ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଏଠାରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଉଛି। ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବାଂଲାଦେଶକୁ ପ୍ରଥମ ଓଭରରେ ବଡ଼ ସଫଳତା ମିଳିଛି। ଭାରତୀୟ ଦଳର କ୍ୟାପଟେନ୍ ରୋହିତ୍ ଶର୍ମା ମାତ୍ର ୯ ରନ୍ କରି ପ୍ରତିପକ୍ଷ ଦଳର ପେସ୍ ବୋଲର ସାଫିଉଲ୍ ଇସଲାମଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ।
ରୋହିତ୍ ମ୍ୟାଚର ପ୍ରଥମ ବଲରେ ଚୌକା ମାରି ଶୁଭାରମ୍ଭ କରିଥିଲେ। ଏହା ପରେ ପଞ୍ଚମ ବଲରେ ଆଉ ଏକ ଚୌକା ମାରି ଭାରତକୁ ଭଲ ଆରମ୍ଭ ଦେଇଥିଲେ। କିନ୍ତୁ ପ୍ରଥମ ଓଭରର ଅନ୍ତିମ ବଲରେ ଭିତରକୁ ଆସୁଥିବା ବଲକୁ ରୋହିତ୍ ବୁଝିପାରି ନଥିଲେ ଏବଂ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ।
ତାଙ୍କ ସହ ଇନିଂସ୍ ଓପନ୍ କରିଥିବା ଶିଖର ଧୱନ୍ ଏବଂ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଲୋକେଶ ରାହୁଲ୍ ବ୍ୟାଟିଂ କରୁଛନ୍ତି। ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୪ ଓଭରରେ ୧ ୱିକେଟ୍ ହରାଇ ୨୨ ରନ୍ କରିଛି। ଧୱନ୍ ୫ ଓ ରାହୁଲ ୮ ରନରେ ବ୍ୟାଟିଂ କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ବାଜପେୟୀଙ୍କ ସ୍ମୃତିପୀଠରେ ‘ରଘୁପତି ରାଘବ’କୁ ନେଇ ବିବାଦ: ସରି କହିଲେ ସିଙ୍ଗର୍
କାର୍ଯ୍ୟକ୍ରମ ବେଳେ ଗାୟିକା ଦେବୀ ଷ୍ଟେଜ ଉପରେ ମହାତ୍ମା ଗାନ୍ଧିଙ୍କ ସହ ଜଡ଼ିତ ରଘୁପତି ରାଘବ ରାଜା ରାମ ଗୀତ ଗାଇବା ଆରମ୍ଭ କରିଥିଲେ। ତେବେ ଏହାକୁ ସେଠାରେ ଉପସ୍ଥିତ କିଛି ଲୋକ ବିରୋଧ କରିଥିଲେ।
National
କିନ୍ନରଙ୍କୁ ପ୍ରେମ ବିବାହ କରିବାକୁ ନିଷ୍ପତ୍ତି ନେଲା ପୁଅ, ଜୀବନ ହାରିଦେଲେ ବାପା-ମା’
ଘରର ଏକମାତ୍ର ପୁଅର ଏପରି କିନ୍ନର ପ୍ରେମକୁ ବାପା ମା’ ବିରୋଧ କରିଥିଲେ। ସେମାନେ ପୁଅକୁ ବୁଝାସୁଝା ମଧ୍ୟ କରିଥିଲେ।
National
ସେଲେବ୍ରିଟିମାନେ ଫ୍ୟାନ୍ମାନଙ୍କୁ ନିୟନ୍ତ୍ରଣରେ ରଖିବା ଦରକାର: ରେବନ୍ତ ରେଡ୍ଡୀ
ଅଲ୍ଲୁ ଅର୍ଜୁନଙ୍କ ବାପା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ଭେଟିଛନ୍ତି। ତାଙ୍କ ସହ ଟଲିଉଡ ଇଣ୍ଡଷ୍ଟ୍ରିର ଅଧିକାଂଶ କଳାକାର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି।
National
ଅଳ୍ପକେ ବର୍ତ୍ତିଲେ ଶିଶୁ, ହେଲିକପ୍ଚର ରାଇଡ୍ ଚାଲିଥିବା ସମୟରେ ଖୋଲିଗଲା ଡୋର୍
ମେଳାରେ ଛୋଟ ପିଲାଙ୍କ ପାଇଁ ଉର୍ଦ୍ଧିଷ୍ଟ ଥିବା ହେଲିକପ୍ଚର ରାଇଡ ଚାଲିଥିବା ସମୟରେ ଖୋଲିଗଲା ଡୋର୍।
National
ନିର୍ବାଚନ ପୂର୍ବରୁ ଫାଟ, 'ଇଣ୍ଡି ବ୍ଲକ୍'ରୁ କଂଗ୍ରେସକୁ ଆଉଟ୍ କରିବାକୁ ଚାହୁଁଛି ଆପ୍
ଦିଲ୍ଲୀ ନିର୍ବଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ଇଣ୍ଡିଆ ମେଣ୍ଟରୁ କଂଗ୍ରେସକୁ ବାହାର କରିବାକୁ ଚାହୁଁଛି। ଏଥିପାଇଁ ସେ ଅନ୍ୟ ଦଳ ସହ କଥା ହେବ।