ଟିମ୍ ଇଣ୍ଡିଆ କୋଚ୍ ପଦବୀ ପାଇଁ ଏହି ଚାରି ଦାବିଦାର!

ନୂଆଦିଲ୍ଲୀ: ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆର କୋଚିଂ ଷ୍ଟାଫଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା, କିନ୍ତୁ ଏହାକୁ ୪୫ ଦିନ ପାଇଁ ବଢ଼ାଇ ଦିଆଯାଇଛି। ଏହା ପରେ ରବି ଶାସ୍ତ୍ରୀ ଏବଂ ସପୋର୍ଟ ଷ୍ଟାଫ୍ ୱେଷ୍ଟଇଣ୍ଡିଜ୍ ଗସ୍ତ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ସହ ରହିବେ, କିନ୍ତୁ ଏହା ପରେ ଟିମରେ ନୂଆ କୋଚିଂ ଷ୍ଟାଫ୍ ଦେଖିବାକୁ ମିଳିପାରେ। ବୋର୍ଡ ଏହି ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରି ଦେଇଛି। ବିସିସିଆଇ ଏଥିପାଇଁ କିଛି ସର୍ତ୍ତ ରଖିଛି, ଯାହା […]

bcci

bcci

Hemant Lenka
  • Published: Wednesday, 17 July 2019
  • Updated: 17 July 2019, 09:00 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆର କୋଚିଂ ଷ୍ଟାଫଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା, କିନ୍ତୁ ଏହାକୁ ୪୫ ଦିନ ପାଇଁ ବଢ଼ାଇ ଦିଆଯାଇଛି। ଏହା ପରେ ରବି ଶାସ୍ତ୍ରୀ ଏବଂ ସପୋର୍ଟ ଷ୍ଟାଫ୍ ୱେଷ୍ଟଇଣ୍ଡିଜ୍ ଗସ୍ତ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ସହ ରହିବେ, କିନ୍ତୁ ଏହା ପରେ ଟିମରେ ନୂଆ କୋଚିଂ ଷ୍ଟାଫ୍ ଦେଖିବାକୁ ମିଳିପାରେ। ବୋର୍ଡ ଏହି ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରି ଦେଇଛି। ବିସିସିଆଇ ଏଥିପାଇଁ କିଛି ସର୍ତ୍ତ ରଖିଛି, ଯାହା ବହୁତ କଠିନ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ଭାରତର ପରବର୍ତ୍ତୀ କୋଚ୍ ପାଇଁ କିଛି ନାମ ଉପରେ ଚର୍ଚ୍ଚା ହେଉଛି।

ବିସିସିଆଇ ରଖିଥିବା ସର୍ତ୍ତ ଅନୁଯାୟୀ, ଟ୍ରେଭର୍ ବେଲିସ୍ ଓ ମିକି ଆର୍ଥରଙ୍କ ଭଳି ନାମୀ କୋଚ୍ ଏହି ଦୌଡ଼ରେ ସାମିଲ୍ ହୋଇପାରିବେ ନାହିଁ । ଯୋଗ୍ୟତା ମାନଦଣ୍ଡ ମୁତାବକ, ମୁଖ୍ୟ କୋଚଙ୍କ ବୟସ ୬୦ ବର୍ଷରୁ କମ୍ ହେବା ଦରକାର। ଏହାସହ ଟେଷ୍ଟ ଖେଳିଥିବା ଦେଶକୁ ଅତିକମରେ ଦୁଇ ବର୍ଷ କୋଚିଂ ଦେଇଥିବା ଦରକାର।

ଏହାବ୍ୟତୀତ ଆସୋସିଏଟ୍ ସଦସ୍ୟ/ଏ ଟିମ୍/ ଆଇପିଏଲ୍ ଟିମକୁ ତିନି ବର୍ଷର କୋଚିଂ ଦେଇଥିବାର ଅଭିଜ୍ଞତା ମଧ୍ୟ ରହିଥିବା ଦରକାର। ଆବେଦକ ୩୦ ଟେଷ୍ଟ କିମ୍ବା ୫୦ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଥିବେ। ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ କୋଚ୍ ପାଇଁ ମଧ୍ୟ ନିୟମ ସମାନ। ଏହି ସର୍ତ୍ତ ଅନୁଯାୟୀ, ଭାରତର କୋଚ୍ ପଦ ପାଇଁ ବୀରେନ୍ଦ୍ର ସେହ୍ୱାଗ, ଗ୍ୟାରୀ କିର୍ଷ୍ଟେନ, ଟମ୍ ମୁଡି ଓ ମାହେଲା ଜୟବର୍ଦ୍ଧନେଙ୍କୁ ଦୃଢ଼ ଦାବିଦାର କୁହାଯାଉଛି।

ଗ୍ୟାରୀ କିର୍ଷ୍ଟେନ୍: ଭାରତୀୟ କ୍ରିକେଟରେ କୋଚ୍ ଭାବେ କ୍ରିଷ୍ଟେନଙ୍କ ଅବଦାନ କ'ଣ, ତାହା କହିବାର ଆବଶ୍ୟକତା ନାହିଁ । ଯଦି ଦକ୍ଷିଣ ଆଫ୍ରିକାର ଏହି ପୂର୍ବତନ ବ୍ୟାଟ୍ସମ୍ୟାନ୍ ଏହି ପଦ ପାଇଁ ଆବେଦନ କରନ୍ତି, ତାହେଲେ ସେ ଏହାର ସବୁଠାରୁ ବଡ଼ ଦାବିଦାର ହେବେ। କିର୍ଷ୍ଟେନଙ୍କ କୋଚିଂ ସମୟରେ ଭାରତର ସବୁଠାରୁ ବଡ଼ ଉପଲବ୍ଧି ୨୦୧୧ରେ ବିଶ୍ୱକପ୍ ଟାଇଟଲ୍ ଥିଲା।
ବୟସ: ୫୧, ଅଭିଜ୍ଞତା: ୧୦୧ ଟେଷ୍ଟ, ୧୮୫ ଦିନିକିଆ, ବର୍ତ୍ତମାନ କୋଚ୍- ଆରସିବି (ଆଇପିଏଲ୍)

ଟମ୍ ମୁଡି: ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦ ପାଇଁ ଦାବିଦାର ହୋଇପାରନ୍ତି। ଶ୍ରୀଲଙ୍କାକୁ ନିଜ କୋଚିଂ ସମୟରେ ୨୦୦୭ ବିଶ୍ୱକପ୍ ଫାଇନାଲରେ ପହଞ୍ଚାଇଥିବା ମୁଡ଼ି ୨୦୧୨ରୁ ଆଇପିଏଲ୍ ଟିମ୍ ସନରାଇଜର୍ସ ହାଇଦ୍ରାବାଦ ଟିମର କୋଚ୍ ରହିଛନ୍ତି। ତାଙ୍କ କୋଚିଂରେ ସନରାଇଜର୍ସ ହାଇଦ୍ରାବାସ ୨୦୧୬ରେ ଚାମ୍ପିଅନ୍ ହୋଇଥିଲା। ମୁଡି ଟେକ୍ନିକାଲି ବହୁତ ମଜଭୁତ୍ ଏବଂ ଏହା ସହ ଜଣେ ଖେଳାଳି ଓ କୋଚ୍ ଭାବେ ତାଙ୍କ ପାଖରେ ପ୍ରଚୁର ଅଭିଜ୍ଞତା ରହିଛି।
ବୟସ: ୫୩, ଅଭିଜ୍ଞତା: ୮ ଟେଷ୍ଟ, ୭୬ ଦିନିକିଆ, ବର୍ତ୍ତମାନ କୋଚ୍: ସନରାଇଜର୍ସ ହାଇଦ୍ରାବାଦ (ଆଇପିଏଲ୍)

ମାହେଲା ଜୟବର୍ଦ୍ଧନେ: ଶ୍ରୀଲଙ୍କାର ଏହି ପୂର୍ବତନ କ୍ୟାପଟେନ୍ ଗ୍ରାଉଣ୍ଡରେ ଅପୂର୍ବ ସଫଳତା ହାସଲ କରିବା ପରେ କୋଚିଂରେ ନିଜ ପରିଚୟ ମଜଭୁତ୍ କରିବାରେ ଲାଗିଛନ୍ତି। ମାହେଲା ତିନି ବର୍ଷ ପୂର୍ବେ ଆଇପିଏଲ୍ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡ଼ି ହୋଇଥିଲେ ଏବଂ ଏତେ କମ୍ ସମୟ ଭିତରେ ସେ ମୁମ୍ବାଇକୁ ଦୁଇଥର ଟାଇଟଲ୍ ମଧ୍ୟ ଦେଇଛନ୍ତି। ଅନ୍ତର୍ଜାତୀୟ କ୍ୟାରିୟରରେ ସେ ୬୦୦ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି ଏବଂ ମଇଦାନରେ ଅଧିକ ସମୟ ବିତାଇବାର ଅଭିଜ୍ଞତା କୌଣସି ଟିମକୁ ଫାଇଦା ଦେବ।
ବୟସ: ୪୨, ଅଭିଜ୍ଞତା: ୧୪୯ ଟେଷ୍ଟ, ୪୪୮ ଦିନିକିଆ, ବର୍ତ୍ତମାନ କୋଚ୍: ମୁମ୍ବାଇ ଇଣ୍ଡିଆନ୍ସ (ଆଇପିଏଲ୍)

ବୀରେନ୍ଦ୍ର ସେହ୍ୱାଗ: ୨୦୧୭ ଚାମ୍ପିଅନ୍ସ ଟ୍ରଫି ପରେ ଅନୀଲ କୁମ୍ବଲେଙ୍କ କୋଚ୍ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ଟିମ୍ ଇଣ୍ଡିଆ କୋଚ୍ ପାଇଁ ସେହ୍ୱାଗଙ୍କୁ ଦୃଢ଼ ଦାବିଦାର କୁହାଯାଉଥିଲା। କିନ୍ତୁ ଭାଗ୍ୟ ତାଙ୍କୁ ସାଥ୍ ଦେଇନଥିଲା ଏବଂ ସେ ଭାରତର କୋଚ୍ ହୋଇପାରିଲେ ନାହିଁ। କିନ୍ତୁ ଏଥର ସେ ପୁଣିଥରେ ଟିମ୍ ଇଣ୍ଡିଆର କୋଚ୍ ପଦ ପାଇଁ ଆବେଦନ କରିପାରନ୍ତି। ସେହ୍ୱାଗ ୨୦୧୬ରୁ ଆଇପିଏଲ୍ ଫ୍ରାଞ୍ଚାଇଜି କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଟିମର ମେଣ୍ଟର ଭାବେ କାମ କରିଆସୁଛନ୍ତି। ଏହାଛଡ଼ା ସେ ଗତ କିଛି ବର୍ଷ ହେବ କ୍ରିକେଟ୍ ବିଶେଷଜ୍ଞ ଭାବେ ବେଶ୍ ପରିଚିତ ମଧ୍ୟ ହୋଇଛନ୍ତି।
ବୟସ: ୪୦, ଅଭିଜ୍ଞତା: ୧୦୪ ଟେଷ୍ଟ, ୨୫୧ ଦିନିକିଆ, ବର୍ତ୍ତମାନ କୋଚ୍: କିଙ୍ଗସ୍ ଇଲେଭେନ୍ ପଞ୍ଜାବ (ଆଇପିଏଲ୍)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story