ଜାପାନ ପାରା ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍: ଫାଇନାଲରେ ପ୍ରମୋଦ

ଟୋକିଓ: ଚଳିତ ଜାପାନ ପାରା ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଆ ତାରକା ପ୍ରମୋଦ ଭଗତ ବିଜୟଧାରା ଅବ୍ୟାହତ ରଖି ଫାଇନାଲରେ ପହଞ୍ଚିଛନ୍ତି। ଶନିବାର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରମୋଦ ଇଣ୍ଡୋନେସିଆର ମାମନ୍ ନୁର୍ଜାମ୍ୟାନଙ୍କୁ ସିଧାସଳଖ ୨୧-୭, ୨୧-୧୭ ଗେମରେ ପରାସ୍ତ କରି ଟାଇଟଲ୍‌ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏହା ପୂର୍ବରୁ ପ୍ରମୋଦ କ୍ୱାର୍ଟରଫାଇନାଲରେ ନିଜ ଦେଶର ବିକ୍ରମ କୁମାରଙ୍କୁ ୨୧-୧୭, ୨୧-୧୭ ଗେମରେ ହରାଇ ଅନ୍ତିମ-୪ରେ ସ୍ଥାନ ପକ୍କା କରିଥିଲେ। ଆସନ୍ତାକାଲି ଫାଇନାଲରେ ପ୍ରମୋଦଙ୍କ ସାମ୍ନା ଇଂଲଣ୍ଡର […]

pramod

pramod

Ranjit Kumar Jena
  • Published: Saturday, 16 November 2019
  • Updated: 16 November 2019, 08:23 PM IST

Sports

Latest News

ଟୋକିଓ: ଚଳିତ ଜାପାନ ପାରା ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଆ ତାରକା ପ୍ରମୋଦ ଭଗତ ବିଜୟଧାରା ଅବ୍ୟାହତ ରଖି ଫାଇନାଲରେ ପହଞ୍ଚିଛନ୍ତି। ଶନିବାର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରମୋଦ ଇଣ୍ଡୋନେସିଆର ମାମନ୍ ନୁର୍ଜାମ୍ୟାନଙ୍କୁ ସିଧାସଳଖ ୨୧-୭, ୨୧-୧୭ ଗେମରେ ପରାସ୍ତ କରି ଟାଇଟଲ୍‌ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ଏହା ପୂର୍ବରୁ ପ୍ରମୋଦ କ୍ୱାର୍ଟରଫାଇନାଲରେ ନିଜ ଦେଶର ବିକ୍ରମ କୁମାରଙ୍କୁ ୨୧-୧୭, ୨୧-୧୭ ଗେମରେ ହରାଇ ଅନ୍ତିମ-୪ରେ ସ୍ଥାନ ପକ୍କା କରିଥିଲେ। ଆସନ୍ତାକାଲି ଫାଇନାଲରେ ପ୍ରମୋଦଙ୍କ ସାମ୍ନା ଇଂଲଣ୍ଡର ଡାନିଏଲ୍ ବେଥେଲଙ୍କ ସହ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story