ରିଓ ପାରାଅଲିମ୍ପିକ୍‌ ଅଭିମୁଖେ ଭାରତୀୟ ପ୍ରତିଯୋଗୀ

ନୂଆଦିଲ୍ଲୀ: ସମର ପାରାଅଲିମ୍ପିକ୍‌ ପାଇଁ ବ୍ରାଜିଲର ରିଓ ଡି ଜେନେରିଓ ଅଭିମୁଖେ ଯାତ୍ରା କରିଛନ୍ତି ଭାରତୀୟ ପ୍ରତିଯୋଗୀ। ଆସନ୍ତା ୭ରୁ ୧୮ ତାରିଖ ମଧ୍ୟରେ ହେବାକୁ ଥିବା ଏହି ବିଶ୍ୱ ମହାକୁମ୍ଭରେ ଭାରତ ପକ୍ଷରୁ ମୋଟ୍‌ ୧୭ ଜଣ ପ୍ରତିଯୋଗୀ ଭାଗ ନେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ପ୍ରତିଯୋଗୀଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ଟ୍ୱିଟରରେ କହିଛନ୍ତି। ନିକଟରେ ଶେଷ ହୋଇଥିବା ରିଓ ଅଲିମ୍ପିକ୍‌ରେ ଭାରତକୁ ମାତ୍ର ୨ଟି ପଦକ ମିଳିଥିଲା। ଏହାକୁ […]

para-olimpic

para-olimpic

Rakesh Mallick
  • Published: Thursday, 01 September 2016
  • Updated: 01 September 2016, 03:55 PM IST

Sports

Latest News

ନୂଆଦିଲ୍ଲୀ: ସମର ପାରାଅଲିମ୍ପିକ୍‌ ପାଇଁ ବ୍ରାଜିଲର ରିଓ ଡି ଜେନେରିଓ ଅଭିମୁଖେ ଯାତ୍ରା କରିଛନ୍ତି ଭାରତୀୟ ପ୍ରତିଯୋଗୀ। ଆସନ୍ତା ୭ରୁ ୧୮ ତାରିଖ ମଧ୍ୟରେ ହେବାକୁ ଥିବା ଏହି ବିଶ୍ୱ ମହାକୁମ୍ଭରେ ଭାରତ ପକ୍ଷରୁ ମୋଟ୍‌ ୧୭ ଜଣ ପ୍ରତିଯୋଗୀ ଭାଗ ନେବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ପ୍ରତିଯୋଗୀଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ଟ୍ୱିଟରରେ କହିଛନ୍ତି।

ନିକଟରେ ଶେଷ ହୋଇଥିବା ରିଓ ଅଲିମ୍ପିକ୍‌ରେ ଭାରତକୁ ମାତ୍ର ୨ଟି ପଦକ ମିଳିଥିଲା। ଏହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଥିଲା ବେଳେ ପାରାଅଲିମ୍ପିକ୍‌ ପ୍ରତିଯୋଗୀଙ୍କଠାରୁ ମେଡାଲ ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos