ରିଓ ଅଲିମ୍ପିକ୍‌: ଫାଇନାଲ୍‌ରେ ହାରିଲେ ଲଳିତା

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଆଜି ଖେଳାଯାଇଥିବା ୩୦୦୦ ମିଟି ଷ୍ଟିପଲ୍ ଚେଜ୍‌ର ଫାଇନାଲ୍‌ରେ ଭାରତର ଲଳିତା ବାବ୍ବର ହାରି ଯାଇଛନ୍ତି। ସେ ୧୦ ନମ୍ବର ସ୍ଥାନରେ ରହିଥିଲେ। ୩୦୦୦ ମିଟର ଅତିକ୍ରମ କରିବାକୁ ସେ ୯ ମିନିଟ୍ ୨୨.୭୪ ସେକେଣ୍ଡ ସମୟ ନେଇଥିଲେ। ସେ ତାଙ୍କ ଜାତୀୟ ରେକର୍ଡଠାରୁ ୩ ସେକେଣ୍ଡ ପଛରେ ରହିଥିଲେ। ଏହି ବର୍ଗରେ ବାହାରିନ୍‌ର ରୁଥ୍ ଜେବେତ ପ୍ରଥମ ସ୍ଥାନ ଅକ୍ତିଆର କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

babbar

babbar

Rakesh Mallick
  • Published: Monday, 15 August 2016
  • Updated: 15 August 2016, 08:36 PM IST

Sports

Latest News

babbarରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଆଜି ଖେଳାଯାଇଥିବା ୩୦୦୦ ମିଟି ଷ୍ଟିପଲ୍ ଚେଜ୍‌ର ଫାଇନାଲ୍‌ରେ ଭାରତର ଲଳିତା ବାବ୍ବର ହାରି ଯାଇଛନ୍ତି। ସେ ୧୦ ନମ୍ବର ସ୍ଥାନରେ ରହିଥିଲେ।

୩୦୦୦ ମିଟର ଅତିକ୍ରମ କରିବାକୁ ସେ ୯ ମିନିଟ୍ ୨୨.୭୪ ସେକେଣ୍ଡ ସମୟ ନେଇଥିଲେ। ସେ ତାଙ୍କ ଜାତୀୟ ରେକର୍ଡଠାରୁ ୩ ସେକେଣ୍ଡ ପଛରେ ରହିଥିଲେ।

ଏହି ବର୍ଗରେ ବାହାରିନ୍‌ର ରୁଥ୍ ଜେବେତ ପ୍ରଥମ ସ୍ଥାନ ଅକ୍ତିଆର କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story