ଜାଡେଜା-ରାୟୁଡୁ ବିସ୍ଫୋରଣ, ଚେନ୍ନାଇ ୧୭୯

ଶାରଜା: ରବୀନ୍ଦ୍ର ଜାଡେଜାଙ୍କ ୧୩ ବଲରେ ୩୩ ଓ ଅମ୍ବାତି ରାୟୁଡୁଙ୍କ ୨୫ ବଲରେ ୪୫ ରନ୍‌ ବଳରେ ଚେନ୍ନାଇ ସୁପର କିଙ୍ଗସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ ହରାଇ ୧୭୯ ରନ୍‌ କରିଛି। ଅନ୍ୟମାନଙ୍କ ମଧ୍ୟରେ ଡୁପ୍ଲେସିସି ୫୮ ଓ ଶେନ ୱାଟସନ ୩୬ ରନ୍‌ କରିଛନ୍ତି। ଚେନ୍ନାଇ ୧୭୯ ରନ୍‌ କରିଥିବାରୁ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୦ ରନ୍‌ର ଟାର୍ଗେଟ ରହିଛି। ଶାରଜାରେ ମହେନ୍ଦ୍ର ସିଂହ ଧୋନି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ […]

fgf

fgf

Hemant Lenka
  • Published: Saturday, 17 October 2020
  • Updated: 17 October 2020, 09:23 PM IST

Sports

Latest News

ଶାରଜା: ରବୀନ୍ଦ୍ର ଜାଡେଜାଙ୍କ ୧୩ ବଲରେ ୩୩ ଓ ଅମ୍ବାତି ରାୟୁଡୁଙ୍କ ୨୫ ବଲରେ ୪୫ ରନ୍‌ ବଳରେ ଚେନ୍ନାଇ ସୁପର କିଙ୍ଗସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ ହରାଇ ୧୭୯ ରନ୍‌ କରିଛି। ଅନ୍ୟମାନଙ୍କ ମଧ୍ୟରେ ଡୁପ୍ଲେସିସି ୫୮ ଓ ଶେନ ୱାଟସନ ୩୬ ରନ୍‌ କରିଛନ୍ତି। ଚେନ୍ନାଇ ୧୭୯ ରନ୍‌ କରିଥିବାରୁ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୦ ରନ୍‌ର ଟାର୍ଗେଟ ରହିଛି।

ଶାରଜାରେ ମହେନ୍ଦ୍ର ସିଂହ ଧୋନି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ଦଳ ପ୍ରଥମ ଓଭର୍‌ରେ ଖାତା ଖୋଲିବା ପୂର୍ବରୁ ସାମ କୁରାନଙ୍କୁ ହରାଇଥିଲା। ତେବେ ଡୁପ୍ଲେସିସି ଓ ୱାଟସନ ୨ୟ ୱିକେଟ ପାଇଁ ୮୭ ରନ୍‌ ଯୋଡ଼ି ସ୍ଥିତି ସମ୍ଭାଳିଥିଲେ। ଦଳୀୟ ସ୍କୋର ୮୭ ଥିବା ବେଳେ ୱାଟସନ(୩୬)ଙ୍କୁ ନୋର୍ଜେ ବୋଲ୍ଡ କରି ଚେନ୍ନାଇକୁ ଦ୍ୱିତୀୟ ଝଟକା ଦେଇଥିଲେ।

ଡୁପ୍ଲେସିସି ଅର୍ଦ୍ଧଶତକ(୫୮) ମଧ୍ୟ ରାବଡାଙ୍କ ବଲରେ ପ୍ୟାଭଲିୟନ ଫେରିଥିଲେ। ଧୋନି ମଧ୍ୟ କେବଳ ୩ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ୧୬.୩ ଓଭର୍‌ରେ ଚେନ୍ନାଇ ୪ ୱିକେଟ ହରାଇ ମାତ୍ର ୧୨୯ ରନ୍‌ କରିଥିଲା। ଏହି ଠାରୁ ଆରମ୍ଭ ହୋଇଥିଲା ଜାଡେଜା ଓ ରାୟୁଡୁଙ୍କ ଜଲୱା।

ଉଭୟ ବଡ଼ ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ବିଶେଷ କରି ଜାଡେଜା ବିଶାଳ ଛକା ମାରିଥିଲେ। ଦୁଇ ଜଣ ଯାକ ଶେଷ ଯାଏ ଅପରାଜିତ ରହି ଚେନ୍ନାଇ ସ୍କୋରକୁ ୧୭୯ରେ ପହଞ୍ଚାଇଥିଲେ। ଜାଡେଜା ୪ଟି ଛକା ସହାୟତାରେ ୧୩ ବଲରେ ୩୩ ରନ୍‌ କରିଥିବା ବେଳେ ରାୟୁଡୁ ୪ଟି ଛକା ଓ ଗୋଟିଏ ଚୌକା ବଳରେ ୪୫ ରନ୍‌ର ଇନିଂସ୍‌ ଖେଳିଛନ୍ତି।

ଦିଲ୍ଲୀ ପକ୍ଷରୁ ନୋର୍ଜେ ୨ଟି ୱିକେଟ ନେଇଥିବା ବେଳେ ଦେଶପାଣ୍ଡେ ଓ ରାବଡା ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story