ବାଂଲାଦେଶକୁ ପ୍ରାରମ୍ଭିକ ସଫଳତା, ରୋହିତ୍ ଆଉଟ୍

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଏଠାରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଉଛି। ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବାଂଲାଦେଶକୁ ପ୍ରଥମ ଓଭରରେ ବଡ଼ ସଫଳତା ମିଳିଛି। ଭାରତୀୟ ଦଳର କ୍ୟାପଟେନ୍ ରୋହିତ୍ ଶର୍ମା ମାତ୍ର ୯ ରନ୍ କରି ପ୍ରତିପକ୍ଷ ଦଳର ପେସ୍ ବୋଲର ସାଫିଉଲ୍‌ ଇସଲାମଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ରୋହିତ୍ ମ୍ୟାଚର ପ୍ରଥମ ବଲରେ ଚୌକା ମାରି ଶୁଭାରମ୍ଭ କରିଥିଲେ। ଏହା ପରେ ପଞ୍ଚମ […]

india

india

Ranjit Kumar Jena
  • Published: Sunday, 03 November 2019
  • Updated: 03 November 2019, 07:23 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଏଠାରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଉଛି। ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବାଂଲାଦେଶକୁ ପ୍ରଥମ ଓଭରରେ ବଡ଼ ସଫଳତା ମିଳିଛି। ଭାରତୀୟ ଦଳର କ୍ୟାପଟେନ୍ ରୋହିତ୍ ଶର୍ମା ମାତ୍ର ୯ ରନ୍ କରି ପ୍ରତିପକ୍ଷ ଦଳର ପେସ୍ ବୋଲର ସାଫିଉଲ୍‌ ଇସଲାମଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ।

ରୋହିତ୍ ମ୍ୟାଚର ପ୍ରଥମ ବଲରେ ଚୌକା ମାରି ଶୁଭାରମ୍ଭ କରିଥିଲେ। ଏହା ପରେ ପଞ୍ଚମ ବଲରେ ଆଉ ଏକ ଚୌକା ମାରି ଭାରତକୁ ଭଲ ଆରମ୍ଭ ଦେଇଥିଲେ। କିନ୍ତୁ ପ୍ରଥମ ଓଭରର ଅନ୍ତିମ ବଲରେ ଭିତରକୁ ଆସୁଥିବା ବଲକୁ ରୋହିତ୍ ବୁଝିପାରି ନଥିଲେ ଏବଂ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ।

ତାଙ୍କ ସହ ଇନିଂସ୍ ଓପନ୍ କରିଥିବା ଶିଖର ଧୱନ୍ ଏବଂ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଲୋକେଶ ରାହୁଲ୍ ବ୍ୟାଟିଂ କରୁଛନ୍ତି। ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୪ ଓଭରରେ ୧ ୱିକେଟ୍‌ ହରାଇ ୨୨ ରନ୍ କରିଛି। ଧୱନ୍ ୫ ଓ ରାହୁଲ ୮ ରନରେ ବ୍ୟାଟିଂ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story