ଶ୍ରୀଜେସ୍‌ ଓ ଦୀପିକା ଜିତିଲେ ‘ଏଚ୍‌ଆଇ ପ୍ଲେୟାର ଅଫ୍ ଦି ଆୱାର୍ଡ’

ବେଙ୍ଗାଲୁରୁ: ହକି ଇଣ୍ଡିଆ ଲିଗ୍‌ର ଦ୍ୱିତୀୟ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ଶନିବାର ଭାରତୀୟ ପୁରୁଷ ହକି ଦଳର ଗୋଲକିପର ପି.ଆର ଶ୍ରୀଜେସ୍‌ ଓ ମହିଳା ହକି ଦଳର ଦୀପିକା ‘ଧ୍ରୁବ ବାତ୍ରା ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର’ ଜିତିଛନ୍ତି। ଏହି ପୁରସ୍କାର ବାବଦକୁ ସେମାନଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏହା ସହିତ ଉଭୟଙ୍କୁ ଗୋଟିଏ ଲେଖାଏଁ ଟ୍ରଫି ଦିଆଯାଇଛି। ସ୍ୱର୍ଗତ କ୍ୟାପଟେନ୍‌ ଶଙ୍କର ଲକ୍ଷ୍ମଣଙ୍କୁ ସମ୍ମାନଜନକ ମେଜର ଧ୍ୟାନଚାନ୍ଦ ଲାଇଫ୍‌ଟାଇମ୍‌ […]

sreejesh

sreejesh

Rakesh Mallick
  • Published: Saturday, 26 March 2016
  • Updated: 26 March 2016, 04:12 PM IST

Sports

Latest News

sreejeshବେଙ୍ଗାଲୁରୁ: ହକି ଇଣ୍ଡିଆ ଲିଗ୍‌ର ଦ୍ୱିତୀୟ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ଶନିବାର ଭାରତୀୟ ପୁରୁଷ ହକି ଦଳର ଗୋଲକିପର ପି.ଆର ଶ୍ରୀଜେସ୍‌ ଓ ମହିଳା ହକି ଦଳର ଦୀପିକା ‘ଧ୍ରୁବ ବାତ୍ରା ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର’ ଜିତିଛନ୍ତି। ଏହି ପୁରସ୍କାର ବାବଦକୁ ସେମାନଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏହା ସହିତ ଉଭୟଙ୍କୁ ଗୋଟିଏ ଲେଖାଏଁ ଟ୍ରଫି ଦିଆଯାଇଛି।

ସ୍ୱର୍ଗତ କ୍ୟାପଟେନ୍‌ ଶଙ୍କର ଲକ୍ଷ୍ମଣଙ୍କୁ ସମ୍ମାନଜନକ ମେଜର ଧ୍ୟାନଚାନ୍ଦ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ୍ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ବାବଦକୁ ତାଙ୍କୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ସମ୍ମାନ ଓ ଟଙ୍କା ତାଙ୍କ ପରିବାର ପକ୍ଷରୁ ଗ୍ରହଣ କରାଯାଇଥିଲା।

ଭାରତ ପକ୍ଷରୁ ୧୦୦ଟି ଲେଖାଏଁ ମ୍ୟାଚ୍‌ରେ ଖେଳିଥିବା ଧରମବୀର ସିଂହ, କୋଥାଜିତ୍‌ ସିଂହ, ବୀରେନ୍ଦ୍ର ଲାକ୍ରା ଓ ସୁଶୀଳା ଛାନୁଙ୍କୁ ‘ଦି ମାଇଲ୍‌ଷ୍ଟୋନ୍‌ ଆୱାର୍ଡ’ ପ୍ରଦାନ କରାଯାଇଛି। ଏହି ବାବଦକୁ ସେମାନଙ୍କୁ ୫୦,୦୦୦ଟଙ୍କା ଲେଖାଏଁ ସହିତ ଗୋଟିଏ ଗୋଟିଏ ଟ୍ରଫି ଦିଆଯାଇଥିଲା।

ସେହିପରି ଭାରତ ପାଇଁ ୨୦୦ଥର ପ୍ରତିନିଧିତ୍ୱ କରିଥିବା ଗୁରବାଜ୍‌ ସିଂହ ଓ ବି.ଆର ରଘୁନାଥଙ୍କୁ ଗୋଟିଏ ଗୋଟିଏ ଟ୍ରଫି ସହିତ ୧ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା।

୩୬ ବର୍ଷ ପରେ ମହିଳା ହକି ଦଳ ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିବାରୁ ସମସ୍ତ ଖେଳାଳି ଓ ଅଫିସିଆଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

୨୧ ବର୍ଷରୁ କମ୍‌ ମହିଳା ବର୍ଗରେ ‘ଅସୁନ୍ତା ଲାକ୍ରା ଅପ୍‌କମିଂ ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର’ ପ୍ରୀତି ଦୁବେଙ୍କୁ ଦିଆଯାଇଥିବା ବେଳେ ୨୧ ବର୍ଷରୁ କମ୍‌ ପୁରୁଷ ବର୍ଗରେ ‘ଜୁଗରାଜ ସିଂହ ଅପକମିଂ ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର’ ହରଜିତ ସିଂହଙ୍କୁ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story