ପାରାଦୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ରଶ୍ମିରଞ୍ଜନଙ୍କୁ ମିଳିଲା ଆର୍ଥିକ ସହାୟତା

ପାରାଦୀପ: ବଡ଼ିବିଲଡର ରଶ୍ମିରଞ୍ଜନ ସାହୁଙ୍କୁ ମିଳିଛି ଆର୍ଥିକ ସହାୟତା। ପାରାଦୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ୭୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ଟ୍ରଷ୍ଟର ସଦସ୍ୟ ତଥା ବିଜେପି ନେତା ଜଗନ୍ନାଥ ପ୍ରଧାନ ରଶ୍ମିରଞ୍ଜନଙ୍କୁ ଏହି ରାଶି ପ୍ରଦାନ କରିଛନ୍ତି। ଆସନ୍ତା ୨ରୁ ୮ ତାରିଖ ପର୍ଯ୍ୟନ୍ତ ଭୁଟାନରେ ହେବାକୁ ଥିବା ଏସିଆନ୍ ବଡ଼ିବିଲ୍‌ଡିଂ ଚାମ୍ପିଅନ୍‌ସିପ୍‌ରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବାକୁ ରଶ୍ମୀ ମନୋନୀତ ହୋଇଛନ୍ତି। ତେବେ ତାଙ୍କ ପାଇଁ ଅର୍ଥ ବାଧକ ସାଜିଥିଲା। […]

rashmee

rashmee

Rakesh Mallick
  • Published: Wednesday, 31 August 2016
  • Updated: 31 August 2016, 11:19 AM IST

Sports

Latest News

ପାରାଦୀପ: ବଡ଼ିବିଲଡର ରଶ୍ମିରଞ୍ଜନ ସାହୁଙ୍କୁ ମିଳିଛି ଆର୍ଥିକ ସହାୟତା। ପାରାଦୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ୭୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ଟ୍ରଷ୍ଟର ସଦସ୍ୟ ତଥା ବିଜେପି ନେତା ଜଗନ୍ନାଥ ପ୍ରଧାନ ରଶ୍ମିରଞ୍ଜନଙ୍କୁ ଏହି ରାଶି ପ୍ରଦାନ କରିଛନ୍ତି।

ଆସନ୍ତା ୨ରୁ ୮ ତାରିଖ ପର୍ଯ୍ୟନ୍ତ ଭୁଟାନରେ ହେବାକୁ ଥିବା ଏସିଆନ୍ ବଡ଼ିବିଲ୍‌ଡିଂ ଚାମ୍ପିଅନ୍‌ସିପ୍‌ରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବାକୁ ରଶ୍ମୀ ମନୋନୀତ ହୋଇଛନ୍ତି। ତେବେ ତାଙ୍କ ପାଇଁ ଅର୍ଥ ବାଧକ ସାଜିଥିଲା।

ରଶ୍ମି ରାଜଧାନୀର ରାସ୍ତାକଡ଼ରେ ବରା ପିଆଜି ବିକ୍ରି କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story