ସୁପର୍‌ ଓଭର୍‌ ପାଇଁ କାହିଁକି ପ୍ରସ୍ତୁତ ହେଉଥିଲେ ରୋହିତ: ଜାଣନ୍ତୁ କାର୍ତ୍ତିକଙ୍କ ବ୍ୟାଟିଂ ଅର୍ଡର ବଦଳିଯିବାର କାରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଫାଇନାଲ୍ ମ୍ୟାଚ୍‌ରେ ଭାରତ ବାଂଲାଦେଶକୁ ୪ ୱିକେଟରେ ହରାଇ ନିଦାହାସ ଟ୍ରଫିକୁ ନିଜ୍‌ ନାଁରେ କରିଛି। ଭାରତ ବିଜୟ ପରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଶେଷ ବଲ୍‌ରେ ଦିନେଶ କାର୍ତ୍ତିକ ଛକା ମାରିବେ ବୋଲି ଚିନ୍ତା କରିନଥିଲେ। ରୋହିତ ଚିନ୍ତା କରୁଥିଲେ ମ୍ୟାଚ୍‌ର ଫଳାଫଳ ପାଇଁ ସୁପର ଓଭର୍‌ ହେବ। ଏଥିପାଇଁ ସେ ପ୍ୟାଡ୍‌ଅପ୍‌ ହେଉଥିଲେ। ସୁପର୍‌ ଓଭର ପାଇଁ ପ୍ରସ୍ତୁତ ହେଉଥିବା ସମୟରେ କାର୍ତ୍ତିକ ମଧ୍ୟ ତାଙ୍କ ସହ ପଡ଼ିଆରେ ରହିବେ […]

rohit_190318-065848-589x400

rohit_190318-065848-589x400

Ordigital Desk
  • Published: Tuesday, 20 March 2018
  • Updated: 20 March 2018, 01:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଫାଇନାଲ୍ ମ୍ୟାଚ୍‌ରେ ଭାରତ ବାଂଲାଦେଶକୁ ୪ ୱିକେଟରେ ହରାଇ ନିଦାହାସ ଟ୍ରଫିକୁ ନିଜ୍‌ ନାଁରେ କରିଛି। ଭାରତ ବିଜୟ ପରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଶେଷ ବଲ୍‌ରେ ଦିନେଶ କାର୍ତ୍ତିକ ଛକା ମାରିବେ ବୋଲି ଚିନ୍ତା କରିନଥିଲେ। ରୋହିତ ଚିନ୍ତା କରୁଥିଲେ ମ୍ୟାଚ୍‌ର ଫଳାଫଳ ପାଇଁ ସୁପର ଓଭର୍‌ ହେବ। ଏଥିପାଇଁ ସେ ପ୍ୟାଡ୍‌ଅପ୍‌ ହେଉଥିଲେ। ସୁପର୍‌ ଓଭର ପାଇଁ ପ୍ରସ୍ତୁତ ହେଉଥିବା ସମୟରେ କାର୍ତ୍ତିକ ମଧ୍ୟ ତାଙ୍କ ସହ ପଡ଼ିଆରେ ରହିବେ ବୋଲି ସେ ମନେମନେ ସ୍ଥିର କରିଥିଲେ। ସେ କହିଛନ୍ତି ଯେ ତାଙ୍କୁ ଭରସା ଥିଲେ କାର୍ତ୍ତିକ ଶେଷ ବଲରେ ଚୌକା ମାରିବେ ଏବଂ ସେଥିପାଇଁ ସେ ସୁପର ଓଭର ପାଇଁ ପ୍ରସ୍ତୁତ ହେଉଥିଲେ। କିନ୍ତୁ କାର୍ତ୍ତିକ ଶେଷ ବଲ୍‌ରେ ଛକା ମାରି ମ୍ୟାଚ୍‌ ଜିତାଇଦେଇଥିଲେ।

କାର୍ତ୍ତିକଙ୍କୁ ଫାଇନାଲ ମ୍ୟାଚରେ ୭ ନମ୍ବରେ ଖେଳିବା ପାଇଁ ନିଷ୍ପତି ନିଆଯାଇଲା ଏବଂ ତାଙ୍କ ଉପରକୁ ୬ ନମ୍ବର ସ୍ଥାନରେ ବିଜୟ ଶଙ୍କରଙ୍କୁ ଖେଳିବା ପାଇଁ ସୁଯୋଗ ଦିଆ।ଯାଇଥିଲା। ଏହି ନିଷ୍ପତ୍ତି ରୋହତିଙ୍କର ହିଁ ଥିଲା ବୋଲି ସେ ଖୁଲାସା କରିଛନ୍ତି। ସେ କହିଛନ୍ତି କାର୍ତ୍ତିକ ଏଭଳି ଜଣେ ବ୍ୟାଟ୍ସମ୍ୟାନ୍‌ ତାଙ୍କୁ ଯେଉଁ ନମ୍ବରରେ ଖେଳିବାକୁ କୁହାଯିବ ସେ ସେହି ସ୍ଥାନରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିପାରିବେ। ତେଣୁ ଫାଇନାଲ୍‌ ମ୍ୟାଚ୍‌ରେ ଶେଷ ଓଭରରେ ତାଙ୍କର ଆବଶ୍ୟକତା ଅଧିକ ଥିବା ଜାଣି ତାଙ୍କୁ ୭ ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏବଂ ଏହି ନମ୍ବରରେ ସେ ଆକର୍ଷଣୀୟ ବ୍ୟାଟିଂ କରି ଭାରତକୁ ଜିତାଇପାରିଲେ ବୋଲି ରୋହିତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story