୫ ଚୌକା, ୧ ଛକା) ରନର ଇନିଂସ୍ ଖେଳିଥିଲେ। ତାଙ୍କ ବ୍ୟତୀତ କ୍ୟାପଟେନ୍ ବିଆର୍ ଶରତ ୪୭ (୪୩ ବଲ୍‌, ୬ ଚୌକା, ୧ ଛକା), ଅରମାନ୍ ଜାଫର୍ ୪୬, ଚିନ୍ମୟ ସୁତାର ଅପରାଜିତ ୨୮ ଓ ଆର୍ୟ ନ୍ ଜୁୟାଲ୍ ୧୭ ରନ୍ କରିଥିଲେ। ପାକିସ୍ତାନ ପକ୍ଷରୁ ମହମ୍ମଦ ହସନେନ୍ ଓ ସୈଫ୍ ବଦର ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ପାକିସ୍ତାନ ଟିମ୍ ପ୍ରଥମେ ବ୍ୟାଟିଂ କରି ୨୬୭ ରନ୍ କରିଥିଲା। ଟିମ୍ ପକ୍ଷରୁ ଓମେର୍ ୟୁସୁଫ୍ ସର୍ବାଧିକ ୬୬ ରନ୍ କରିଥିବା ବେଳେ ସୈଫ୍ ବଦର ଅପରାଜିତ ୪୭, ହାଇଦର ଅଲୀ ୪୩, କ୍ୟାପଟେନ୍ ରୋହେଲ୍ ନାଜିର୍ ୩୫ ଏବଂ ଇମ୍ରାନ୍ ରଫିକ୍ ୨୮ ରନ୍ କରିଥିଲେ। ଭାରତ ପକ୍ଷରୁ ଶିବମ ମାଭି, ସୌରଭ ଦୁବେ ଓ ହ୍ରିତିକ୍ ଶୋକୀନ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story