ପ୍ରଥମ ଭାରତୀୟ ଭାବେ ଏସିଆନ୍‌ କାର୍ଟିଂ ଜିତିଲେ ଶାହାନ୍‌

ସେପାଙ୍ଗ ସର୍କିଟ (ମାଲେସିଆ): ଇତିହାସ ରଚିଛନ୍ତି ଭାରତୀୟ ଯୁବ ରେସର ଶାହାନ୍‌ ଅଲ୍ଲୀ ମହସୀନ୍‌। ସେ ଆଜି ପ୍ରଥମ ଭାରତୀୟ ଭାବେ ଏସିଆନ୍‌ କାର୍ଟିଂ ଚାମ୍ପିଅନ୍‌ସିପ୍‌କୁ ଜିତିନେଇଛନ୍ତି। ଖାଦ୍ୟରେ ବିଷକ୍ରିୟା ହେବା କାରଣରୁ ଫାଇନାଲ ସପ୍ତାହର ୨ ଦିନ ଟ୍ରାକ୍‌ ମିସ୍‌ କରିଥିବା ଏହି ୧୨ ବର୍ଷୀୟ କିଶୋର ଜଣକ ଆଜି ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏସିଆନ୍‌ କାର୍ଟିଂ ଚାମ୍ପିଅନ୍‌ସିପ୍‌ ଟାଇଟଲ ଜିତି ନେଇଛନ୍ତି। ଆଗକୁ ହେବାକୁ ଥିବା ଜେକେ […]

Round-3-Asia-winner-Shahan-Ali-Mohsin

Round-3-Asia-winner-Shahan-Ali-Mohsin

Rakesh Mallick
  • Published: Monday, 05 September 2016
  • Updated: 05 September 2016, 06:57 PM IST

Sports

Latest News

ସେପାଙ୍ଗ ସର୍କିଟ (ମାଲେସିଆ): ଇତିହାସ ରଚିଛନ୍ତି ଭାରତୀୟ ଯୁବ ରେସର ଶାହାନ୍‌ ଅଲ୍ଲୀ ମହସୀନ୍‌। ସେ ଆଜି ପ୍ରଥମ ଭାରତୀୟ ଭାବେ ଏସିଆନ୍‌ କାର୍ଟିଂ ଚାମ୍ପିଅନ୍‌ସିପ୍‌କୁ ଜିତିନେଇଛନ୍ତି।

ଖାଦ୍ୟରେ ବିଷକ୍ରିୟା ହେବା କାରଣରୁ ଫାଇନାଲ ସପ୍ତାହର ୨ ଦିନ ଟ୍ରାକ୍‌ ମିସ୍‌ କରିଥିବା ଏହି ୧୨ ବର୍ଷୀୟ କିଶୋର ଜଣକ ଆଜି ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏସିଆନ୍‌ କାର୍ଟିଂ ଚାମ୍ପିଅନ୍‌ସିପ୍‌ ଟାଇଟଲ ଜିତି ନେଇଛନ୍ତି।

ଆଗକୁ ହେବାକୁ ଥିବା ଜେକେ ଟାୟାର ନ୍ୟାସନାଲ ରୋଟାକ୍ସ ମ୍ୟାକ୍ସ କାର୍ଟିଂ ଚାମ୍ପିଅନ୍‌ସିପ୍‌ ଜିତିବାକୁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି। ଆସନ୍ତା ୨୫ ତାରିଖରେ ହେବ ଏହାର ଫାଇନାଲ ରାଉଣ୍ଡ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story