ଫର୍ମକୁ ଫେରିଲେ ହିଟ୍‌ ମ୍ୟାନ୍‌: ଛକାରେ ଯୁବରାଜଙ୍କ ରେକର୍ଡ ଭାଙ୍ଗିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା ସିରିଜରୁ ଫର୍ମ ପାଇଁ ସଂଘର୍ଷ କରୁଥିବା ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଆକର୍ଷଣୀୟ ବ୍ୟାଟିଂ କରି ଫର୍ମ ପାଇଛନ୍ତି। ଏହି ଇଂନିସରେ ରୋହିତ ୬୧ଟି ବଲ୍‌ରୁ ୮୯ ରନ୍‌ ସଂଗ୍ରହ କରିଛନ୍ତି। ଏହି ୮୯ରନର ପାଳିରେ ସେ ୫ଟି ଚୌକା ଓ ୫ଟି ବିଶାଳ ଛକା ମାରିଥିଲେ। ହିଟ୍‌ମ୍ୟାନ୍‌ ନାଁରେ ଜଣାଶୁଣା ରୋହିତ ଶର୍ମା ଏହି ବିସ୍ଫୋରକ ଇଂନିସ ଖେଳିବା ସହ ଯୁବରାଜଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ରୋହିତ ୭୮ […]

18-5

18-5

Ordigital Desk
  • Published: Thursday, 15 March 2018
  • Updated: 15 March 2018, 10:41 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା ସିରିଜରୁ ଫର୍ମ ପାଇଁ ସଂଘର୍ଷ କରୁଥିବା ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଆକର୍ଷଣୀୟ ବ୍ୟାଟିଂ କରି ଫର୍ମ ପାଇଛନ୍ତି। ଏହି ଇଂନିସରେ ରୋହିତ ୬୧ଟି ବଲ୍‌ରୁ ୮୯ ରନ୍‌ ସଂଗ୍ରହ କରିଛନ୍ତି। ଏହି ୮୯ରନର ପାଳିରେ ସେ ୫ଟି ଚୌକା ଓ ୫ଟି ବିଶାଳ ଛକା ମାରିଥିଲେ। ହିଟ୍‌ମ୍ୟାନ୍‌ ନାଁରେ ଜଣାଶୁଣା ରୋହିତ ଶର୍ମା ଏହି ବିସ୍ଫୋରକ ଇଂନିସ ଖେଳିବା ସହ ଯୁବରାଜଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ରୋହିତ ୭୮ ମ୍ୟାଚ୍‌ରୁ ୭୫ଟି ଛକା ମାରି ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ଭାରତୀୟ ଭାବେ ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ଯୁବରାଜଙ୍କ ନାଁରେ ଥିଲା। ଯୁବି ମାତ୍ର ୫୮ ମ୍ୟାଚ୍‌ରେ ୭୪ଟି ଛକା ମାରି ପୂର୍ବରୁ ଏହି ତାଲିକାରେ ପ୍ରଥମ ସ୍ଥାନରେ ଥିଲେ।

ସାରା ବିଶ୍ୱରେ କିନ୍ତୁ ରୋହିତ ଏହି ତାଲିକାରେ ୮ମ ସ୍ଥାନରେ ଅଛନ୍ତି। କ୍ରିସ୍‌ ଗେଲ୍ ଓ  ମାର୍ଟିନ ଗୁପ୍‌ଟିଲ୍‌ ସର୍ବାଧିକ ୧୦୩ଟି ଲେଖାଁଏ ଛକା ମାରି ମିଳିତ ଭାବରେ ପ୍ରଥମ ସ୍ଥାନରେ ଅଛନ୍ତି। ଦ୍ୱିତୀୟରେ ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମ୍ୟାକଲମ୍‌ ଅଛନ୍ତି। ତାଙ୍କର ନାଁରେ ରହିଛି ୯୧ଟି ଛକା। ଅଷ୍ଟ୍ରେଲିଆର ସେନ୍‌ ୱାଟସନ୍‌ ୯୩ ଛକା ମାରି ତୃତୀୟ ସ୍ଥାନରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story