ଅଲିମ୍ପିଆନଙ୍କୁ ବିଜୟ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ, ଦୂତୀଙ୍କୁ କ’ଣ କହିଲେ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବ ଅଲିମ୍ପିକ୍ କ୍ରୀଡ଼ା ମହାକୁମ୍ଭ। ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଲିମ୍ପିକରେ ଭାଗ ନେବାକୁଥିବା କ୍ରୀଡ଼ାବିତଙ୍କ ସହ କଥା ହୋଇଛନ୍ତି। ଚଳିତ ଅଲିମ୍ପିକକୁ ଭାରତ ସବୁଠାରୁ ବଡ଼ ଦଳ ପଠାଇବ। ଏଥର ଭାରତର ୧୨୬ ଆଥଲେଟ୍ ଓ ୧୦୧ ଅଫିସିଆଲ୍ସ ଟୋକିଓ ଗସ୍ତ କରିବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଲିମ୍ପିକରେ ଭାଗ ନେବାକୁଥିବା ଖେଳାଳିଙ୍କ ସହ କଥା ହୋଇ ସେମାନଙ୍କୁ ଉତ୍ସାହିତ କରିଛନ୍ତି। […]

pm-modi-and-dutee-chand

pm-modi-and-dutee-chand

Ranjit Kumar Jena
  • Published: Tuesday, 13 July 2021
  • Updated: 13 July 2021, 06:50 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବ ଅଲିମ୍ପିକ୍ କ୍ରୀଡ଼ା ମହାକୁମ୍ଭ। ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଲିମ୍ପିକରେ ଭାଗ ନେବାକୁଥିବା କ୍ରୀଡ଼ାବିତଙ୍କ ସହ କଥା ହୋଇଛନ୍ତି। ଚଳିତ ଅଲିମ୍ପିକକୁ ଭାରତ ସବୁଠାରୁ ବଡ଼ ଦଳ ପଠାଇବ। ଏଥର ଭାରତର ୧୨୬ ଆଥଲେଟ୍ ଓ ୧୦୧ ଅଫିସିଆଲ୍ସ ଟୋକିଓ ଗସ୍ତ କରିବେ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଲିମ୍ପିକରେ ଭାଗ ନେବାକୁଥିବା ଖେଳାଳିଙ୍କ ସହ କଥା ହୋଇ ସେମାନଙ୍କୁ ଉତ୍ସାହିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଷ୍ଟାର୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦଙ୍କ ସହ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଦୂତୀ ଚାନ୍ଦଙ୍କୁ ତାଙ୍କ ପ୍ରସ୍ତୁତି ସମ୍ବନ୍ଧରେ ପଚାରିଥିଲେ। ପ୍ରଧାନମନ୍ତ୍ରୀ ଦୂତୀଙ୍କୁ କହିଥିଲେ, ଦୂତୀ ଅର୍ଥ ଚମକ। ଟୋକିଓରେ ଆପଣଙ୍କ ଚମକ ଅପେକ୍ଷାରେ ରହିଛି ଭାରତ। ଆପଣ ଦେଶ ପାଇଁ ବହୁତ ରେକର୍ଡ କରିଛନ୍ତି। ଆପଣ ଅଲିମ୍ପିକ୍ ପୋଡିୟମରେ ନିଶ୍ଚତ ସ୍ଥାନ ହାସଲ କରିବେ ବୋଲି ପୂରା ଦେଶବାସୀ ଆଶାବାଦୀ ଅଛନ୍ତି।

ଦୂତୀ କହିଛନ୍ତି ଯେ କ୍ରୀଡ଼ା ପାଇଁ ଆଜି ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ହୋଇଛି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୂତୀ କହିଛନ୍ତି, ମୋ କ୍ୟାରିୟର ଅନେକ ବିବାଦ ଘେରରେ ରହିଆସିଛି। ଏସବୁ ଚ୍ୟାଲେଞ୍ଜ ସତ୍ତ୍ୱେ ମୁଁ ଆଗକୁ ବଢ଼ିଛି। ଅଲିମ୍ପିକରେ ମୁଁ ଦ୍ୱିତୀୟଥର ଭାଗ ନେବାକୁ ଯାଉଛି। ଏଥର ଦେଶ ପାଇଁ ପଦକ ଆଣିବା ନିଶ୍ଚୟ ପ୍ରୟାସ କରିବି।

ଦୂତୀ ଆହୁରି କହିଛନ୍ତି, ୧୦୦ ମିଟର୍ ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ। ସାମାନ୍ୟ ଭୁଲ୍ ହେଲେ ଅଯୋଗ୍ୟ ଘୋଷିତ କରିଦିଆଯାଏ। ତେଣୁ ସବୁ ଜିନିଷକୁ ଦୃଷ୍ଟିରେ ରଖି ଆମକୁ ଦୌଡ଼ିବାକୁ ପଡ଼ିଥାଏ। ମନରେ ସାମାନ୍ୟ ଭୟ ଥାଏ। କିନ୍ତୁ ଯେପରି ମୁଁ ନିଜ ବ୍ୟକ୍ତିଗତ ଜୀବନ ସହ ଲଢ଼େଇ କରିଥାଏ। ଟ୍ରାକରେ ମଧ୍ୟ ସେଭଳି ଲଢ଼େଇ କରି ଆଗକୁ ବଢ଼ିବାକୁ ପ୍ରୟାସ କରିଥାଏ ବୋଲି ଦୂତୀ କହିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ୬ଥରର ବିଶ୍ୱ ଚାମ୍ପିୟନ୍ ଓ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ଏମସି ମ୍ୟାରୀ କମ୍, ଟେନିସ୍ ତାରକା ସାନିଆ ମିର୍ଜା, ଆର୍ଚର ଦୀପିକା କୁମାରୀ ଓ ପ୍ରବୀଣ ଯାଦବ, ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରା, ରେସଲର୍ ଆଶିଷ କୁମାର, ବ୍ୟାଡମିଣ୍ଟନ୍ ଷ୍ଟାର୍ ପିଭି ସିନ୍ଧୁ, ଶୁଟର୍ ସୌରଭ ଚୌଧୁରୀ, ଶୁଟର୍ ଏନାଭେନିଲ୍ ବାଲାରିଭନ୍, ଟେବୁଲ୍ ଟେନିସ୍ ଖେଳାଳି ଶରତ କମଲ୍ ଓ ମନିକା ବାତ୍ରା, ରେସଲର୍ ଭିନେଶ୍ ଫୋଗଟ୍, ସୁଇମର୍ ସାଜନ ପ୍ରକାଶ ଓ ଭାରତୀୟ ପୁରୁଷ ହକି ଟିମ୍ କ୍ୟାପଟେନ୍ ମନପ୍ରୀତ ସିଂହଙ୍କ ସହ କଥା ହୋଇଥିଲେ।

https://twitter.com/Panda_Odia/status/1414913635583889412?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story