ଜାତୀୟ ସିନିୟର ହକି ଚାମ୍ପିୟନଶିପ୍‌: କ୍ୱାର୍ଟରରେ ପଞ୍ଜାବ ଓ ମୁମ୍ୱାଇ

ନୂଆଦିଲ୍ଲୀ: ଡିଫେଣ୍ଡିଂ ଚାମ୍ପିୟନ ହକି ପଞ୍ଜାବ ଓ ମୁମ୍ୱାଇ ହକି ଆସୋସିଏସନ୍‌ ଲିଃ ନବମ ଜାତୀୟ ସିନିୟର ହକି ଚାମ୍ପିୟନଶିପ(ଡିଭିଜନ୍ ଏ)ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପଞ୍ଜାବ ଓ ସର୍ଭିସେସ ସ୍ପୋର୍ଟ୍ସ କଣ୍ଟ୍ରୋଲ ବୋର୍ଡ ମଧ୍ୟରେ ହୋଇଥିବା ମୁକାବିଲା ୩-୩ରେ ଡ୍ର ରହିଥିଲା। ସେହିପରି ମୁମ୍ୱାଇ ଦଳ ଅନ୍ୟ ଏକ ମ୍ୟାଚ୍‌ରେ ଚଣ୍ଡିଗଡ଼କୁ ୩-୧ରେ ହରାଇଥିଲା। ପଞ୍ଚାବ ପକ୍ଷରୁ ରମଣଦୀପ ସିଂହ(୧୦ ମିନିଟ୍), ରୁପିନ୍ଦର ପାଲ (୨୯ ମିନିଟ୍), ଆକାଶଦୀପ ସିଂହ(୩୪ ମିନିଟ୍‌) ଗୋଲ ସ୍କୋର […]

sa

sa

Hemant Lenka
  • Published: Thursday, 07 February 2019
  • Updated: 07 February 2019, 05:35 PM IST

Sports

Latest News

ନୂଆଦିଲ୍ଲୀ: ଡିଫେଣ୍ଡିଂ ଚାମ୍ପିୟନ ହକି ପଞ୍ଜାବ ଓ ମୁମ୍ୱାଇ ହକି ଆସୋସିଏସନ୍‌ ଲିଃ ନବମ ଜାତୀୟ ସିନିୟର ହକି ଚାମ୍ପିୟନଶିପ(ଡିଭିଜନ୍ ଏ)ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ପଞ୍ଜାବ ଓ ସର୍ଭିସେସ ସ୍ପୋର୍ଟ୍ସ କଣ୍ଟ୍ରୋଲ ବୋର୍ଡ ମଧ୍ୟରେ ହୋଇଥିବା ମୁକାବିଲା ୩-୩ରେ ଡ୍ର ରହିଥିଲା। ସେହିପରି ମୁମ୍ୱାଇ ଦଳ ଅନ୍ୟ ଏକ ମ୍ୟାଚ୍‌ରେ ଚଣ୍ଡିଗଡ଼କୁ ୩-୧ରେ ହରାଇଥିଲା। ପଞ୍ଚାବ ପକ୍ଷରୁ ରମଣଦୀପ ସିଂହ(୧୦ ମିନିଟ୍), ରୁପିନ୍ଦର ପାଲ (୨୯ ମିନିଟ୍), ଆକାଶଦୀପ ସିଂହ(୩୪ ମିନିଟ୍‌) ଗୋଲ ସ୍କୋର କରିଥିଲେ।

ଯାହାକି ଏସ୍‌ଏସ୍‌ସିବି ପାଇଁ ବିରଜା ଇକ୍କା (୨୪ ଓ ୩୮ ମିନିଟରେ) ଓ ରଞ୍ଜନ (୫୭ ମିନିଟ୍‌ରେ) ଗୋଲ କରି ମ୍ୟାଚକୁ ବରାବର ସ୍ଥିତିକୁ ଆଣିପାରିଥିଲେ। ପଞ୍ଜାବ ମ୍ୟାଚ୍‌ ଡ୍ର ରଖିଥିଲେ ହେଁ ପଏଣ୍ଟ ଅଧିକ ଥିବା ଦୃଷ୍ଟିରୁ ଦଳ କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଛି।

ତେବେ ପୁଲ୍‌ ‘ବି’ରୁ ପିଏମ୍‌ପିବି ଓ ହକି ହରିଆଣା ପରବର୍ତ୍ତୀ ରାଉଣ୍ଡକୁ ଯିବାର ଯୋଗ୍ୟତା ଅର୍ଜନ କରିଛନ୍ତି। ପୁଲ୍‌ ‘ସି’ରୁ ରେଲୱେ ସ୍ପୋର୍ଟ୍ସ ପ୍ରମୋସନ୍ ବୋର୍ଡ ଓ ପଞ୍ଜାବ ଆଉ ସିନ୍ଧ ବ୍ୟାଙ୍କ ଏବଂ ପୁଲ ‘ଡି’ରୁ ଏୟାର ଇଣ୍ଡିଆ ସ୍ପୋର୍ଟ୍ସ ପ୍ରମୋସନ୍‌ ବୋର୍ଡ ଓ ହକି କର୍ଣ୍ଣାଟକା ଅନ୍ତିମ ଆଠ ଗ୍ରୁପରେ ସ୍ଥାନ ପକ୍କା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story