ଏହି ମହତ କାମ ପାଇଁ ଆଗକୁ ଆସିଲେ ରାହୁଲ୍‌

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ୍ ମଧ୍ୟ ଅନ୍ୟ କ୍ରିକେଟରଙ୍କ ଭଳି ବର୍ତ୍ତମାନ କ୍ରିକେଟ୍ ମଇଦାନରୁ ଦୂରରେ ଅଛନ୍ତି। ରାହୁଲ୍ ଏବେ କରୋନା ଯୋଗୁ ଲକଡାଉନ୍ ସମୟରେ ଘରେ ରହିଛନ୍ତି। ତେବେ ଏହି ସଙ୍କଟ ସମୟରେ ରାହୁଲ୍ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ଶୁଣିବା ପରେ ସମସ୍ତେ ତାଙ୍କୁ ସଲାମ୍ କରିବେ। ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍ ଗରିବ ପିଲାଙ୍କ ସହାୟତା ପାଇଁ ଗତବର୍ଷ ବିଶ୍ୱକପରେ ବ୍ୟବହୃତ ନିଜ ବ୍ୟାଟ୍ ଏବଂ ଅନ୍ୟ ସ୍ମରଣିକାକୁ […]

rahul

rahul

Ranjit Kumar Jena
  • Published: Monday, 20 April 2020
  • Updated: 20 April 2020, 07:01 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ୍ ମଧ୍ୟ ଅନ୍ୟ କ୍ରିକେଟରଙ୍କ ଭଳି ବର୍ତ୍ତମାନ କ୍ରିକେଟ୍ ମଇଦାନରୁ ଦୂରରେ ଅଛନ୍ତି। ରାହୁଲ୍ ଏବେ କରୋନା ଯୋଗୁ ଲକଡାଉନ୍ ସମୟରେ ଘରେ ରହିଛନ୍ତି। ତେବେ ଏହି ସଙ୍କଟ ସମୟରେ ରାହୁଲ୍ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ଶୁଣିବା ପରେ ସମସ୍ତେ ତାଙ୍କୁ ସଲାମ୍ କରିବେ। ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍ ଗରିବ ପିଲାଙ୍କ ସହାୟତା ପାଇଁ ଗତବର୍ଷ ବିଶ୍ୱକପରେ ବ୍ୟବହୃତ ନିଜ ବ୍ୟାଟ୍ ଏବଂ ଅନ୍ୟ ସ୍ମରଣିକାକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ନିଜ ଜନ୍ମଦିନରେ ଟ୍ୱିଟରରେ ପୋଷ୍ଟ କରାଯାଇଥିବା ଏଖ ଭିଡିଓରେ ରାହୁଲ୍ କହିଛନ୍ତି, ନିଲାମରୁ ମିଳିବାକୁ ଥିବା ଧନରାଶିକୁ ଆୱାରେ ଫାଉଣ୍ଡେସନକୁ ଦିଆଯିବ, ଯିଏ ଭାରତରେ ଅସହାୟ ଏବଂ ଦୁର୍ବଳ ବର୍ଗର ପିଲାଙ୍କୁ ଶିକ୍ଷା ପ୍ରଦାନ କରିବା କ୍ଷେତ୍ରରେ କାମ କରୁଛି। ମୁଁ ନିଜର କ୍ରିକେଟ୍ ପ୍ୟାଡ୍‌, ଗ୍ଲୋଭସ୍‌, ହେଲମେଟ୍ ଏବଂ ନିଜର କିଛି ଜର୍ସି ମୋ ସହଯୋଗୀ ଭାଗୀଦାରି ଭାରତ ଆର୍ମିକୁ ଦାନ କରିବାକୁ ନିଷ୍ପତ୍ତି ନେଇଛି। ସେମାନେ ସବୁ ଜିନିଷ ନିଲାମ କରିବେ ଏବଂ ଏଥିରୁ ପ୍ରାପ୍ତ ହେବାକୁଥିବା ଅର୍ଥରାଶିକୁ ଆୱାରେ ଫାଉଣ୍ଡେସନକୁ ଦିଆଯିବ। ଏହି ଫାଉଣ୍ଡେସନ୍ ଗରିବ ଏବଂ ଅସହାୟ ପିଲାମାନଙ୍କ ସହାୟତା କରେ। ଏହା ମୋ ପାଇଁ ବହୁତ ଖାସ୍ ଏବଂ ଏଭଳି କାମ କରିବାକୁ କୌଣସି ମୁଁ ଆଉ ଭଲ ଦିନ ବାଛି ପାରିବି ନାହିଁ।

ନିଲାମ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହୋଇଯାଇଛି। ନିଲାମରେ ଯେଉଁ ସାମଗ୍ରୀକୁ ରଖାଯାଇଛି, ସେଥିରେ ରାହୁଲଙ୍କର ବିଶ୍ୱକପ୍ ହସ୍ତାକ୍ଷର ଥିବା ବ୍ୟାଟ୍‌, ଟେଷ୍ଟ, ଦିନିକିଆ ଏବଂ ଟି-୨୦ ଜର୍ସି ତଥା ଗ୍ଲୋଭସ୍‌, ହେଲମେଟ୍ ଏବଂ ପ୍ୟାଡ୍ ଆଦି ସାମିଲ୍ ଅଛି। ରାହୁଲ୍ ଆହୁରି କହିଛନ୍ତି, ନିଲାମରେ ଭାଗ ନିଅନ୍ତୁ ତଥା ମୋ ପ୍ରତି ଏବଂ ପିଲାମାନଙ୍କୁ ପ୍ରତି ସାମାନ୍ୟ ଭଲପାଇବା ଦେଖାନ୍ତୁ ଏବଂ ଏଭଳି ସଙ୍କଟ ସମୟରେ ସେମାନଙ୍କୁ ଆମ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି। ଆମେ ସମସ୍ତେ ମଜଭୁତ୍ ହୋଇ ଏହି ସଙ୍କଟରୁ ନିଶ୍ଚିତ ମୁକୁଳି ପାରିବା। ସୂଚନାଯୋଗ୍ୟ, କରୋନାଭାଇରସ୍ ଯୋଗୁ ଭାରତରେ ଏପର୍ଯ୍ୟନ୍ତ ୧୭ହଜାରରୁ ଊର୍ଦ୍ଧ୍ୱ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ୫୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି।

ରାହୁଲ୍ ଭାରତ ପକ୍ଷରୁ ୩୨ ଦିନିକିଆରେ ୪୭.୬୬ ହାରରେ ୧୨୩୯ ରନ୍ କରିଛନ୍ତି, ଯେଉଁଥିରେ ୪ ଶତକ ଓ ୭ ଅର୍ଦ୍ଧଶତକ ସାମିଲ୍ ଅଛି। ଦିନିକିଆରେ ତାଙ୍କର ସର୍ବୋଚ୍ଚ ସ୍କୋର ୧୧୨ ରନ୍ ରହିଛି। ରାହୁଲ୍ ୩୬ ଟେଷ୍ଟରେ ୩୪.୫୯ ହାରରେ ୨୦୦୬ ରନ୍ କରିଛନ୍ତି, ଯେଉଁଥିରେ ୫ ଶତକ ଓ ୧୧ ଅର୍ଦ୍ଧଶତକ ଅଛି। ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ୧୯୯ ରନ୍ ରହିଛି। ସେହିପରି ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ୪୧ ଟି-୨୦ ମ୍ୟାଚରେ ୪୫.୬୬ ହାରରେ ୧୪୬୧ ରନ୍ କରିଛନ୍ତି। ଟି-୨୦ରେ ତାଙ୍କ ନାଁରେ ୨ ଶତକ ୧୧ ଅର୍ଦ୍ଧଶତକ ରହିଥିବା ବେଳେ ତାଙ୍କର ସର୍ବାଧିକ ସ୍କେର ୧୧୦ ରନ୍ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story