‘ଶ୍ରେଷ୍ଠ ପାଞ୍ଚ’ରେ ରୋହିତ  

ନୂଆଦିଲ୍ଲୀ:  ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ କ୍ୟାରିୟର ତୃତୀୟ ଦ୍ୱିଶତକ ମାରିଥିବା ରୋହିତ ଶର୍ମାଙ୍କ ପାଇଁ ଆଉ ଏକ ଖୁସି ଖବର। ଆଇସିସି ଦ୍ୱାରା ସଦ୍ୟ ପ୍ରକାଶିତ ଦିନିକିଆ ଅନ୍ତର୍ଜାତୀୟ ବ୍ୟାଟ୍‌ସମ୍ୟାନ୍‌ ମାନ୍ୟତା ତାଲିକାର ପଞ୍ଚମ ସ୍ଥାନରେ ସେ ରହିଛନ୍ତି। ଏହା ପୂର୍ବରୁ ସେ ସପ୍ତମ ସ୍ଥାନରେ ଥିଲେ। ମୋହାଲିରେ ଶ୍ରୀଲଙ୍କା ବିପକ୍ଷରେ ୨୦୮ ରନ୍ କରିବା ପରେ ସେ କ୍ୟାରିୟରର ସର୍ବାଧିକ ୮୨୫ ପଏଣ୍ଟରେ ପହଞ୍ଚି ଯାଇଥିଲେ। ସେ ପ୍ରଥମ ଥର ପାଇଁ ୮୦୦ […]

Rohit

Rohit

Ordigital Desk
  • Published: Monday, 18 December 2017
  • Updated: 18 December 2017, 05:37 PM IST

Sports

Latest News

ନୂଆଦିଲ୍ଲୀ:  ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ କ୍ୟାରିୟର ତୃତୀୟ ଦ୍ୱିଶତକ ମାରିଥିବା ରୋହିତ ଶର୍ମାଙ୍କ ପାଇଁ ଆଉ ଏକ ଖୁସି ଖବର। ଆଇସିସି ଦ୍ୱାରା ସଦ୍ୟ ପ୍ରକାଶିତ ଦିନିକିଆ ଅନ୍ତର୍ଜାତୀୟ ବ୍ୟାଟ୍‌ସମ୍ୟାନ୍‌ ମାନ୍ୟତା ତାଲିକାର ପଞ୍ଚମ ସ୍ଥାନରେ ସେ ରହିଛନ୍ତି। ଏହା ପୂର୍ବରୁ ସେ ସପ୍ତମ ସ୍ଥାନରେ ଥିଲେ। ମୋହାଲିରେ ଶ୍ରୀଲଙ୍କା ବିପକ୍ଷରେ ୨୦୮ ରନ୍ କରିବା ପରେ ସେ କ୍ୟାରିୟରର ସର୍ବାଧିକ ୮୨୫ ପଏଣ୍ଟରେ ପହଞ୍ଚି ଯାଇଥିଲେ। ସେ ପ୍ରଥମ ଥର ପାଇଁ ୮୦୦ ପଏଣ୍ଟ ଅତିକ୍ରମ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ସିରିଜ୍ ଶେଷ ପରେ ସେ ୮୧୬ ପଏଣ୍ଟରେ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story