ରିୟାନ୍‌ ହାରିଶ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଅଷ୍ଟ୍ରେଲିଆର ବୋଲିଂ କୋଚ୍‌

ମଲବର୍ଣ୍ଣ: ଦକ୍ଷିଣ ଅଫ୍ରିକା ଗସ୍ତରେ ଯିବାକୁ ଥିବା ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ର ବୋଲି କୋଚିଂ ଭାବେ ରିୟାନ୍‌ ହାରିଶଙ୍କୁ ନିଯୁକ୍ତି ଦିଆଯାଇଛି। ସେ ମୁଖ୍ୟ କୋଚ୍‌ ଡାରିନ୍‌ ଲେହେମାନ୍‌ଙ୍କ ସହ ମିଶି କାମ କରିବେ। ୩୬ ବର୍ଷୀୟା ହାରିଶ ଆସେସ୍‌ ସିରିଜ୍‌ ସମୟରେ ଆଣ୍ଠୁରେ ଆଘାତ ପାଇ ଅର୍ନ୍ତଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ। ହାରିଶଙ୍କ ବୋଲିଂ ପ୍ରଶିକ୍ଷଣ ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ର ଖଳାଳିଙ୍କୁ ନିଶ୍ଚିତ ସହାୟକ ହେବ।

harris

harris

Rakesh Mallick
  • Published: Friday, 02 September 2016
  • Updated: 02 September 2016, 09:05 PM IST

ମଲବର୍ଣ୍ଣ: ଦକ୍ଷିଣ ଅଫ୍ରିକା ଗସ୍ତରେ ଯିବାକୁ ଥିବା ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ର ବୋଲି କୋଚିଂ ଭାବେ ରିୟାନ୍‌ ହାରିଶଙ୍କୁ ନିଯୁକ୍ତି ଦିଆଯାଇଛି। ସେ ମୁଖ୍ୟ କୋଚ୍‌ ଡାରିନ୍‌ ଲେହେମାନ୍‌ଙ୍କ ସହ ମିଶି କାମ କରିବେ।

୩୬ ବର୍ଷୀୟା ହାରିଶ ଆସେସ୍‌ ସିରିଜ୍‌ ସମୟରେ ଆଣ୍ଠୁରେ ଆଘାତ ପାଇ ଅର୍ନ୍ତଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ। ହାରିଶଙ୍କ ବୋଲିଂ ପ୍ରଶିକ୍ଷଣ ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ର ଖଳାଳିଙ୍କୁ ନିଶ୍ଚିତ ସହାୟକ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story