ସ୍ୱପ୍ନ ପଛରେ ଦୌଡୁଥିବା ଓଡ଼ିଆ ଖେଳାଳିଙ୍କ ଫ୍ୟାନ୍ ହେଲେ ସଚିନ: ଟ୍ୱିଟ୍ କରି ସିରିଶାଙ୍କୁ ଦେଲେ ସାବାସି
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଭିନ୍ନ ଘାତ ପ୍ରତିଘାତ ସତ୍ତ୍ୱେ ଭଲିବଲରେ ନିଜ ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ଖେଳାଳି ସିରିଶା କରମୀଙ୍କୁ ପ୍ରଶଂସା କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର। ସଚିନ୍ ଟ୍ୱିଟ୍ କରି ଲେଖିଛନ୍ତି, କ୍ରୀଡ଼ା ମାଧ୍ୟମରେ ପ୍ରଥମେ ନିଜ ମା’ଙ୍କୁ ପରେ  ଗାଁ, ରାଜ୍ୟ ଓ ପୁରା ଦେଶକୁ ସାହାଯ୍ୟ କରିବା ପାଇଁ ସିରିଶା ସ୍ୱପ୍ନ ଦେଖିଛନ୍ତି। ତେଣୁ ସିରିଶାଙ୍କୁ ନେଇ ଆମେ ଗର୍ବିତ।
ଅନ୍ତର୍ଜାତୀୟ କନ୍ୟା ଶିଶୁ ଦିବସ ପୂର୍ବରୁ ୟୁନିସେଫ୍ ୟୁଟ୍ୟୁବରେ ସିରିଶାଙ୍କ ଏକ ଭିଡିଓ ଅପଲୋଡ୍ କରିବା ପରେ ସଚିନ ଏହି ଟ୍ୱିଟ୍ କରିଛନ୍ତି। ଭିଡିଓରେ ସିରିଶା ନିଜ ବିଷୟରେ କହୁଛନ୍ତି ସେ ଭଲିବଲରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରି ୧୨ଟି ରାଜ୍ୟ ବିରୋଧରେ ଖେଳିଛନ୍ତି।
Ordigital Desk
• Published: Tuesday, 10 October 2017
• Updated: 10 October 2017, 07:12 PM IST
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଭିନ୍ନ ଘାତ ପ୍ରତିଘାତ ସତ୍ତ୍ୱେ ଭଲିବଲରେ ନିଜ ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ଖେଳାଳି ସିରିଶା କରମୀଙ୍କୁ ପ୍ରଶଂସା କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର। ସଚିନ୍ ଟ୍ୱିଟ୍ କରି ଲେଖିଛନ୍ତି, କ୍ରୀଡ଼ା ମାଧ୍ୟମରେ ପ୍ରଥମେ ନିଜ ମା’ଙ୍କୁ ପରେ  ଗାଁ, ରାଜ୍ୟ ଓ ପୁରା ଦେଶକୁ ସାହାଯ୍ୟ କରିବା ପାଇଁ ସିରିଶା ସ୍ୱପ୍ନ ଦେଖିଛନ୍ତି। ତେଣୁ ସିରିଶାଙ୍କୁ ନେଇ ଆମେ ଗର୍ବିତ।
ଅନ୍ତର୍ଜାତୀୟ କନ୍ୟା ଶିଶୁ ଦିବସ ପୂର୍ବରୁ ୟୁନିସେଫ୍ ୟୁଟ୍ୟୁବରେ ସିରିଶାଙ୍କ ଏକ ଭିଡିଓ ଅପଲୋଡ୍ କରିବା ପରେ ସଚିନ ଏହି ଟ୍ୱିଟ୍ କରିଛନ୍ତି। ଭିଡିଓରେ ସିରିଶା ନିଜ ବିଷୟରେ କହୁଛନ୍ତି ସେ ଭଲିବଲରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରି ୧୨ଟି ରାଜ୍ୟ ବିରୋଧରେ ଖେଳିଛନ୍ତି।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos