ନୂଆଦିଲ୍ଲୀ: ଡବ୍ଲ୍ୟୁଟିଏ ମହିଳା ଡବଲ୍ସ ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ଭାରତର ଟେନିସ୍ ଷ୍ଟାର ସାନିଆ ମିର୍ଜା। ଟୋକିଓରେ ସେ ତାଙ୍କ ଯୋଡି ବାର୍ବୋରା ସ୍ତିରିକୋଭାଙ୍କ ସହ ମିଶି ନିକଟରେ ପାନ୍ ପେସିଫିକ୍ ଓପନ୍ ଟାଇଟଲ ହାତେଇଛନ୍ତି।
ସାନିଆ ୨୨ଟି ଟୁର୍ଣ୍ଣାମେଣ୍ଟ ଖେଳି ୯୭୩୦ ପଏଣ୍ଟ ପାଇ ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ସ୍ୱିଜରଲାଣ୍ଡର ମାର୍ଟିନା ହିଙ୍ଗିସ୍ ୨୧ଟି ଟୁର୍ଣ୍ଣାମେଣ୍ଟ ଖେଳି ୯୭୨୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୨୪ ଘଣ୍ଟା ଭିତରେ ମାରିଦେବୁ, ସାଂସଦଙ୍କୁ ପୁଣି ହତ୍ୟା ଧମକ
ଏହି ଧମକପୂର୍ଣ୍ଣ ମେସେଜ ମିଳିବା ପରେ ପୂର୍ଣ୍ଣିଆରେ ସାଂସଦଙ୍କ ବାସଭବନର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।
Viral
ମଦ ପିଇଥିବାରୁ ବରଯାତ୍ରୀଙ୍କୁ ଚିହ୍ନି ପାରିଲେନି, ଖୁଣ୍ଟିରେ ବାନ୍ଧି ପ୍ରବଳ ପିଟିଲେ ଗାଁ ଲୋକ
ବରଯାତ୍ରୀରେ ମଦପିଇ ଯିବା ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।
National
ବାଂଲାଦେଶୀଙ୍କ ଚିକିତ୍ସା କରିବୁନି, ମନା କଲେ ଡାକ୍ତର
କୋଲକାତାର ଉତ୍ତର ଭାଗରେ ଥିବା ମାଣିକତଲାରେ ଅବସ୍ଥିତ ଜେଏନ୍ ରେ ହସ୍ପିଟାଲ୍ର ଡାକ୍ତରମାନେ ବାଂଲାଦେଶୀ ରୋଗୀଙ୍କୁ ଚିକିତ୍ସା ଯୋଗାଇବାକୁ ମନା କରି ଦେଇଛନ୍ତି।
National
ରେଲଓ୍ୱେ ଷ୍ଟେସନରେ ଲାଗିଲା ନିଆଁ, ଜଳିଗଲା ୨୦୦ ବାଇକ୍
ରେଲଓ୍ୱେ ଷ୍ଟେସନର ପ୍ଲାଟଫର୍ମ ନମ୍ବର-୧ରେ ଥିବା ପାର୍କିଂରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ହଠାତ୍ ସର୍ଟ ସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା ସୂଚନା ମିଳିଛି।