ରଣଜୀ ମ୍ୟାଚ୍: ଓଡ଼ିଶା ୨୩୭ରେ ଅଲ୍‌ଆଉଟ୍‌, ଦିଲ୍ଲୀ ୪୩/୦

ଭୁବନେଶ୍ୱର: ଦିଲ୍ଲୀ ବିପକ୍ଷ ରଣଜୀ ମ୍ୟାଚ୍‌ର ପ୍ରଥମ ଦିନରେ ଆଜି ଓଡ଼ିଶା ୨୩୭ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି। ଖେଳ ଶେଷ ସୁଦ୍ଧା ଦିଲ୍ଲୀ ବିନା କୌଣସି ୱିକେଟ୍‌ ହରାଇ ୪୩ ରନ୍‌ ସଂଗ୍ରହ କରିନେଇଛି। ଉନ୍ମୁକ୍ତ ଚାନ୍ଦ (୧୩) ଏବଂ ଗୌତମ ଗମ୍ଭୀର (୨୬) ରନ୍‌ କରି ଅପରାଜିତ ଅଛନ୍ତି। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଓଡ଼ିଶାର ଆରମ୍ଭ ଭଲ ହୋଇ ନ ଥିଲା। ଓପନର ସନ୍ଦୀପ ପଟ୍ଟନାୟକ ୭ ରନ୍ କରି ଆଉଟ୍ […]

bat

bat

Rakesh Mallick
  • Published: Thursday, 27 October 2016
  • Updated: 27 October 2016, 05:15 PM IST

Sports

Latest News

ଭୁବନେଶ୍ୱର: ଦିଲ୍ଲୀ ବିପକ୍ଷ ରଣଜୀ ମ୍ୟାଚ୍‌ର ପ୍ରଥମ ଦିନରେ ଆଜି ଓଡ଼ିଶା ୨୩୭ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି। ଖେଳ ଶେଷ ସୁଦ୍ଧା ଦିଲ୍ଲୀ ବିନା କୌଣସି ୱିକେଟ୍‌ ହରାଇ ୪୩ ରନ୍‌ ସଂଗ୍ରହ କରିନେଇଛି। ଉନ୍ମୁକ୍ତ ଚାନ୍ଦ (୧୩) ଏବଂ ଗୌତମ ଗମ୍ଭୀର (୨୬) ରନ୍‌ କରି ଅପରାଜିତ ଅଛନ୍ତି।

ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଓଡ଼ିଶାର ଆରମ୍ଭ ଭଲ ହୋଇ ନ ଥିଲା। ଓପନର ସନ୍ଦୀପ ପଟ୍ଟନାୟକ ୭ ରନ୍ କରି ଆଉଟ୍ ହୋଇଥିବା ବେଳେ ରଞ୍ଜିତ ସିଂହ ୪ ରନ୍ କରି ଆଉଟ୍ ହୋଇଥିଲେ। ଅଧିନାୟକ ଗୋବିନ୍ଦ ପୋଦ୍ଦାର ୨୪ ରନ୍ କରି ଆଉଟ୍ ହୋଇଥିଲେ। ଅନୁରାଗ ଷଡ଼ଙ୍ଗୀ ୧୮ ରନ୍ କରି ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଶୁଭ୍ରାଂଶୁ ସେନାପତି ୭୬ ଓ ବିପ୍ଳବ ସାମନ୍ତରାୟ ୬୨ ରନ୍‌ କରି ଆଉଟ୍‌ ହୋଇଛନ୍ତି। ସୌରଭ ରାୱତ (୪), ବସନ୍ତ ମହାନ୍ତି ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ ଏକ ରନ୍‌ ଲେଖାଏଁ କରି ଆଉଟ ହୋଇଯାଇଥିଲେ। ଦୀପକ ବେହେରା ୧୬ ରନ୍‌ କରି ଅପରାଜିତ ରହିଥିଲେ।

ଦିଲ୍ଲୀ ପକ୍ଷରୁ ଭି. ସୋଧ ୩ଟି ୱିକେଟ୍‌ ନେଇଥିବା ବେଳେ ଏସ୍‌. ନରୱାଲ ଏବଂ ଏମ୍‌. ଶର୍ମା ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ଇଶାନ୍ତ ଶର୍ମା, ଭି. ଟୋକସ୍‌ ଏବଂ ଏନ. ରାଣା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ଚଳିତ ରଣଜୀ ସିଜିନ୍‌ରେ ଗ୍ରୁପ୍‌ ‘ବି’ରେ ଥିବା ଓଡ଼ିଶା ତା’ର ତୃତୀୟ ମ୍ୟାଚ୍ ଦିଲ୍ଲୀ ବିପକ୍ଷରେ ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ୍‌ ଷ୍ଟାଡିୟମ୍‌ ଖେଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story