ରିତିକାଙ୍କ ସହିତ ରୋହିତଙ୍କ ନିର୍ବନ୍ଧ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ବ୍ୟାଟ୍ସମ୍ୟାନ ତଥା ଆଇପିଏଲରେ ମୁମ୍ବାଇ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ନିର୍ବନ୍ଧ ସଂପନ୍ନ ହୋଇଛି। ଦୀର୍ଘଦିନର ବାନ୍ଧବୀ ରିତିକା ସାଜଦେହଙ୍କ ସହିତ ତାଙ୍କର ନିର୍ବନ୍ଧ ହୋଇଛି। ନିଜେ ଟ୍ୱିଟ୍ କରି ରୋହିତ ରବିବାର ଦେଇଛନ୍ତି ଏହି ସୂଚନା। ସେ ଟ୍ୱିଟ୍ କରିଛନ୍ତି ଯେ ସବୁଠୁ ଭଲ ସାଙ୍ଗ ରିତିକା ଏବେ ତାଙ୍କର ଜୀବନସାଥୀ ହେବାକୁ ଯାଉଛନ୍ତି। ରିତିକାଙ୍କଠାରୁ ଭଲ ଜୀବନସାଥୀ ପାଇନଥାଆନ୍ତି ବୋଲି ବି କହିଛନ୍ତି ରୋହିତ। ତେବେ କେବେ ବାହାଘର […]

rohitritika

rohitritika

Rakesh Mallick
  • Published: Sunday, 03 May 2015
  • Updated: 03 May 2015, 10:24 AM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ବ୍ୟାଟ୍ସମ୍ୟାନ ତଥା ଆଇପିଏଲରେ ମୁମ୍ବାଇ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ନିର୍ବନ୍ଧ ସଂପନ୍ନ ହୋଇଛି। ଦୀର୍ଘଦିନର ବାନ୍ଧବୀ ରିତିକା ସାଜଦେହଙ୍କ ସହିତ ତାଙ୍କର ନିର୍ବନ୍ଧ ହୋଇଛି। ନିଜେ ଟ୍ୱିଟ୍ କରି ରୋହିତ ରବିବାର ଦେଇଛନ୍ତି ଏହି ସୂଚନା। ସେ ଟ୍ୱିଟ୍ କରିଛନ୍ତି ଯେ ସବୁଠୁ ଭଲ ସାଙ୍ଗ ରିତିକା ଏବେ ତାଙ୍କର ଜୀବନସାଥୀ ହେବାକୁ ଯାଉଛନ୍ତି। ରିତିକାଙ୍କଠାରୁ ଭଲ ଜୀବନସାଥୀ ପାଇନଥାଆନ୍ତି ବୋଲି ବି କହିଛନ୍ତି ରୋହିତ। ତେବେ କେବେ ବାହାଘର ହେବ ସେ ନେଇ ରୋହିତ କିଛି ସୂଚନା ଦେଇ ନାହାନ୍ତି।

ସୁରେଶ ରୈନାଙ୍କ ପଥ ଅନୁସରଣ କରିଛନ୍ତି ରୋହିତ। ଗତ ଏପ୍ରିଲ ୩ ତାରିଖରେ ରୈନା ତାଙ୍କର ପିଲା ଦିନର ସାଙ୍ଗ ପ୍ରିୟଙ୍କା ଚୌଧରୀଙ୍କୁ ବିବାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story