ରିଓ ଅଲିମ୍ପିକ୍‌: ହାରିଲା ଭାରତୀୟ ମହିଳା ହକି ଦଳ

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଭାରତୀୟ ହକି ଦଳକୁ ଝଟ୍‌କା। ମହିଳା ହକିରେ ଗ୍ରେଟ୍‌ ବ୍ରିଟେନ୍‌ ଠାରୁ ଭାରତୀୟ ଦଳ ପରାସ୍ତ ହୋଇଛି। ଗ୍ରେଟ୍‌ ବ୍ରିଟେନ୍‌ ଠାରୁ ୩-୦ ଗୋଲ୍‌ରେ ହାରି ଯାଇଛି। ପ୍ରଥମ କ୍ୱାର୍ଟର୍‌ରେ କୌଣସି ଗୋଲ୍‌ ହୋଇ ନ ଥିବା ବେଳେ ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟର୍‌ରେ ଗ୍ରେଟ୍‌ ବ୍ରିଟେନ୍‌ ଭାରତକୁ ୩ଟି ଗୋଲ୍‌ ଦେଇଥିଲା। ଭାରତୀୟ ମହିଳା ହକି ଦଳ ପରବର୍ତ୍ତୀ ମ୍ୟାଚ୍‌ରେ ବୁଧବାର ଅଷ୍ଟ୍ରେଲିଆକୁ ଭେଟିବ। ସେହିପରି ପୁରୁଷ ହକିରେ […]

hockey

hockey

Rakesh Mallick
  • Published: Tuesday, 09 August 2016
  • Updated: 09 August 2016, 10:43 AM IST

Sports

Latest News

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଭାରତୀୟ ହକି ଦଳକୁ ଝଟ୍‌କା। ମହିଳା ହକିରେ ଗ୍ରେଟ୍‌ ବ୍ରିଟେନ୍‌ ଠାରୁ ଭାରତୀୟ ଦଳ ପରାସ୍ତ ହୋଇଛି। ଗ୍ରେଟ୍‌ ବ୍ରିଟେନ୍‌ ଠାରୁ ୩-୦ ଗୋଲ୍‌ରେ ହାରି ଯାଇଛି। ପ୍ରଥମ କ୍ୱାର୍ଟର୍‌ରେ କୌଣସି ଗୋଲ୍‌ ହୋଇ ନ ଥିବା ବେଳେ ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟର୍‌ରେ ଗ୍ରେଟ୍‌ ବ୍ରିଟେନ୍‌ ଭାରତକୁ ୩ଟି ଗୋଲ୍‌ ଦେଇଥିଲା।

ଭାରତୀୟ ମହିଳା ହକି ଦଳ ପରବର୍ତ୍ତୀ ମ୍ୟାଚ୍‌ରେ ବୁଧବାର ଅଷ୍ଟ୍ରେଲିଆକୁ ଭେଟିବ।

ସେହିପରି ପୁରୁଷ ହକିରେ ଜର୍ମାନୀଠାରୁ ୨-୧ ଗୋଲ୍‌ରେ ପରାସ୍ତ ହୋଇଛି ଭାରତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story