ହଙ୍ଗେରୀ ଓପନ୍‌: ରୌପ୍ୟ ଜିତିଲେ ଶରତ ଓ ସାଥୀୟାନ୍‌

ବୁଡାପେଷ୍ଟ: ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ଅଚନ୍ତା ଶରତ କମଲ୍ ଓ ଜି. ସାଥୀୟାନ୍ ଚଳିତ ଆଇଟିଟିଏଫ୍ ୱାର୍ଲ୍ଡ ଟୁର୍ ହଙ୍ଗେରୀ ଓପନର ଫାଇନାଲରେ ଜର୍ମାନୀ ଯୋଡ଼ି ବେନେଡିକ୍ଟ ଡୁଡା ଓ ପ୍ୟାଟ୍ରିକ୍ ଫ୍ରାଞ୍ଜିସ୍କାଙ୍କ ନିକଟରୁ ହାରି ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ଭାରତୀୟ ଯୋଡ଼ି ଟାଇଟଲ୍ ମୁକାବିଲାରେ ଜବରଦସ୍ତ ଖେଳ ଦେଖାଇଥିଲେ ହେଁ, ୧-୩ (୫-୧୧, ୯-୧୧, ୧୧-୮, ୯-୧୧)ରେ ହାରିଯାଇଥିଲେ। ଏହା ପୂର୍ବରୁ ଶରତ ଓ ସାଥୀୟାନଙ୍କ ଯୋଡ଼ି ସେମିଫାଇନାଲରେ ହଂକଂର ହୋ […]

tt

tt

Ranjit Kumar Jena
  • Published: Sunday, 23 February 2020
  • Updated: 23 February 2020, 06:17 PM IST

Sports

Latest News

ବୁଡାପେଷ୍ଟ: ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ଅଚନ୍ତା ଶରତ କମଲ୍ ଓ ଜି. ସାଥୀୟାନ୍ ଚଳିତ ଆଇଟିଟିଏଫ୍ ୱାର୍ଲ୍ଡ ଟୁର୍ ହଙ୍ଗେରୀ ଓପନର ଫାଇନାଲରେ ଜର୍ମାନୀ ଯୋଡ଼ି ବେନେଡିକ୍ଟ ଡୁଡା ଓ ପ୍ୟାଟ୍ରିକ୍ ଫ୍ରାଞ୍ଜିସ୍କାଙ୍କ ନିକଟରୁ ହାରି ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ଭାରତୀୟ ଯୋଡ଼ି ଟାଇଟଲ୍ ମୁକାବିଲାରେ ଜବରଦସ୍ତ ଖେଳ ଦେଖାଇଥିଲେ ହେଁ, ୧-୩ (୫-୧୧, ୯-୧୧, ୧୧-୮, ୯-୧୧)ରେ ହାରିଯାଇଥିଲେ।

ଏହା ପୂର୍ବରୁ ଶରତ ଓ ସାଥୀୟାନଙ୍କ ଯୋଡ଼ି ସେମିଫାଇନାଲରେ ହଂକଂର ହୋ କ୍ୱାନ୍ କିଟ୍ ଓ ୱଙ୍ଗ୍ ଚୁନ୍ ଟିଙ୍ଗଙ୍କୁ ୩-୨ରେ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲେ। ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ଶରତଙ୍କ ଏହାର ଦ୍ୱିତୀୟ ପଦକ। ଏହା ପୂର୍ବରୁ ସେ ମନିକା ବାତ୍ରାଙ୍କ ସହ ମିଶି ମିକ୍ସଡ୍ ଡବଲ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ।

ହାବ୍ୟତୀତ ସ୍ୱିଡେନର ଓରେବ୍ରୋରେ ଚାଲିଥିବା ସ୍ୱିଡିଶ ଜୁନିୟର ଏବଂ କ୍ୟାଡେଟ୍ ଓପନରେ ଚେନ୍ନାଇର ମାଥାନ ରାଜନ ହଂସିନୀ ମିନି କ୍ୟାଡେଟ୍ ବାଳିକା ସିଙ୍ଗଲ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୧୦ ବର୍ଷୀୟ ଛାତ୍ରୀ ହଂସିନୀ ସେମିଫାଇନାଲରେ ରୁଷର ଲୁଲିଆ ପୁଗୋଭକିନାଙ୍କ ନିକଟରୁ ୧୨-୧୦, ୯-୧୧, ୫-୧୧, ୮-୧୧ ଗେମରେ ପରାସ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story