ମହିଳା ଟି-୨୦ ବିଶ୍ୱକପ୍‌: ପାକିସ୍ତାନ ଠାରୁ ହାରିଲା ଭାରତ

ଦିଲ୍ଲୀ: ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ଦିଲ୍ଲୀର ଫିରୋଜ ଶାହା କୋଟଲାରେ ଖେଳାଯାଇଥିବା ବର୍ଷା ଦ୍ୱାରା ବାଧାପ୍ରାପ୍ତ ମ୍ୟାଚ୍‌ରେ ଡିଏଲ୍ ନିୟମ ଅନୁସାରେ ପାକିସ୍ତାନଠାରୁ ୨ ରନ୍‌ରେ ହାରିଯାଇଛି ଭାରତ। ଭାରତ ପୂର୍ବରୁ ବାଂଲାଦେଶକୁ ୭୨ ରନ୍‌ରେ ହରାଇଥିଲା ବେଳେ ପାକିସ୍ତାନ ୱେଷ୍ଟ ଇଣ୍ଡିଜ୍‌ଠାରୁ ୫ ରନ୍‌ରେ ହାରିଥିଲା । ପାକିସ୍ତାନ ଏହି ବିଜୟ ସହ ୨ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଥିବା ବେଳେ ଭାରତ ୨ ପଏଣ୍ଟ ସହ ଶୀର୍ଷରେ […]

PAKISTAN WON BY 2 RUNS (DLS METHOD)

PAKISTAN WON BY 2 RUNS (DLS METHOD)

Rakesh Mallick
  • Published: Saturday, 19 March 2016
  • Updated: 19 March 2016, 05:04 PM IST

Sports

Latest News

ଦିଲ୍ଲୀ: ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ଦିଲ୍ଲୀର ଫିରୋଜ ଶାହା କୋଟଲାରେ ଖେଳାଯାଇଥିବା ବର୍ଷା ଦ୍ୱାରା ବାଧାପ୍ରାପ୍ତ ମ୍ୟାଚ୍‌ରେ ଡିଏଲ୍ ନିୟମ ଅନୁସାରେ ପାକିସ୍ତାନଠାରୁ ୨ ରନ୍‌ରେ ହାରିଯାଇଛି ଭାରତ। ଭାରତ ପୂର୍ବରୁ ବାଂଲାଦେଶକୁ ୭୨ ରନ୍‌ରେ ହରାଇଥିଲା ବେଳେ ପାକିସ୍ତାନ ୱେଷ୍ଟ ଇଣ୍ଡିଜ୍‌ଠାରୁ ୫ ରନ୍‌ରେ ହାରିଥିଲା । ପାକିସ୍ତାନ ଏହି ବିଜୟ ସହ ୨ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଥିବା ବେଳେ ଭାରତ ୨ ପଏଣ୍ଟ ସହ ଶୀର୍ଷରେ ରହିଛି।

ପାକିସ୍ତାନ ଟସ୍‌ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରିତ କରିଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୯୬ ରନ୍‌ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ମିଥାଲି ରାଜ୍‌ ୩୫ ବଲ୍‌ରୁ ୧୬ ରନ୍‌, ହରମନ୍‌ପ୍ରୀତ କୌର ୨୯ ବଲ୍‌ରୁ୧୬, ବେଦ କ୍ରୀଷ୍ଣାମୂର୍ତ୍ତି ୧୯ ବଲରୁ ୨୪, ଝୁଲଣ ଗୋସ୍ୱାମୀ ୧୪ ବଲରୁ ୧୪ ଓ ଶିଖା ପାଣ୍ଡେ ୭ ବଲରୁ ୧୦ ରନ କରି ଅପରାଜିତ ରହିଥିଲେ। ପାକିସ୍ତାନ ପକ୍ଷରୁ ଅମୀନ୍‌, ଇକ୍‌ବାଲ, ମୀର, ୟୁସୁଫ୍‌ ଓ ଦାର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

୯୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ୧୬ ଓଭରରେ ୬ ୱିକେଟ ହରାଇ ୭୭ ରନ୍‌ ସଂଗ୍ରହ କରିଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା। ଡିଏଲ ନିୟମ ଅନୁଯାୟୀ ପାକିସ୍ତାନ ୨ ରନ ଆଗୁଆ ରହି ଥିବାରୁ ଭାରତ ଏହି ମ୍ୟାଚ୍‌ ହାରି ଯାଇଛି। ପାକିସ୍ତାନ ପକ୍ଷରୁ ନାହିଦା ଖାନ୍‌ ୧୫ ବଲରୁ ୧୪ ରନ୍‌, ଶିଦ୍ରା ଅମୀନ୍‌ ୨୬ ବଲରୁ ୨୬, ମୁନେବା ଅଲ୍ଲୀ ୧୬ ବଲରୁ ଅପରାଜିତ ୧୨ ରନ୍‌ କରିଥିଲେ। ଭାରତ ପକ୍ଷରୁ ଆର.ଗାଇକ୍‌ୱାର୍ଡ, ଶିଖା ପାଣ୍ଡେ, ଝୁଲନ୍‌ ଗୋସ୍ୱାମୀ ଓ ହରମନ୍‌ପ୍ରୀତ୍‌ କୌର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story