ରୋହିତ ଶୂନ, ରାହୁଲ ୧୩୧: ଟିମ୍‌ ଇଣ୍ଡିଆର ଓପନରଙ୍କୁ ନେଇ ପୁଣି ଦ୍ୱନ୍ଦ୍ୱ

ବେଙ୍ଗାଲୁରୁ: ଟିମ୍‌ ଇଣ୍ଡିଆର ଟେଷ୍ଟ ଓପନର କେଏଲ ରାହୁଲ ତାଙ୍କ ସମାଲୋଚକ ମାନଙ୍କୁ ବ୍ୟାଟ୍‌ରେ ଜବାବ ଦେଇଛନ୍ତି। ଖରାପ ଫର୍ମ ପାଇଁ ରାହୁଲଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସ୍କ୍ୱାଡ୍‌ରୁ ବାଦ୍‌ ଦିଆଯାଇଛି। ତାଙ୍କ ବଦଳରେ ରୋହିତ ଶର୍ମା ଏବେ ସୀମିତ ଓଭର ଭଳି ଟେଷ୍ଟରେ ମଧ୍ୟ ଓପନିଂ କରିବେ। ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ଅଭ୍ୟାସ୍‌ ମ୍ୟାଚ୍‌ରେ ରୋହିତ ମାତ୍ର ଦୁଇଟି ବଲ ଖେଳି ଶୂନରେ ଆଉଟ୍‌ ହେବା, ଟିମ୍‌କୁ ଚିନ୍ତାରେ ପକାଇ ଦେଇଛି। ସେହିପରି […]

e

e

Hemant Lenka
  • Published: Saturday, 28 September 2019
  • Updated: 28 September 2019, 04:09 PM IST

Sports

Latest News

ବେଙ୍ଗାଲୁରୁ: ଟିମ୍‌ ଇଣ୍ଡିଆର ଟେଷ୍ଟ ଓପନର କେଏଲ ରାହୁଲ ତାଙ୍କ ସମାଲୋଚକ ମାନଙ୍କୁ ବ୍ୟାଟ୍‌ରେ ଜବାବ ଦେଇଛନ୍ତି। ଖରାପ ଫର୍ମ ପାଇଁ ରାହୁଲଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସ୍କ୍ୱାଡ୍‌ରୁ ବାଦ୍‌ ଦିଆଯାଇଛି। ତାଙ୍କ ବଦଳରେ ରୋହିତ ଶର୍ମା ଏବେ ସୀମିତ ଓଭର ଭଳି ଟେଷ୍ଟରେ ମଧ୍ୟ ଓପନିଂ କରିବେ।

ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ଅଭ୍ୟାସ୍‌ ମ୍ୟାଚ୍‌ରେ ରୋହିତ ମାତ୍ର ଦୁଇଟି ବଲ ଖେଳି ଶୂନରେ ଆଉଟ୍‌ ହେବା, ଟିମ୍‌କୁ ଚିନ୍ତାରେ ପକାଇ ଦେଇଛି।

ସେହିପରି କେଏଲ ରାହୁଲ କେରଳ ବିପକ୍ଷ ବିଜୟ ହଜାରେ ଟ୍ରଫିରେ ୧୩୧ ରନ୍‌ର ବିସ୍ଫୋରକ ଇନିଂସ୍‌ ଖେଳି ରୋହିତଙ୍କ ଟେଷ୍ଟ ଖେଳିବା ସ୍ୱପ୍ନକୁ ପୁଣିଥରେ ସନ୍ଦେହ ଘେରକୁ ଠେଲି ଦେଇଛନ୍ତି।

ରାହୁଲ ତାଙ୍କ ଶତକୀୟ ଇନିଂସରେ ୧୦ଟି ଚୌକା ଓ ୪ଟି ଛକା ମାରିଛନ୍ତି। ରାହୁଲ ୧୨୨ ବଲରେ ୧୩୧ ରନ୍‌ର ଇନିଂସ୍‌ ଖେଳିବାରୁ କର୍ଣ୍ଣାଟକା ୪୯.୫ ଓଭର୍‌ରେ ୨୯୪ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି।

କେରଳ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ସନ୍ଦୀପ ୱାରିୟର ୩୦ ରନ୍‌ ମଧ୍ୟରେ କର୍ଣ୍ଣାଟକାର ଦୁଇ ଜଣ ବ୍ୟାଟସ୍‌ମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ହେଲେ ରାହୁଲ ଓ ଅଧିନାୟକ ମନୀଷ ପାଣ୍ଡେ(୫୦) ୩ୟ ୱିକେଟ୍‌ ପାଇଁ ୮୪ ରନ୍‌ ଯୋଡ଼ି କର୍ଣ୍ଣାଟକା ସ୍ଥିତିକୁ ମଜଭୂତ କରିଥିଲେ। ରାହୁଲଙ୍କୁ ଆଇପିଏଲ ହିରୋ ଶ୍ରେୟସ ଗୋପାଲ(୩୧) ଭରପୂର ସହଯୋଗ କରିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାହୁଲ ଆଜି ଶତକ ମାରିଥିବା ବେଳେ ତାଙ୍କ ବଦଳରେ ଟେଷ୍ଟ ଟିମ୍‌ର ଓପନର ଭାବେ ସାମିଲ ହୋଇଥିବା ରୋହିତ ଶର୍ମା ଶୂନରେ ଆଉଟ ହୋଇଛନ୍ତି। ବିଜୟନଗରମ ଠାରେ ଦକ୍ଷିଣ ଆଫ୍ରିକା ଓ ବୋର୍ଡ ସଭାପତି ଏକାଦଶ ମଧ୍ୟରେ ୪ ଦିନିଆ ଅଭ୍ୟାସ ମ୍ୟାଚ୍ ଚାଲିଛି।

ବୋର୍ଡ ସଭାପତି ଏକାଦଶର ନେତୃତ୍ୱ ରୋହିତ ନେଉଛନ୍ତି। ହେଲେ ଦକ୍ଷିଣ ଆଫ୍ରିକା ୨୭୯ରେ ପାଳି ଘୋଷଣା କରିବା ପରେ ରୋହିତ ମାତ୍ର ଦୁଇଟି ବଲ ଖେଳି ଶୂନରେ ପ୍ୟାଭିଲିୟନ ଫେରିଛନ୍ତି।

ଅକ୍ଟୋବର ୨ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ। ଏହାପୂର୍ବରୁ ରୋହିତଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ପୁଣିଥରେ ଟିମ୍‌ ଇଣ୍ଡିଆର ଓପନିଂ କମ୍ବିନେସନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ରାହୁଲ ୱେଷ୍ଟଇଣ୍ଡିଜ ବିପକ୍ଷ ୨ଟି ଯାକ ଟେଷ୍ଟ ମ୍ୟାଚ୍‌ରେ ଆଦୌ ଭଲ ପ୍ରଦର୍ଶନ କରି ନଥିଲେ। ଏଥିପାଇଁ ତାଙ୍କୁ ଟେଷ୍ଟ ସ୍କ୍ୱାଡ୍‌ରୁ ବାଦ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story