ରିଓ ପାରାଅଲିମ୍ପିକ ପଦକ ବିଜେତାଙ୍କ ପାଇଁ ଅର୍ଥ ପୁରସ୍କାର

ରିଓ ଡି’ ଜେନେରିଓ: ଆସନ୍ତାକାଲିଠାରୁ ବ୍ରାଜିଲର ରିଓ ସହରରେ ଆରମ୍ଭ ହେବାକୁ ଯାଉଛି ପାରା ଅଲିମ୍ପିକ। ଏହି ଅଲିମ୍ପିକକୁ ଭାରତ ସବୁଠାରୁ ବଡ଼ ୧୭ ଜଣିଆ ଟିମ୍‌ ପଠାଇଛି। ସବୁଠାରୁ ବଡ଼ କଥା ହେଲା ଏହି ଅଲିମ୍ପିକରେ ପଦକ ବିଜେତାଙ୍କ ପାଇଁ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ଏ ନେଇ ଆଜି କ୍ରୀଡା ମନ୍ତ୍ରୀ ରାଜବର୍ଦ୍ଧନ ସିଂ ରାଠୋର ଏହି ଘୋଷଣା କରିଛନ୍ତି। ମନ୍ତ୍ରାଳୟ ସରକାରୀ […]

para-olimpic

para-olimpic

Rakesh Mallick
  • Published: Tuesday, 06 September 2016
  • Updated: 06 September 2016, 06:59 PM IST

ରିଓ ଡି’ ଜେନେରିଓ: ଆସନ୍ତାକାଲିଠାରୁ ବ୍ରାଜିଲର ରିଓ ସହରରେ ଆରମ୍ଭ ହେବାକୁ ଯାଉଛି ପାରା ଅଲିମ୍ପିକ। ଏହି ଅଲିମ୍ପିକକୁ ଭାରତ ସବୁଠାରୁ ବଡ଼ ୧୭ ଜଣିଆ ଟିମ୍‌ ପଠାଇଛି। ସବୁଠାରୁ ବଡ଼ କଥା ହେଲା ଏହି ଅଲିମ୍ପିକରେ ପଦକ ବିଜେତାଙ୍କ ପାଇଁ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ଏ ନେଇ ଆଜି କ୍ରୀଡା ମନ୍ତ୍ରୀ ରାଜବର୍ଦ୍ଧନ ସିଂ ରାଠୋର ଏହି ଘୋଷଣା କରିଛନ୍ତି। ମନ୍ତ୍ରାଳୟ ସରକାରୀ ଟ୍ୱିଟରରେ ମଧ୍ୟ ଏହା ଉଲ୍ଲେଖ କରାଯାଇଛି।

ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି ଯେ ପାରା ଅଲିମ୍ପିକରେ ସ୍ୱର୍ଣ୍ଣ ବିଜୟୀଙ୍କୁ ୭୫ ଲକ୍ଷ, ରୋପ୍ୟ ବିଜୟୀଙ୍କୁ ୫୦ ଲକ୍ଷ ଓ କାଂସ୍ୟ ବିଜୟୀଙ୍କୁ ୩୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ।

ଏହାସହ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍‌ କରାଯାଇ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story