ଭାରତୀୟ ମହିଳା ଟିମର କ୍ରମାଗତ ଚତୁର୍ଥ ବିଜୟ

ପ୍ରୋଭିଡେନ୍ସ: ଏଠାରେ ଅନୁଷ୍ଠିତ ଚତୁର୍ଥ ମହିଳା ଟି-୨୦ ମ୍ୟାଚରେ ଭାରତ ବିଜୟଧାରା ଅବ୍ୟାହତ ରଖି ଘରୋଇ ୱେଷ୍ଟଇଣ୍ଡିଜକୁ ୫ ରନରେ ପରାସ୍ତ କରିଛି। ପୂର୍ବରୁ ସିରିଜ୍ ହାତେଇ ସାରିଥିବା ଭାରତୀୟ ମହିଳା ଟିମ୍ ଏହି ବିଜୟ ସହ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୪-୦ରେ ଅପରାଜେୟ ରହିଛି। ବର୍ଷା ଯୋଗୁ ମ୍ୟାଚକୁ ୯ ଓଭର ବିଶିଷ୍ଟ କରାଯାଇଥିଲା, ଯେଉଁଥିରେ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ୭ ୱିକେଟ୍ ହରାଇ ୫୦ ରନ୍ କରିଥିଲା। ଏହି ଲୋ’ […]

indian-womens

indian-womens

Ranjit Kumar Jena
  • Published: Monday, 18 November 2019
  • Updated: 18 November 2019, 06:58 PM IST

Sports

Latest News

ପ୍ରୋଭିଡେନ୍ସ: ଏଠାରେ ଅନୁଷ୍ଠିତ ଚତୁର୍ଥ ମହିଳା ଟି-୨୦ ମ୍ୟାଚରେ ଭାରତ ବିଜୟଧାରା ଅବ୍ୟାହତ ରଖି ଘରୋଇ ୱେଷ୍ଟଇଣ୍ଡିଜକୁ ୫ ରନରେ ପରାସ୍ତ କରିଛି। ପୂର୍ବରୁ ସିରିଜ୍ ହାତେଇ ସାରିଥିବା ଭାରତୀୟ ମହିଳା ଟିମ୍ ଏହି ବିଜୟ ସହ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୪-୦ରେ ଅପରାଜେୟ ରହିଛି। ବର୍ଷା ଯୋଗୁ ମ୍ୟାଚକୁ ୯ ଓଭର ବିଶିଷ୍ଟ କରାଯାଇଥିଲା, ଯେଉଁଥିରେ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ୭ ୱିକେଟ୍ ହରାଇ ୫୦ ରନ୍ କରିଥିଲା।

ଏହି ଲୋ' ସ୍କୋରିଂ ମ୍ୟାଚରେ ପୂଜା ବସ୍ତ୍ରାକର ଏକମାତ୍ର ଭାରତୀୟ ଭାବେ ଦୁଇଅଙ୍କ ଛୁଇଁଥିଲେ। ଦଳ ପକ୍ଷରୁ ପୂଜା ସର୍ବାଧିକ ୧୦ ରନ୍ କରିଥିବା ବେଳେ ଶେଫାଳୀ ବର୍ମା ୭, ଜେମିମା ରୋଡ୍ରିଗ୍ସ ୬, ବେଦ କ୍ରିଷ୍ଣମୂର୍ତ୍ତି ୫, କ୍ୟାପଟେନ୍ ହରମନପ୍ରୀତ କୌର୍ ୬, ଦୀପ୍ତି ଶର୍ମା ୪, ତାନିଆ ଭାଟିଆ ଅପରାଜିତ ୮ ଓ ଅନୁଜା ପାଟିଲ ଅପରାଜିତ ୨ ରନ୍ କରିଥିଲେ।

ୱେଷ୍ଟଇଣ୍ଡିଜ୍ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହାଲେ ମାଥ୍ୟୁସ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ଅନ୍ୟ ବୋଲରଙ୍କ ମଧ୍ୟରେ ଆଫି ଫ୍ଲେଚର୍ ଓ ଶେନେଟା ଗ୍ରିମଣ୍ଡ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ। ଏହି ଲକ୍ଷ୍ୟକୁ ଘରୋଇ ଦଳ ସହଜରେ ହାସଲ କରିନେବ ବୋଲି ଲାଗୁଥିଲା। କିନ୍ତୁ ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଆଗରେ ୱେଷ୍ଟଇଣ୍ଡିଜ୍ ଟିମ୍ ଏହି ବିଜୟରୁ ୫ ରନ୍ ପଛରେ ପଡ଼ିଯାଇଥିଲା। ହାଲେ ମାଥ୍ୟୁସ୍ (୧୧), ଚିଲେନ୍ ହେନରୀ (୧୧) ଓ ନତାଶା ମ୍ୟାକଲିନ୍ (୧୦) ଦୁଇଅଙ୍କ ଛୁଇଁଥିବା ବେଳେ ଅନ୍ୟ ବ୍ୟାଟ୍ସଓମ୍ୟାନ୍ ନିରାଶ କରିଥିଲେ। ଭାରତର ସଫଳ ବୋଲର ଭାବେ ଅନୁଜା ୨ଟି, ଦୀପ୍ତି ଓ ରାଧା ଯାଦବ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story