ଶ୍ରୀଲଙ୍କା ଗସ୍ତରୁ ବାଦ୍ ପଡିଲେ ଆହତ ମାର୍ଶ

ଜୋହାନ୍ସବର୍ଗ: ବାମ ହାତ କାଣି ଆଙ୍ଗୁଠି ଭାଙ୍ଗିଯିବାରୁ ଶ୍ରୀଲଙ୍କା ଗସ୍ତରୁ ବାଦ୍‌ ପଡିଛନ୍ତି ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍‌ ଶନ୍‌ ମାର୍ଶ। ଅଷ୍ଟ୍ରେଲିଆର ଫିଜିଓଥେରାପିଷ୍ଟ ଡେଭିଡ ଜଜ ବିକ୍‌ଲ୍‌ କହିଛନ୍ତି,“ଫିଲ୍ଡିଂ କରୁଥିବା ବେଳେ ମାର୍ଶଙ୍କର ବାମହାତର କାଣି ଆଙ୍ଗୁଠି ଭାଙ୍ଗିଯାଇଛି। ତେଣୁ ସେ ଏବେ ସ୍ୱଦେଶ ଫେରିଯିବେ। ଭଲ ହେବା ପରେ ପୁଣି ଦଳକୁ ଫେରିବେ।”  ଶ୍ରୀଲଙ୍କା ବିପକ୍ଷ ୨ଟି ଟି-୨୦ ପାଇଁ ତାଙ୍କ ବଦଳରେ ଉସ୍‌ମାନ୍‌ ଖାୱାଜା ଦଳକୁ ଫେରିଛନ୍ତି। ଏହାପୂର୍ବରୁ ଦଳର ଫାଷ୍ଟ ବୋଲର ନାଥନ୍‌ କଲ୍ଟର […]

shaun-marrsh

shaun-marrsh

Rakesh Mallick
  • Published: Tuesday, 30 August 2016
  • Updated: 30 August 2016, 11:10 PM IST

Sports

Latest News

ଜୋହାନ୍ସବର୍ଗ: ବାମ ହାତ କାଣି ଆଙ୍ଗୁଠି ଭାଙ୍ଗିଯିବାରୁ ଶ୍ରୀଲଙ୍କା ଗସ୍ତରୁ ବାଦ୍‌ ପଡିଛନ୍ତି ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍‌ ଶନ୍‌ ମାର୍ଶ।

ଅଷ୍ଟ୍ରେଲିଆର ଫିଜିଓଥେରାପିଷ୍ଟ ଡେଭିଡ ଜଜ ବିକ୍‌ଲ୍‌ କହିଛନ୍ତି,“ଫିଲ୍ଡିଂ କରୁଥିବା ବେଳେ ମାର୍ଶଙ୍କର ବାମହାତର କାଣି ଆଙ୍ଗୁଠି ଭାଙ୍ଗିଯାଇଛି। ତେଣୁ ସେ ଏବେ ସ୍ୱଦେଶ ଫେରିଯିବେ। ଭଲ ହେବା ପରେ ପୁଣି ଦଳକୁ ଫେରିବେ।”

 ଶ୍ରୀଲଙ୍କା ବିପକ୍ଷ ୨ଟି ଟି-୨୦ ପାଇଁ ତାଙ୍କ ବଦଳରେ ଉସ୍‌ମାନ୍‌ ଖାୱାଜା ଦଳକୁ ଫେରିଛନ୍ତି।

ଏହାପୂର୍ବରୁ ଦଳର ଫାଷ୍ଟ ବୋଲର ନାଥନ୍‌ କଲ୍ଟର ଆହତ କାରଣରୁ  ଦଳରୁ ବାଦ୍‌ ପଡିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story